ଜାତୀୟ

Video: ବିବାହ ପରେ ରାଜା ଏପରି କରିଥିଲେ… ସୋନମଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା, ପୁଣି ୧୨ ଦିନରେ ଏତେ ଘୃଣା କେଉଁଠୁ ଆସିଲା ?

ଇନ୍ଦୋର,୧୮।୬: ମେଘାଳୟ ପୋଲିସ ପ୍ରକାଶ କରିଛି ଯେ ଯେତେବେଳେ ଅଭିଯୁକ୍ତମାନେ ରାଜାଙ୍କ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ସୋନମ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ଏହି ସମୟରେ ସୋନମ ଓ ରାଜାଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଗୁଡ଼ିକ ବିବାହ…

୩ଟି ମୋବାଇଲ ଫୋନ ରଖିଥିଲେ ସୋନମ ରଘୁବଂଶୀ, ଗୋଟିଏ WhatsApp “ଭୁଲ” ଧରାପକାଇଦେଲା…

ନୂଆଦିଲ୍ଲୀ,୧୮।୬: ମେଘାଳୟ ହନିମୁନ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଇନ୍ଦୋରର ନବବିବାହିତା ସୋନମ, ଯିଏ ତିନି ଜଣ ଭଡ଼ାଟିଆ ହତ୍ୟାକାରୀଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ, ସେ WhatsApp ମେସେଜ ଦେଖିବା ପାଇଁ ଡାଟା…

୩୫ ମିନିଟର ଫୋନ କଲରେ ଟ୍ରମ୍ପଙ୍କ ଉପରେ ଖୁବ ରାଗିଲେ ମୋଦି, ସିଧା ସିଧା ଶୁଣାଇଲେ ଏମିତି

ଓ୍ବାଶିଂଟନ/ନୁଆଦିଲ୍ଲୀ,୧୮।୬: ଅପରେଶନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜୁନ ୧୮, ୨୦୨୫) ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସହ…

ନିମନ୍ତ୍ରଣ ମିଳିବା ପରେ ବି କାହିଁକି ଟ୍ରମ୍ପଙ୍କୁ ଭେଟିବାକୁ ଗଲେନି ମୋଦି? ଜାଣନ୍ତୁ ଏହାର ବଡ଼ କାରଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୬: G7 ସମ୍ମିଳନୀରେ ଯୋଗଦେବା ପାଇଁ କାନାଡା ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାକ୍ଷାତ କରିପାରି ନ ଥିଲେ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଟ୍ରମ୍ପ ଶିଖର ସମ୍ମିଳନୀ ଛାଡି…

ସୋନମଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର: ଘର ଆଗରେ ଟାଙ୍ଗିଥିଲେ…

ଇନ୍ଦୋର,୧୮।୬: ହନିମୁନ୍‌ ମର୍ଡର ମିଷ୍ଟ୍ରିରେ ଦିନକୁ ଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ରାଜା ରଘୁବଂଶୀ ମାମଲାରେ ସୋନମ କେବଳ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏବେ ସୋନମଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆସିଛି। ରାଜାଙ୍କ…

ନୀତିନ ଗଡକରୀଙ୍କ ଐତିହାସିକ ଘୋଷଣା: ମାତ୍ର ଏତିକି ଟଙ୍କାରେ କରନ୍ତୁ ବାର୍ଷିକ Fastag ରିଚାର୍ଜ

ନୂଆଦିଲ୍ଲୀ,୧୮।୬: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ (ଯେପରିକି କାର, ଜିପ, ଭ୍ୟାନ, ଇତ୍ୟାଦି) ପାଇଁ ୩୦୦୦ ମୂଲ୍ୟର ଏକ FASTag-ଆଧାରିତ…

ଅହମଦାବାଦ ବିମାନ ଦୁର୍ଘଟଣା ପରେ ୬୬ ଡ୍ରିମଲାଇନର ଉଡାଣ ବାତିଲ, ସାମ୍ନାକୁ ଆସିଲା ଚମକାଇବା ଭଳି କାରଣ

ନୂଆଦିଲ୍ଲୀ,୧୮।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେବେଠାରୁ ବୋଇଂ କମ୍ପାନୀର ୬୬ଟି ଡ୍ରିମଲାଇନର ଉଡ଼ାଣ ବାତିଲ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ ଯାନ୍ତ୍ରିକ ସମସ୍ୟା ଯୋଗୁ ଏହି ଉଡ଼ାଣଗୁଡ଼ିକୁ ବାତିଲ…

ଜାତି ଜନଗଣନାକୁ ନେଇ ଆରମ୍ଭ ହେଲାଣି ରାଜନୀତି, ସଚିନ ପାଇଲଟ କହିଲେ…

ନୂଆଦିଲ୍ଲୀ,୧୮।୬: ମୋଦି ସରକାରଙ୍କ ଜନଗଣନା ଘୋଷଣା ଏବଂ ଏଥିରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ସତ୍ତ୍ୱେ, ଏହି ପ୍ରସଙ୍ଗରେ କଂଗ୍ରେସର ଆକ୍ରମଣାତ୍ମକ ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ଜନଗଣନା ସମ୍ପର୍କରେ ସୋମବାର ଜାରି ହୋଇଥିବା ବିଜ୍ଞପ୍ତି ସମ୍ପର୍କରେ, କଂଗ୍ରେସ ପ୍ରଶ୍ନ ଉଠାଇଛି ଯେ…

ରାଜା ରଘୁବଂଶୀ ନୁହେଁ ସୋନମକୁ ବିବାହ ପରେ ଉଜୁଡି ଯାଇଥାଆନ୍ତା ଆଉ ଏକ ପରିବାର, ଭୟଙ୍କର ଭବିଷବାଣୀ କରିଥିଲେ ଜ୍ୟୋତିଷ

ଇନ୍ଦୋର,୧୮।୬: ୨୩ ମଇ ୨୦୨୫। ସୋନମ ରଘୁବଂଶୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଏହି ଦିନଟିକୁ ବାଛିଥିଲେ। ରାଜା ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଯେ ଏହା ତାଙ୍କ ଜୀବନର ଶେଷ ଦିନ ହେବ। ସେ ସୋନମଙ୍କ ସହିତ…

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ…

ଆଉ ଏକ ଅଘଟଣ, ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଫେରିଆସିଲା ବାଲି ଯାଉଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୮।୬: ବୁଧବାର ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ବାଲିକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ବିମାନକୁ ବାତିଲ କରିବାକୁ ପଡିଲା। ଅନେକ ବିମାନକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡିଲା, ଯାହା ଫଲରେ…

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫ ମିନିଟ ଧରି କଥା ହୋଇଥିଲେ। ଟ୍ରମ୍ପଙ୍କ ଅନୁରୋଧରେ ଆଜି ଦୁଇ ନେତା ଫୋନ୍‌ରେ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?