ଜାତୀୟ

ଠାକରେ ଗୃହ ବିଭାଗ ନିଜ ପାଖରେ ରଖିଥିଲେ ଭାଙ୍ଗି ନ ଥାଆନ୍ତା ଏମଭିଏ ସରକାର, ମୁଖ୍ୟମନ୍ତ୍ରୀ ପଦର ସସପେନ୍ସ ଭିତରେ…

ମୁମ୍ବାଇ,୨।୧୨: ଶିବସେନା (ଉଦ୍ଧବ ଠାକୁର ଦଳ) ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହ ବିଭାଗକୁ ମହାବିକାଶ ଆଘାଡ଼ି ସରକାରରେ ରଖିଥାନ୍ତେ ତେବେ ତାଙ୍କ ସରକାର ପତନ ହୋଇନଥାନ୍ତା। ନୂତନ ସରକାର ଗଠନ ସମୟରେ ଗୃହ…

ଅପରାହ୍ନ ୪ଟାରେ ମୋଦି ଦେଖିବେ ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିବେ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ ହୋଇଛି। ମୁଭିର କାହାଣୀ ଗଭୀର ସାମାଜିକ…

AAPରେ ସାମିଲ ହେବେ UPSCର ଲୋକପ୍ରିୟ ଶିକ୍ଷକ ଅବଧ ଓଝା? ଦିଲ୍ଲୀରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୨: ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର୍‌ ଅବଧ ଓଝା। ସୋମବାର ସେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ। ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ କରି ଏନେଇ ଘୋଷଣା କରାଯିବ। ତେବେ ଦିଲ୍ଲୀ…

ମୁଁ ମୁଖ୍ୟମନ୍ତ୍ରୀ ହେବି, ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାର ଖବର ଆସିବା ପରେ କାହିଁକି ଏମିତି କହିଲେ ଶିନ୍ଦେ

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ମହାୟୁତୀ ବିଜୟୀ ହୋଇଛି। କିନ୍ତୁ ଏହା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ନେଇ ଏବେ ବିବାଦ ଲାଗି ରହିଛି। ଶିବସେନା ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ପଦ ଛାଡିବାକୁ…

ପ୍ରୋଟିନ୍‌ ପରିବର୍ତ୍ତନ ପାଇଁ ମେଶିନ୍‌ ଲର୍ନିଂ ପ୍ରେଡିକ୍ଟର

ନୂଆଦିଲ୍ଲୀ,୨ା୧୨(ପି.ଟି.): ପ୍ରୋଟିନ୍‌ର ମୂଳ ଆନୁବଂଶିକ ସଂରଚନାରେ ପରିବର୍ତ୍ତନ ପାଇଁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସର ଗବେଷକମାନେ ଏକ ମେଶିନ ଲର୍ନିଂ ଆଧାରିତ ପ୍ରେଡିକ୍ଟର ବିକଶିତ କରିଛନ୍ତି। ବର୍ତ୍ତମାନର ପଦ୍ଧତି ଅଧିକ ସମୟସାପେକ୍ଷ ଏବଂ ବ୍ୟୟବହୁଳ ହୋଇଥିବାବେଳେ ନୂଆ ପଦ୍ଧତି ଏହା…

ବୋଫର୍ସ ତଥ୍ୟ ପାଇଁ ଆମେରିକାକୁ ନ୍ୟାୟିକ ଅନୁରୋଧ ପଠାଇବ ସିବିଆଇ

ନୂଆଦିଲ୍ଲୀ,୨ା୧୨(ପି.ଟି.): ଅଶୀ ଦଶକରେ ସ୍ବିଡେନ୍‌ରୁ ବୋଫର୍ସ ତୋପ କ୍ରୟ ଚୁକ୍ତିନାମା ନିମନ୍ତେ ୬୪ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିଲା। ଏହି ଦୁର୍ନୀତି ସମ୍ପର୍କରେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରିବାକୁ ଆଗ୍ରହୀ ଥିବା ଘରୋଇ ତଦନ୍ତକାରୀ ମିଚେଲ ହେର୍ଶମାନ୍‌ଙ୍କଠାରୁ…

ସମ୍ଭଲରେ ନ୍ୟାୟିକ କମିଶନ

ସମ୍ଭଲ,୨ା୧୨(ପି.ଟି.): ଉତ୍ତରପ୍ରଦେଶର ସମ୍ଭଲରେ ଶାହି ଜାମା ମସ୍‌ଜିଦର ସର୍ଭେ ବେଳେ ନଭେମ୍ବର ୨୪ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ନ୍ୟାୟିକ କମିଶନ୍‌ର ସଦସ୍ୟମାନେ ରବିବାର ସେଠାରେ ପହଞ୍ଚତ୍ଛନ୍ତି। ୩ ଜଣିଆ କମିଶନରେ ଆଲ୍ଲାହାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଆରୋରା, ଅବସରପ୍ରାପ୍ତ…

ଅଜମେର ସର୍ଭେ ବୈଚାରିକ ଆକ୍ରମଣ

ନୂଆଦିଲ୍ଲୀ/ଅଜମେର,୨ା୧୨: ଅଜମେର ଶରିଫ୍‌ ଦରଘାର ସର୍ଭେ ପାଇଁ ସ୍ଥାନୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୂର୍ବତନ ଅମଲା ଏବଂ କୂଟନୀତିଜ୍ଞମାନଙ୍କର ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଦରଘାର ସର୍ଭେ କରାଯିବା ବେଆଇନ ଏବଂ…

ଫେଙ୍ଗାଲ ପ୍ରଭାବ: ପଣ୍ଡିଚେରୀରେ ଅଭୂତପୂର୍ବ ବର୍ଷା

ପଣ୍ଡିଚେରୀ,୧ା୧୨: ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପଣ୍ଡିଚେରୀରେ ସ୍ଥଳଭାଗ ଛୁଇଁବା ପରେ ଅଭୂତପୂର୍ବ ବର୍ଷା ସାଙ୍ଗକୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୩ ଦଶନ୍ଧି ମଧ୍ୟରେ ପଣ୍ଡିଚେରୀରେ ଏଭଳି ବର୍ଷା ହୋଇ ନ ଥିଲା…

ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ପରବର୍ତୀ ମୁଖ୍ୟମନ୍ତ୍ରୀ, ଭାଜପା ବରିଷ୍ଠ ନେତା କଲେ ଖୁଲାସା

ନୂଆଦିଲ୍ଲୀ, ୧ା୧୨: ବିଧାୟକ ଦଳ ବୈଠକ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ବଡ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଚୂଡାନ୍ତ ହୋଇଛି। ପିଟିଆଇ ସହ କଥାବାର୍ତ୍ତା କରି…

ଝାଡ଼ଖଣ୍ଡ ପରାଜୟ ପରେ ଭାଜପାର ସମୀକ୍ଷା

ରାଞ୍ଚି,୧ା୧୨: ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାର ପରାଜୟ ନେଇ ସମୀକ୍ଷା ବୈଠକ ବସିଥିବାବେଳେ ଏଥିରେ ଦଳର ଡୁମ୍‌କା ପ୍ରାର୍ଥୀ ସୀତା ସୋରେନ୍‌ ଯୋଗଦେଇ ନାହାନ୍ତି। ନିର୍ବାଚନ ପୂର୍ବରୁ ଜଳ ଛାଡ଼ିଥିବା ଅସନ୍ତୁଷ୍ଟ ନେତାଙ୍କୁ ଫେରାଇ ଆଣିବା ପାଇଁ ଜେଏମ୍‌ଏମ୍‌ ଉଦ୍ୟମ ଚଳାଇଥିବା ବେଳେ…

ଓ୍ବକ୍‌ଫ ବୋର୍ଡ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରିକଲେ ଆନ୍ଧ୍ର ସରକାର

ବିଜୟଓ୍ବାଡ଼ା,୧ା୧୨: ରାଜ୍ୟ ଓ୍ବକଫ୍‌ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଯୋଗୁ ଦୀର୍ଘଦିନ ହେବ ଏହା ଅଚଳ ହୋଇ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri