ଜାତୀୟ

ପେନ୍‌ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍‌ ବନ୍ଦ ହୋଇଯିବ ପେନସନ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଏ ଏପର୍ଯ୍ୟନ୍ତ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଏହି କାର୍ଯ୍ୟ କରିବାକୁ ଆଉ ୯ ଦିନ ବାକି ଅଛି। ୩୦ ନଭେମ୍ବର ୨୦୨୪ ପୂର୍ବରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଚେତାବନୀ! IMDର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୨୨।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇପାରେ। ସୁମାତ୍ରା ଉପକୂଳ ଏବଂ…

ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏକ…

୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର ୫ ରାଜ୍ୟକୁ ଯୋଗାଣ ପାଇଁ ଏକ ଠିକା ପାଇଥିଲା। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି…

କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ କଳାପତାକା ଦେଖାଇବା ଅଭିଯୋଗରେ ୩ ଜଣ ଯୁବକଙ୍କ ନାଁରେ ଦାଏର ମାମଲାକୁ ହାଇକୋର୍ଟ…

କାହିଁକି ଭାଜପା-କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କେଜରିଓ୍ବାଲଙ୍କ ପ୍ରଥମ ଲିଷ୍ଟ?

ନୂଆଦିଲ୍ଲୀ,୨୧।୧୧: ସବୁବେଳେ ନିର୍ବାଚନ ମୋଡରେ ଥିବା ଭାଜପା ଏବଂ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ସକ୍ରିୟ ହେବାକୁ ଥିବା କଂଗ୍ରେସ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲାବେଳେ ଆମ ଆଦମୀ ପାର୍ଟି ଉଭୟଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ ପ୍ରାର୍ଥୀ…

‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ

ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍‌ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୧୯୯୦ରେ ଶ୍ରୀନଗର ଉପକଣ୍ଠରେ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ହତ୍ୟା…

ବଦଳିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅଫିସ୍‌ ଆସିବା ସମୟ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଭିନ୍ନ-ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କର୍ମଚାରୀମାନେ ଯାନବାହନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଯାନବାହନ ଚଳାଚଳ…

ମୋତେ ବିବାହ କରିବ….୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରପୋଜ୍‌ କଲେ ଶିକ୍ଷକ: ଆଉ ତା’ପରେ…

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ଆମରୋହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମଣ୍ଡି ଧନୌରା ଅଞ୍ଚଳର ଏକ ଇଣ୍ଟର କଲେଜରେ ଜଣେ ଶିକ୍ଷକ ନବମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ବ୍ୟକ୍ତ କରିବା ସହ ବିବାହ ପ୍ରସ୍ତାବ କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ଉପରେ ପରିବାର…

କେତେ ପେନସନ ପାଇବେ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼? ଅବସର ପରେ କ’ଣ ସବୁ ପାଇବେ ସୁବିଧା

ନୂଆଦିଲ୍ଲୀ,୨୧।୧୧: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୦ ନଭେମ୍ବରରେ ଅବସର ନେଇଛନ୍ତି। ନିକଟରେ ସିଜେଆଇଙ୍କ ଅବସର ପରେ ତାଙ୍କ ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ମୋର ବ୍ୟକ୍ତିଗତ ବିଶ୍ୱାସ ହେଉଛି ଯେ ଆପଣ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ସହିତ ଜଡିତ ଅନିୟମିତତା ମାମଲାରେ ସେ…

ସ୍ବାମୀଙ୍କୁ ଖୋଜି ଖୋଜି ଚେନ୍ନାଇରୁ ବରେଲିରେ ପହଞ୍ଚିଲେ ଗର୍ଭବତୀ, ଆଉ ତା’ପରେ ଯାହା ଦେଖିଲେ, ଗୋଡ଼ ତଳୁ ଖସିଗଲା ମାଟି

ଚେନ୍ନାଇ,୨୧।୧୧: ଇନଷ୍ଟାଗ୍ରାମରେ ବନ୍ଧୁତା, ପ୍ରେମ ଏବଂ ବିବାହ ପରେ ଧୋକା। ଚେନ୍ନାଇର ଜଣେ ଯୁବତୀ ପ୍ରେମରେ ଧୋକା ପାଇଛନ୍ତି। ଗର୍ଭବତୀ ଥିବା ଏହି ଯୁବତୀ ସ୍ବାମୀଙ୍କୁ ଖୋଜି ଖୋଜି ବରେଲିର ଫତେହଗଞ୍ଜ ପଶ୍ଚିମ ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ଏକ ଗାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri