ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି
ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…
ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!
ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…
ଏଣିକି ଇପିଏଫ୍ରେ ମିଳିବ ୮.୨୫% ସୁଧ, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା?
ନୂଆଦିଲ୍ଲୀ,୨୫ା୫: କେନ୍ଦ୍ର ସରକାର ୨୦୨୫ ଆର୍ଥତ୍କ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍) ଜମା ଉପରେ ୮.୨୫ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବ ଆର୍ଥତ୍କ ବର୍ଷର ସୁଧହାରକୁ ଚଳିତ ଆର୍ଥତ୍କ ବର୍ଷରେ କାଏମ ରଖିବା ପାଇଁ ଗତ…
ଟିମ୍ ଇଣ୍ଡିଆ ଭଳି କାମ କରିବା: ପ୍ରଧାନମନ୍ତ୍ରୀ ମୋଦି
କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ଟିମ୍ ଇଣ୍ଡିଆ ଭଳି ମିଶିକି କାର୍ଯ୍ୟକଲେ କୌଣସି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ନୁହେଁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନ୍ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ଦଶମ ଗଭର୍ନିଂ…
ଦେଶ ବିକାଶର ଇଞ୍ଜିନ୍ ହେବ ଓଡ଼ିଶା
ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍ ରିଜିଅନ୍ କରାଯିବାର ପ୍ରସ୍ତାବ ରହିଥିବା…
କହୁଛନ୍ତି କମ୍, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ପରେ ହେବ ବଡ଼ ଖୁଲାସା!
ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ।…
ଲଜ୍ରେ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ସନ୍ଥ ଲୋକେଶ୍ୱର ମହାରାଜ ଗିରଫ
ବେଙ୍ଗାଲୁରୁ,୨୪ା୫: କର୍ନାଟକର ବେଲଗମ୍ ଜିଲାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ସନ୍ଥଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବେଲଗମ୍ ଜିଲା ରାଇବାଗ ତାଲୁକ ଅନ୍ତର୍ଗତ ମେଖାଲି ଗ୍ରାମରେ ଥିବା ରାମମନ୍ଦିରର ସନ୍ଥ ଲୋକେଶ୍ୱର ମହାରାଜ। ସେ ୧୭…
ଦିଲ୍ଲୀ, ମୁମ୍ବାଇ, କେରଳରେ ବଢ଼ୁଛି କୋଭିଡ୍ ସଂକ୍ରମଣ: ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୪ା୫: ଦିଲ୍ଲୀ, ମହରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ନାଟକରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ୨୩ ଜଣ କୋଭିଡ୍ ସଂକ୍ରମିତ…
‘ଇଡି ଅଥବା ମୋଦି କାହାକୁ ଡରି ନାହିଁ DMK’, ଉଦୟନିଧି ଷ୍ଟାଲିନ କହିଲେ, କିଛି ବି ହୋଇଯାଉ…
ଚେନ୍ନାଇ,୨୪।୫: ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର (୨୪ ମଇ, ୨୦୨୫) ପୁଡୁକ୍କୋଟାଇରେ ଅଟକି ରହିଥିବା ଇଣ୍ଡୋର କ୍ରୀଡା ହଲ ଯାଞ୍ଚ କରିଥିଲେ। ଏହା AIADMK ଶାସନ ସମୟରେ ଆରମ୍ଭ ହୋଇଥିଲା। ସେ ଘୋଷଣା କରିଛନ୍ତି ଯେ…
୨୫ ହଜାର ଟଙ୍କା ଋଣ ନେଇ ପୁଅକୁ ବନ୍ଧା ରଖିଥିଲେ ପରିବାର, ହେଲେ ମା’ଟଙ୍କା ନେଇ ପହଞ୍ଚିଲା ବେଳକୁ …
ତିରୁପତି,୨୪।୫: ଆନ୍ଧ୍ରପ୍ରଦେଶର ତିରୁପତିରେ ଜଣେ ଆଦିବାସୀ ମହିଳା ଏବଂ ତାଙ୍କ ତିନି ପିଲାଙ୍କୁ ୨୫,୦୦୦ ଟଙ୍କା ଋଣ ପାଇଁ ବାଧ୍ୟ କରି ବନ୍ଧନ ଶ୍ରମିକ କରିବା ଅଭିଯୋଗରେ ଜଣେ ବତକ ଚାଷୀ ଏବଂ ତାଙ୍କ ପରିବାରକୁ ଗିରଫ କରାଯାଇଛି। ଅଭିଯୁକ୍ତ ତାଙ୍କୁ…
ଫିଟିଲା ଗୁମର, ଲାଲୁ ପ୍ରସାଦଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ମୁଁ ଆଉ ଅନୁଷ୍କା…
ପାଟନା,୨୪।୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପ୍ରକାଶ କରିଥିଲେ। ତାଙ୍କର ପୋଷ୍ଟ…
EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ,…
Archives


