ଜାତୀୟ

ପ୍ରତିଦିନ ୪୯ ସିଗାରେଟର ଧୂଆ ଟାଣୁଛନ୍ତି ଦିଲ୍ଲୀବାସୀ! ଚିନ୍ତାରେ…

ନୂଆଦିଲ୍ଲୀ,୧୮।୧୧: ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ସହରରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ରହିଛି। ଦିଲ୍ଲୀର ଅନେକ ଅଞ୍ଚଳ ଅଛି ଯାହା ପ୍ରଦୂଷଣକୁ ନେଇ ରେଡ ଜୋନରେ ଅଛି । ସେହି AQI ୧୦୦୦ରୁ ଅଧିକ କିମ୍ବା ପାଖାପାଖି ରହିଛି। ଏପରି…

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ଏକ…

ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍‌

ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ ନୀତୀଶ କୁମାରଙ୍କ ଉତ୍ତରାଧିକାରର ଏକଜ୍ୱାଭାବିକ ବିସ୍ତାର ବୋଲି ବିବେଚନା କରନ୍ତି ।…

ନିର୍ବାଚନ ରାଲିରେ ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କ ନିର୍ଯାତନା ବଖାଣିଲେ ବିଧାୟିକା ପ୍ରାର୍ଥୀ

ପୁଣେ,୧୮।୧୨: ଛତ୍ରପତି ସମ୍ଭାଜିନଗର କନ୍ନଡ ନିର୍ବାଚନମଣ୍ଡଳୀରୁ ଏକନାଥ ସିନ୍ଦେଙ୍କ ଦଳର ଶିବସେନା ପ୍ରାର୍ଥୀ ସଞ୍ଜନା ଯାଦବ ତାଙ୍କର ଏକ ନିର୍ବାଚନ ରାଲିରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସ୍ବାମୀ ହର୍ଷବର୍ଦ୍ଧନ ଯାଦବ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା…

ଖାର୍ଗେଙ୍କ ଉପରେ ପଡିଲାଣି ବୟସର ପ୍ରଭାବ, ସେଥିପାଇଁ ଏପଟ ସେପଟ କଥା କହୁଛନ୍ତି: ପ୍ରବୀଣ ଖଣ୍ଡେଲଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ଆରଏସଏସକୁ ବିଷ ସହ ତୁଳନା କରିଛନ୍ତି। ଯେଉଁଥିପାଇଁ ଭାଜପା ନେତାମାନେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଭାଜପା ଏମପି ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ମୁଁ…

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ ହେବ। ଏହାପୂର୍ବରୁ ମଧ୍ୟବିତ୍ତ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ନେଇ ଅର୍ଥମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।…

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ…

ଜାଣନ୍ତୁ ଏମିତି କୌଶଳ ଆପଣାଇଲେ ପୂରା ବଦଳିଯିବ ଦିଲ୍ଲୀର ଚିତ୍ର, କେବେ ବି ହେବ ନାହିଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୮ା୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣ ହାର ସୀମା ଟପିଛି। ଏଥିଯୋଗୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ-ଏନ୍‌ସିଆର ସିଭିୟର ପ୍ଲସ୍‌ ବର୍ଗରେ ଆସିଛି। ଅନେକ ସ୍ଥାନରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୫୦…

ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ

ନୂଆଦିଲ୍ଲୀ,୧୮।୧୧: ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି (ଏଏପି) ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ…

ଜଣାପଡିଲା ସତ! ଘରେ ଥିବା ଗାଡ଼ିର କେମିତି କଟୁଛି ଚାଲାଣ

ଭାଗଲପୁର,୧୮।୧୧: ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାଗଲପୁରରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ୍‌ ଲୋକମାନେ ନିଜ ଚତୁରତା ଦ୍ୱାରା ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ବାସ୍ତବରେ, ଏହି ସମଗ୍ର ବିଷୟ ବିହାର ଭାଗଲପୁର ଜିଲାର, ଯେଉଁଠାରେ ଟ୍ରାଫିକ…

ଆଜି ଭାଜପାରେ ସାମିଲ ହୋଇପାରନ୍ତି କୈଳାଶ ଗେହଲୋଟ, ଗୋଟିଏ ଦିନ ପୂର୍ବରୁ ଛାଡିଥିଲେ ଏଏପି

ନୂଆଦିଲ୍ଲୀ,୧୮।୧୧: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନଜାଫଗଡ ବିଧାୟକ କୈଳାଶ ଗେହଲୋଟ ଆଜି ଅର୍ଥାତ୍‌ ସୋମବାର ଭାଜପାରେ ଯୋଗ ଦେଇ ପାରନ୍ତି॥ ଦିନ ପ୍ରାୟ ୧୨ଟା ୩୦ରେ ସେ ଭାଜପାର ସଦସ୍ୟତା ଗ୍ରହଣ…

ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ,୧୮ା୧୧: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri