ଜମ୍ମୁ-କଶ୍ମୀର ଏଲ୍ଓସିରେ ତୋପ ପରୀକ୍ଷା କଲା ପାକିସ୍ତାନ
ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟରେ ପାକିସ୍ତାନ କେତେଗୁଡ଼ିଏ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍ଏଚ୍-୧୫ ଏବଂ ୧୫୫ ଏମ୍ଏମ୍ ହାଇତ୍ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି। ଉପସାଗରୀୟ ଏବଂ ପଶ୍ଚିମ…
ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ
ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ ତଳେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି…
ସିଆରପିଏଫ୍ ବଙ୍କର ଉପରେ ଗ୍ରେନେଡ୍ ଆକ୍ରମଣ: ୧୨ ଆହତ
ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି। ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଅଲ୍ ଇଣ୍ଡିଆ ରେଡିଓ ଷ୍ଟେଶନ ବାହାରେ ସିଆରପିଏଫ୍ ବଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ…
ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ…
ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ ଅଧ୍ୟକ୍ଷ ପଓ୍ବନ ଅନୁରାଗୀଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିକୁ ପ୍ରକାଶ କରିଥିବାରୁ ପରେ ଭାଜପା ନେତା…
ନିର୍ବାଚନ ପୂର୍ବରୁ ଶାହାଙ୍କ ବଡ଼ ଘୋଷଣା
ରାଞ୍ଚି,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଭାଜପା ଝାଡ଼ଖଣ୍ଡରେ କୁଶାସନ ଏବଂ ଭ୍ରଷ୍ଟାଚାରକୁ ଶେଷ କରିବ ଏବଂ ମାଟି, ମା’ ଏବଂ ରୁଟିର…
ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର ଫେରାଇ ନେବେ ମୋଦି ସରକାରରୁ ସମର୍ଥନ? ମୌଲାନାଙ୍କ ବଡ଼ କଥା
ନୂଆଦିଲ୍ଲୀ,୩।୧୧: ରବିବାର (୩ ନଭେମ୍ବର, ୨୦୨୪) ୱାକଫ ବୋର୍ଡ ସଂଶୋଧନ ଉପରେ ଜାମିଆତ-ଉଲେମା-ଇ-ହିନ୍ଦ ଅଧ୍ୟକ୍ଷକ ମୌଲାନା ଅର୍ଶଦ ମଦାନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଏକ ସାମ୍ପ୍ରଦାୟିକ ମାନସିକତା ରହିଛି। ୱାକଫ ବିଲ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।…
ଭାଜପାର ବଡ଼ ଆକ୍ସନ, ଅଧ୍ୟକ୍ଷ ପଦରୁ ହଟିଲେ ରବୀନ୍ଦ୍ର
ଶ୍ରୀନଗର,୩।୧୧: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ଭାଜପା ବର୍ତ୍ତମାନ ସଂଗଠନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଦଳ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି…
୧୦୦ ଥ୍ରେଟ୍ ଇମେଲ ପଠାଇଥିବା ବ୍ୟକ୍ତି ଖୋଲିଲେ ଏହାର ରାଜ୍, ଲେଖିଛନ୍ତି ଆତଙ୍କବାଦ ଉପରେ ପୁସ୍ତକ
ନୂଆଦିଲ୍ଲୀ,୩।୧୧: ଦେଶର ଏୟାରଲାଇନ୍ସ ଏବଂ ହୋଟେଲଗୁଡିକ ଗତ କିଛି ଦିନ ହେବ ବୋମା ଧମକ ପାଉଛନ୍ତି। ଏହି ମାମଲାରେ ନାଗପୁର ପୋଲିସ ୩୫ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି ଯେଉଁଥିରେ ୩୫୪ରୁ ଅଧିକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିବା ଅଭିଯୋଗ ହୋଇଛି। କୁହାଯାଉଛି…
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…
ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ତାଙ୍କୁ…
ସନାତନ ଧର୍ମର ସୁରକ୍ଷା ପାଇଁ ପଓ୍ବନ କଲ୍ୟାଣ ଲଞ୍ଚ କଲେ ‘ନରସିଂହ ବାରାହି ବ୍ରିଗେଡ’
ଅମରାବତି,୩।୧୧: ଦକ୍ଷିଣର ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ ଘୋଷଣା କରିଛନ୍ତି। ଏହି ବ୍ରିଗେଡର ମୂଳ ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମର ସୁରକ୍ଷା।…
ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ କଂଗ୍ରେସ ନେତାଙ୍କ ପାଇଁ ପଡିଲା ଭାରି, ଅଜୟ ରାୟ ନେଲେ ବଡ଼ ଆକ୍ସନ
ଲକ୍ଷ୍ନୌ,୩।୧୧: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଡକ୍ଟର ୟୁନୁସ ଚୌଧୁରୀଙ୍କୁ ଜିଲା ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି। ଯଦିଓ ଯୁବତୀ ଜଣଙ୍କ ଏପର୍ଯ୍ୟନ୍ତ ପୋଲିସ-ପ୍ରଶାସନ ନିକଟରେ…
ପ୍ରଦୂଷଣଜନିତ ରୋଗରେ ଦିଲ୍ଲୀର ୬୯% ପରିବାର
ନୂଆଦିଲ୍ଲୀ, ୩।୧୧: ଦୀପାବଳି ଯୋଗୁ ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ମାନ ହ୍ରାସ ପାଇଛି। ଫଳରେ ଲୋକଙ୍କ ଶ୍ୱାସକ୍ରିୟାଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ ପ୍ଲାଟ୍ଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ରହୁଥିବା ୬୯% ପରିବାରର ଜଣେ କିମ୍ବା…
Archives


