୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି: ଗଛଡାଳରେ ଲାଗିଛି ଗାଡ଼ି ଯନ୍ତ୍ରାଂଶ
ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି। ୮ ଦନ୍ତେୱାଡା ଡିଆର୍ଡି ଯବାନଙ୍କ ସହିତ ଜଣେ ଗାଡ଼ି ଡ୍ରାଇଭରଙ୍କ…
ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ
ରାୟପୁର/ମାଲକାନଗିର,୬।୧(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଏକ ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ୯ଜଣ…
କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…
ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ ଅସୁସ୍ଥ ଅଛନ୍ତି ଯେ ସେ ଚାଲିପାରୁ ନାହିଁ। ଭୋଟ ପାଇଁ ସେମାନେ ବୃଦ୍ଧ ବ୍ୟକ୍ତିଙ୍କୁ…
କୌଣସି ବାହାର ଦେଶ ଗସ୍ତ କରି ନାହାଁନ୍ତି ପରିବାର, କେମିତି HMPV ସଂକ୍ରମିତ ହେଲେ ୮ ମାସର ଶିଶୁ? ବିଶେଷଜ୍ଞ କହିଲେ…
ନୂଆଦିଲ୍ଲୀ,୬।୧: କର୍ନାଟକରେ ୩ମାସ ଓ ୮ ମାସ ବୟସର ଦୁଇ ଶିଶୁ ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV)ର ସଂକ୍ରମଣ ଥିବା ଦେଖିବାକୁ ମିଳିଛି। ଏହି ଜୀବାଣୁ ଚାଇନାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତରେ ଦୁଇଟି ମାମଲା ସାମ୍ନାକୁ ଆସିବା…
ବଢିଲାଣି HMPV ସଂକ୍ରମଣ! ଭୟଭୀତ ହୋଇପଡୁଛନ୍ତି ଜନତା, କର୍ନାଟକ ପରେ ଏବେ ଗୁଜରାଟ
ନୂଆଦିଲ୍ଲୀ,୬।୧: ଚାଇନାରେ ବ୍ୟାପିଥିବା ମାନବ ମେଟାପ୍ନୁମୋଭାଇରସ (HMPV) ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ କର୍ନାଟକରେ ଦୁଇଟି ଏଚଏମପିଭି ଭେଇରସ ସଂକ୍ରମିତ ହୋଇଛି। ଏହା ବ୍ୟତୀତ ଗୁଜୁରାଟରେ ଏକ…
ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ
ପାଟନା,୬।୧: ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ କରିଥିବା ଜନ ସୁରଜ ପାର୍ଟି (ଜେଏସୟୁପିଏ) ନେତା ପ୍ରଶାନ୍ତ କିଶୋର (ପି.କେ)ଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୋମବାର…
HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!
ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। କହିରଖୁଛୁ କି, ବିଶେଷତଃ ୩ମାସ ଓ ୮ମାସର ପିଲାମାନଙ୍କଠାରେ ଏହି…
ଡରାଇଲାଣି HMPV ଭାଇରସ, ୨ଜଣ ସଂକ୍ରମିତ
ନୂଆଦିଲ୍ଲୀ,୬।୧: ଚାଇନାରେ ଏଚଏମପିଭି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସେହି ଭାଇରସ ଚାଇଡ଼ାରୁ ବ୍ୟାପୀ ୩ଟି ଦେଶରେ ପ୍ରଭାବ ବିସ୍ତାର ବରିଛି। ଚାଇନାରୁ ଆସିଥିବା ଏଚଏମପିଭ ଜୀବାଣୁ ବର୍ତ୍ତମାନ ଭାରତରେ ଏଣ୍ଟ୍ରି କରିଛି। ଭାରତରେ ଏକକାଳୀନ ଏଚଏମପିଭିର ଦୁଇଟି…
ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ
ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ ବାହାରିଥିଲେ। ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି।…
୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର
ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଟିକା ତିଆରି କରନ୍ତି ଯାହା ଦ୍ୱାରା ଏହାର ମୁକାବିଲା କରାଯାଇପାରିବ। ତଥାପି, ସେଠାରେ…
ଚମକାଇ ଦେବ ଖବରଦାତା ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଲିଭର ହୋଇଥିଲା ୪ ଖଣ୍ଡ…
ରାୟପୁର,୬।୧: ଛତିଶଗଡ଼ର ବିଜାପୁର ଜିଲାରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଜାରି କରାଯାଇଛି, ଯାହା ହୃଦୟ ବିଦାରକ। କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ଦ୍ୱାରା ମୁକେଶ ଚନ୍ଦ୍ରକରଙ୍କୁ ହତ୍ୟା କରାଯାଇ ଏକ ସେପ୍ଟିକ ଟାଙ୍କିରେ କବର ଦିଆଯାଇଥିଲା। ମୁକେଶଙ୍କ ପୋଷ୍ଟ…
ଭାରତରେ ପ୍ରବେଶ କଲା ଚାଇନାର ଏଚ୍ଏମ୍ପିଭି ଭାଇରସ୍: ୮ ମାସର ଝିଅ ସଂକ୍ରମିତ
ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍ ମେଟାନ୍ୟୁମୋଭାଇରସ (ଏଚ୍ଏମ୍ପିଭି) ଭାଇରସ୍ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା ଦ୍ୱାରା ସଂକ୍ରମିତ ହୋଇଛି। ଏହି ମାମଲା ସହରର ବାପ୍ଟିଷ୍ଟ ହସ୍ପିଟାଲରେ ଜଣାପଡିଥିଲା। ରାଜ୍ୟ ସ୍ବାସ୍ଥ୍ୟ…
Archives


