ଜାତୀୟ

କୋଭିଡ ଭ୍ୟାକ୍ସିନ ପାଇଁ ହେଉଛି ହାର୍ଟ ଆଟାକ୍‌? ଜାଣନ୍ତୁ ସରକାରଙ୍କ ଜବାବ

ନୂଆଦିଲ୍ଲୀ,୧୧।୧୨: ଦେଶରେ ହୃଦଘାତରେ ଏବେ ଅନେ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ଆସୁଛି। ବେଳେବେଳେ ନାଚୁଥିବା ବେଳେ କେବେ ଜିମରେ, ଲୋକମାନେ ଏହାକୁ କରୋନା ଟିକା ସହିତ ସଂଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ କରୋନା ଟିକା ଯୋଗୁଁ…

ସଂସଦ ସାମ୍ନାରେ ମୁହାଁମୁହିଁ ହୋଇଗଲେ ରାହୁଲ-ରାଜନାଥ, ହଠାତ୍‌ ହସିବାକୁ ଲାଗିଲେ ଭାଜପା ନେତା

ନୂଆଦିଲ୍ଲୀ,୧୧।୧୨: ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ବି…

ନିର୍ବାଚନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୧୨: ବୁଧବାର ସୁପ୍ରିମକୋର୍ଟରେ ଆମ ଆଦିମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଆବେଦନର ଶୁଣାଣି ହୋଇଥିଲା। ଏଥିରେ ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ…

୪ ବର୍ଷର ପୁଅ ପାଇଁ ଅତୁଲ ସୁଭାଷ ଛାଡି ଯାଇଛନ୍ତି ସ୍ବତନ୍ତ୍ର ଗିପ୍ଟ! ଛାତି ଥରାଇ ଦେବ ସୁଇସାଇଡ ନୋଟ

ବେଙ୍ଗାଲୁରୁ,୧୧।୧୨: ମଙ୍ଗଳବାରଠାରୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ନାମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସେହି ନାମ ହେଉଛି ଅତୁଲ ସୁଭାଷ । ଲୋକମାନେ ଅତୁଲ ସୁଭାଷଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଯିଏ ଅତୁଲଙ୍କ କାହାଣୀ ଶୁଣୁଛି…

ସବୁ ନୋଟ୍‌ରେ ଥାଏ ଆରବିଆଇ ଗର୍ଭନରଙ୍କ ଦସ୍ତଖତ, କିନ୍ତୁ ଏଥିରେ ନ’ଥାଏ…

ନୂଆଦିଲ୍ଲୀ,୧୧।୧୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏପରି କୌଣସି ନୋଟ ଜାରି କରେ ନାହିଁ ଯେଉଁଥିରେ ଗର୍ଭନରଙ୍କ ଦସ୍ତଖତ ରହେନାହିଁ। ପ୍ରତ୍ୟେକ ନୋଟ ମଝିିରେ ଗର୍ଭନରଙ୍କ ଦସ୍ତଖତ ରହିଥାଏ। ଆରବିଆଇର କାମ କେବଳ ନୋଟ ଛାପିବା ନୁହେଁ ବରଂ ବ୍ୟାଙ୍କଗୁଡିକ…

ବଡ଼ ନିଷ୍ପତ୍ତି: ବାଂଲାଦେଶକୁ ମହଙ୍ଗା ପଡିବ ଭାରତ ସହ ଶତ୍ରୁତା

ନୂଆଦିଲ୍ଲୀ/ଢାକା,୧୧।୧୨: ଏବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଯେଉଁଠାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିନାମାକୁ ବାତିଲ କରିଛନ୍ତି। ଏଥି ସହିତ ଭାରତ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ମନୋଭାବରେ ଥିବା ଜଣାପଡିଛି।…

ଭୟଙ୍କର ଭବିଷ୍ୟବାଣୀ କଲେ ନାଷ୍ଟ୍ରେଦମସ, ୨୦୨୫ରେ ବ୍ରହ୍ମାଣ୍ଡରୁ ମାଡି ଆସିବ ଅଗ୍ନିପିଣ୍ଡ, ପୁଣି ଆସିବ କରୋନା ଠାରୁ ବଡ଼ ମହାମାରୀ…

ନୂଆଦିଲ୍ଲୀ,୧୧।୧୨: ଷୋଡଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାଷ୍ଟ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସଠିକ ପ୍ରମାଣିତ ହୋଇଛି। ୨୦୨୪ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବାବେଳେ ଏବେ ୨୦୨୫ ପାଇଁ କରିଥିବା ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଆଗାମୀ…

ଭାଜପା ନେତାଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ

ବିଜାପୁର/ମାଲକାନଗିରି,୧୧।୧୨(ଦୂର୍ଯୋଧନ ପାତ୍ର): ଛତିଶଗଡର ବିଜାପୁର ଜିଲାରେ ମାଓବାଦୀମାନେ ଆଉ ଏକ ହତ୍ୟାକାଣ୍ହ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଭାଜପା ନେତାଙ୍କୁ ଗଳାକାଟି ହତ୍ୟା କରାଯାଇ ତାଙ୍କ ମୃତଦେହ ରାସ୍ତାରେ ଫିଙ୍ଗି ଦିଆଯାଇଛି। ଭାଜପା ନେତାଙ୍କ ହତ୍ୟା ପରେ ଏହି ଅଞ୍ଚଳରେ…

କଂଗ୍ରେସ-ଏଏପି ମଧ୍ୟରେ ମେଣ୍ଟ ଫାଇନାଲ୍‌: ଆସନ ବୁଝାମଣା ବାକି

ନୂଆଦିଳ୍ଲୀ,୧୧।୧୨: ଦିଲ୍ଲୀ ନିର୍ବାଚନରେ ମିଳିତ ମେଣ୍ଟ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ହୋଇଥିବା ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି। ସୂଚନାନୁସାରେ, କଂଗ୍ରେସକୁ ୧୫ଟି ଆସନ ଏବଂ ଅନ୍ୟ ଇଣ୍ଡିଆ ଆଲାଇନ୍ସ ପାର୍ଟିକୁ ୧-୨ ଟି ସିଟ…

୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ…

ୟୁନୁସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଭାଜପା ନେତା, କାବା ହୋଇଗଲେ ସରକାର

ନୂଆଦିଲ୍ଲୀ,୧୦।୧୨: ବରିଷ୍ଠ ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସମର୍ଥନ କରିଛନ୍ତି। ସେ ଶେଖ ହସିନାଙ୍କୁ ବାଂଲାଦେଶର ଆଇନଗତ ପ୍ରଧାନମନ୍ତ୍ରୀ ବୋଲି କହିବା ସହ ବର୍ତ୍ତମାନ କ୍ଷମତାରେ…

୨୦୨୪ରେ ଏସବୁ ଜିନିଷ ଗୁଗଲରେ ଅଧିକ କରାଯାଇଛି ସର୍ଚ୍ଚ, ଟ୍ରେଣ୍ଡରେ ରହିଛି ଆମ୍ବ ଆଚାର

ନୂଆଦିଲ୍ଲୀ,୧୦।୧୨: ଚଳିତ ବର୍ଷ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷକୁ ଗୁଗଲ ଜାରି କରିଛି। ୨୦୨୪ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ ଓ ଜିନିରେ ବିବରଣୀ ବିଷୟରେ ଏଥିରେ ତଥ୍ୟ ଦିଆଯାଇଛି। ଭାରତୀୟ ୟୁଜର୍ସମାନେ ଇଣ୍ଟରନେଟରେ ଫିଲ୍ମ, କ୍ରିକେଟ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri