ଅପରେଶନ କିଲର: ଜମ୍ମୁ କାଶ୍ମୀରର ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧୩।୫: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ ଆରମ୍ଭ…
ଦେଶପ୍ରେମର ଅନନ୍ୟ ଉଦାହରଣ: ୧୭ ନବଜାତ କନ୍ୟାଙ୍କ ନାମ ରଖାଗଲା ‘ସିନ୍ଦୂର’
ଲକ୍ଷ୍ନୌ,୧୩।୫: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂର ନାମକୁ ଲୋକମାନେ ପସନ୍ଦ କରୁଛନ୍ତି। ସେମାନେ ସେମାନଙ୍କ ଝିଅଙ୍କ ନାମ ସିନ୍ଦୂର ରଖିଛନ୍ତି। କୁଶୀନଗର ଜିଲାରେ, ମେ…
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
ଭୁବନେଶ୍ୱର,୧୩।୫: ଦ୍ୱାଦଶ ପରେ ଏପେ ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ। ଏଥିରେ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ଛାତ୍ରୀଛାତ୍ରମାନେ ରେଜଲ୍ଟ ପାଇପାରିବେ। ସୂଚନାଯୋଗ୍ୟ, ଏଥର CBSE ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରୀଛାତ୍ର ପରୀକ୍ଷା…
ଅବସର ନେଲେ CJI, ଇମୋଶନାଲ ହେଲେ କପିଲ ସିବଲ, SG ତୁଷାର ମେହେଟା
ନୂଆଦିଲ୍ଲୀ,୧୩।୫: ମୁଖ୍ୟ ବିଚାରପତି (CJI) ସଞ୍ଜିବ ଖାନ୍ନା ମଙ୍ଗଳବାର (୧୩ ମଇ, ୨୦୨୫) ରେ ଅବସର ନେଇଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ…
ପୂର୍ବାନୁମାନ ହେଲା ସତ: ଆଣ୍ଡାମାନ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୧୩।୫: ଭାରତ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର ଦୀପ…
ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲେ ମୋଦି: ଆଦମପୁର ଏୟାରବେସ୍ରେ ପହଞ୍ଚି ଦେଲେ ବଡ଼ ବାର୍ତ୍ତା
ନୂଆଦିଲ୍ଲୀ,୧୩।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିଛନ୍ତି। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଛନ୍ତି। ସେ ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।…
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ଶ୍ରୀନଗର,୧୩।୪: ଜମ୍ମୁ ଓ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି…
ବିଷାକ୍ତ ମଦ ନେଲା ୧୪ ଜୀବନ: ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଅମୃତସର,୧୩।୫: ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଭାଙ୍ଗାଲି କାଲାନ, ମାର୍ଡି କାଲାନ ଏବଂ…
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ
ଭୁବନେଶ୍ୱର,୧୩।୫: ମଙ୍ଗଳବାର ପ୍ରକାଶ ପାଇଛି CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି। JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ…
ପହଲଗାମ ଆକ୍ରମଣର ୩ ଆତଙ୍କବାଦୀଙ୍କ ପୋଷ୍ଟର ଜାରି, ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା
ଜମ୍ମୁ,୧୩।୫: ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ, କିନ୍ତୁ ଏହି…
CJI Sanjiv Khanna: ‘କଥା କମ, କାମ ଅଧିକ’, ଶେଷ ହେବ CJI ସଞ୍ଜିବ ଖାନ୍ନାଙ୍କ ଐତିହାସିକ କାର୍ଯ୍ୟକାଳ
ନୂଆଦିଲ୍ଲୀ,୧୩।୫: ‘କମ କଥା, ଅଧିକ କାମ’.. ଯଦି ଆମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳକୁ ଅଳ୍ପ ଶବ୍ଦରେ ବୁଝିବାକୁ ଚାହୁଁ, ତେବେ ହୁଏତ ଏହା କହିବା ସବୁଠାରୁ ଭଲ ହେବ। ବିଚାରପତିମାନଙ୍କ ବିଷୟରେ ଏକ ପୁରୁଣା କଥା ଅଛି…
ଯେସାକୁ ତେସା ନୀତି ଆପଣାଇଲେ ମୋଦି: ଆମେରିକାକୁ ଦେଲେ ପାନେ
ନୂଆଦିଲ୍ଳୀ,୧୩।୫: ଭାରତ ଶେଷରେ ଆମେରିକାର ଏକପାଖିଆ ଟାରିଫ୍ ବିରୋଧରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛି। ଆମେରିକା ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଭାରୀ ଟାରିଫ୍ ଲଗାଇଥିଲା, ଏବେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଅଧୀନରେ ପ୍ରତିଶୋଧମୂଳକ ଟାରିଫ୍…

