ଜାତୀୟ

ସରକାରଙ୍କ ବଡ଼ ଘୋଷଣା, ଏମାନଙ୍କୁ ମାସକୁ ମିଳିବ ୩୦୦୦ଟଙ୍କା ପେନଶନ

ନୁଆଦିଲ୍ଲୀ,୧।୧୨: ଶ୍ରମିକ କର୍ମଚାରୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ସେମାନଙ୍କୁ ପେନଶନ ସୁବିଧା ଦିଆଯିବ। ସେମାନଙ୍କୁ ପ୍ରତି ମାସରେ ପେନଶନ ସୁବିଧା ଯୋଗାଇବେ ସରକାର। ଏହା ଅଧୀନରେ, ୪୧ ରୁ ୪୫ ବର୍ଷ ବୟସର ଅସଂଗଠିତ ଶ୍ରମିକ, ଏବଂ ଲୋକ କଳାକାରଙ୍କୁ…

ଝାଡ଼ଖଣ୍ଡକୁ ବି ଆଳୁ ଦେଲା ନାହିଁ ପଶ୍ଚିମବଙ୍ଗ, ଏମିତି ନିର୍ଦ୍ଦେଶ ଦେଲେ ସୋରେନ

ରାଞ୍ଚି,୧।୧୨: ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ସବୁଠାରୁ ବଡ ପ୍ରଭାବ ଝାଡ଼ଖଣ୍ଡର ବଜାର ଉପରେ ପଡିଛି। ଏଠାରେ ଆଳୁର ମୂଲ୍ୟ ପାଞ୍ଚରୁ ଦଶ ଟଙ୍କା ବୃଦ୍ଧି ପାଇଛି। ବ୍ୟବସାୟିକ ସଂଗଠନର ଅନୁରୋଧ କ୍ରମେ…

କାହା ସହ କୌଣସି ମେଣ୍ଟ କରିବୁ ନାହିଁ…ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍‌ରିଓ୍ବାଲ କଲେ ଘୋଷଣା

ନୂଆଦିଲ୍ଲୀ,୧।୧୨: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତ ଦଳଗୁଡ଼ିକ ଅଣ୍ଟା ଭିଡିଲେଣି। ଏସବୁ ମଧ୍ୟରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ନିର୍ବାଚନରେ ମେଣ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି। ଖବରଦାତା…

ଆମେରିକା ରାଷ୍ଟ୍ରପତିଙ୍କଠାରୁ ବି ଅଧିକ ସୁରକ୍ଷା ଦିଆଯିବ ମୋଦିଙ୍କୁ

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭନଗରୀ ପ୍ରୟାଗରାଜ ଗସ୍ତ କରିବାକୁ ଯାଉଛନ୍ତି। ସେ ଏଠାରେ ଆନୁଷ୍ଠାନିକ ଭାବେ ମହାକୁମ ଉଦଘାଟନ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମିନି କ୍ରୁଜ କସ୍ତୁରବା, ପୁଣପୁନ ଏବଂ ନିଶାଦରାଜଙ୍କୁ ପ୍ରଧାନମନ୍ତ୍ରୀ…

ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍‌ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୧।୧୨: ଏଣିକି ପିଏଫ ଟଙ୍କା ଉଠାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି । ଏବେ ଏଟିଏମରୁ ତୁରନ୍ତ ଉଠାଇପାରିବେ ପିଏଫ ଟଙ୍କା। ଯଦି ଆପଣ ମଧ୍ୟ ଏକ ବେତନ ପ୍ରାପ୍ତ ଶ୍ରେଣୀ କର୍ମଚାରୀ ଓ ପ୍ରତି ମାସରେ ଆପଣଙ୍କ ବେତନରୁ…

୧୮ବର୍ଷରୁ ଅଧିକ ବୟସର ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ଟଙ୍କା

ନୂଆଦିଲ୍ଲୀ,୧।୧୨: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ଗ୍ରେଟର କୈଲାଶରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ ଏବଂ ଜନସାଧାରଣଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଅରବିନ୍ଦ ଦିଲ୍ଲୀବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଏଥର…

ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ…

ନୂଆଦିଲ୍ଲୀ,୧।୧୨: ଶପଥ ଗ୍ରହଣ ନ ହେଉଣୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା…

LPG Rate Hike: ମାସ ଆରମ୍ଭରୁ ବଢିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ ବଢିଲା

ନୂଆଦିଲ୍ଲୀ,୧।୧୨: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଏତିକି ଟଙ୍କା ପର୍ଯ୍ୟନ୍ତ ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଆଜି ହେଉଛି ଡିସେମ୍ବର ମାସର ପ୍ରଥମ ଦିନ ଏବଂ ପ୍ରଥମ ଦିନରେ ସାଧାରଣ ଗ୍ରାହକଙ୍କୁ ଝଟକା ଲାଗିଛି ।…

ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ…

କୋଚି ୧ା୧୨: କେରଳର ଏର୍ନାକୁଲମ ଜିଲା କୁଟ୍ଟମପୁଝାର ଜଙ୍ଗଲ ମଧ୍ୟରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ହଜିଯାଇଥିବା ଗୋରୁଗୁଡ଼ିକୁ ଖୋଜୁ ଖୋଜୁ ସ୍ଥାନୀୟ ଆଟ୍ଟିକଲମ ଗ୍ରାମର ମାୟା ଜୟନ(୪୬), ପାରୁକୁଟ୍ଟି(୬୨) ଏବଂ ଡାର୍ଲି ଷ୍ଟିଫନ(୫୫) ଶୁକ୍ରବାର କୁଟ୍ଟମପୁଝା ଜଙ୍ଗଲରେ ଫସିଯାଇଥିଲେ। ୩…

ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ,୧ା୧୨: ୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍‌ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ…

ବଲିଉଡ୍‌ ଅଭିନେତାଙ୍କ ନାଁରେ ମାମଲା: ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା

ମୁମ୍ବାଇ,,୧ା୧୨: ବଲିଉଡ୍‌ ଅଭିନେତା ଶରଦ କପୁର ତାଙ୍କ ବାସଭବନରେ ଜଣେ ମହିଳାଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିବା ସହ ଜବରଦସ୍ତ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ନାଁରେ ମାମଲା ଦାଏର ହୋଇଛି। ମୁମ୍ବାଇର ଖାରସ୍ଥିତ ବାସଭବନରେ ଚଳିତ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଅଡୁଆ ବଢ଼ିଲା! ବିଧାୟକ ନରେଶ ବାଲିଆନ ଗିରଫ

ଇସଲାମାବାଦ,୩୦।୧୧: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ବାଲିଆନଙ୍କୁ ଚୋରା ଚାଲାଣ ମାମଲାରେ ଗିରଫ କରିଛି। ବାଲିଆନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଛଦ୍ମନାମ ନନ୍ଦୁଙ୍କ ମଧ୍ୟରେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri