ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍
ଦେଇର୍ ଅଲ୍-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍କ୍ରସ୍କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା…
ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର
ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯ ଜାନୁଆରୀ, ୨୦୨୫) ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲା। ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀ ମାଜିଷ୍ଟ୍ରେଟଙ୍କୁ…
ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ, ଅଧିକାଂଶ ଟେଣ୍ଟ ଜଳି ପୋଡି ପାଉଁଶ
ପ୍ରୟାଗରାଜ,୧୯।୧: ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମହାକୁମ୍ଭ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ…
ଅଡୁଆରେ ପଡିଲେ ରାହୁଲ! ଆସାମରେ ଦିଆଗଲା ଏଫଆଇଆର୍
ଗୁଆହାଟୀ,୧୯।୧: ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ଅଡୁଆରେ ପଡ଼ିଛନ୍ତି। ରାହୁଲଙ୍କ ସାମ୍ପ୍ରତିକ ବୟାନ ପାଇଁ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି। କିଛି ଦିନ ପୂର୍ବରୁ ରାହୁଲ କହିଥିଲେ ଯେ ଭାଜପା…
ଦୀପିକା ଦେଶଓ୍ବାଲ କିଏ? ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମିଳିଛି ‘ସ୍ବତନ୍ତ୍ର ନିମନ୍ତ୍ରଣ’
ନୂଆଦିଲ୍ଲୀ,୧୯।୧: ଗିନିଜ ଓ୍ବାଲର୍ଡ ରେକର୍ଡଧାରୀ ଦୀପିକା ଦେଶଓ୍ବାଲଙ୍କୁ ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସ୍ବତନ୍ତ୍ର ନିମନ୍ତ୍ରଣ ମିଳିଛି। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ଗର୍ବର…
ନାଗାସାଧୁ ନ ଥିଲେ ଆଇଆଇଟି ବାବା, ସେ ଜଣେ…ସାଂଘାତିକ ଖୁଲାସା
ନୂଆଦିଲ୍ଲୀ,୧୯।୧:ପ୍ରୟାଗରାଜର ମହାକୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ଆଇଆଇଟି ବାବା ବା ଆଇଆଇଟି ବମ୍ବେର ପୂର୍ବତନ ଏରୋସ୍ପେସ ଇଞ୍ଜିନିୟର ଅଭୟ ସିଂହଙ୍କୁ ତାଙ୍କ ଆଖଡାରୁ ବହିଷ୍କାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ଆଇଆଇଟିଆନ ବାବା’ ଭାବରେ ଜଣାଶୁଣା ଶ୍ରୀ ସିଂହଙ୍କୁ ତାଙ୍କ ଗୁରୁ…
8th Pay Commission: ଏହି ରାଜ୍ୟରେ ପ୍ରଥମେ ବଢିବ କର୍ମଚାରୀଙ୍କ ଦରମା? ଜାଣନ୍ତୁ କେତେ ବଢିବ
ନୂଆଦିଲ୍ଲୀ,୧୯।୧: ଭାରତ ସରକାର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନଶନ ସଂଶୋଧନ କରିବା ପାଇଁ ପ୍ରତି ୧୦ ବର୍ଷରେ ଏକ ବେତନ ଆୟୋଗ ଗଠନ କରନ୍ତି। ଏହି ଆୟୋଗ ଏହି କର୍ମଚାରୀଙ୍କ ଆୟ ଏବଂ ଜୀବନଧାରଣ ମାନ ବୃଦ୍ଧି ପାଇଁ…
ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର
ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ ଏବଂ ମାମୁଁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ପରିବାରରେ ଶୋକର ଲହରୀ ଖେଳି…
‘ଏମରଜେନ୍ସି ଏମିତି ଏକ କ୍ୟାପସୁଲ..,’ କଙ୍ଗନାଙ୍କ ମୁଭି ଦେଖି କ’ଣ କହିଲେ ସଦ୍ଗୁରୁ ଜାଣନ୍ତୁ
ମୁମ୍ବାଇ,୧୯।୧: ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗି ବାସୁଦେବ ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ପ୍ରଶଂସା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଏହି ଫିଲ୍ମଟି ଆମ ଇତିହାସର ଜଟିଳ…
ରହସ୍ୟମୟୀ ରୋଗରେ ୧୬ ଜଣଙ୍କ ମୃତ୍ୟୁ, ମୁତୟନ ହେଲେ ସେନା
ଶ୍ରୀନଗର,୧୯।୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଗଠିତ ଏକ ଆନ୍ତଃମନ୍ତ୍ରାଳୟ ବିଶେଷଜ୍ଞ ଦଳ ରବିବାର ରାଜୌରୀ ଜିଲାର ବୁଢାଲ ଗ୍ରାମ ପରିଦର୍ଶନ କରିବା ପାଇଁ ଏଠାକୁ ଆସିବେ। ଗତ ଗୋଟିଏ ମାସ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ…
ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ
ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ ଆସି ଗଙ୍ଗାରେ ବୁଡ଼ ପକାଇବେ। ଜାପାନୀ ବଂଶୋଦ୍ଭବ କେଇକୋ ଆଇକାୱାଙ୍କୁ ଜୁନା ଆଖରା କୈଲାଦେବୀ…
‘କୁମ୍ଭରେ ବିବିଧତାରେ ଏକତାର ଉତ୍ସବ ପାଳନ କରାଯାଉଛି,’ ‘ମନ କି ବାତ’ କାର୍ଯ୍ୟକ୍ରମରେ ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ତାଙ୍କର ୧୧୮ତମ ଏପିସୋଡ, ଯେଉଁଥିରେ ସେ ମହାକୁମ୍ଭ ଏବଂ ସମ୍ବିଧାନ ସମେତ ଅନେକ ପ୍ରସଙ୍ଗରେ ନିଜର ମତାମତ ପ୍ରକାଶ…
Archives


