ଜାତୀୟ

୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ।…

ଇତିହାସ ରଚିଲା ଇସ୍ରୋ: ସଫଳତାର ସହ ୧୦୦ତମ ଉତକ୍ଷେପଣ

ଶ୍ରୀହରିକୋଟା,୨୯।୧ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଆଜି ଇତିହାସ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଏହାର ୧୦୦ତମ ମିଶନ ଆରମ୍ଭ କରିଛି। ଇସ୍ରୋ ସଫଳତାର ସହ GSLV-F15/NVS-02 ରକେଟ ମହାକାଶକୁ ପଠାଇଛି। ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ…

ମହାକୁମ୍ଭ ମେଳାରେ ଦଳଚକଟା: ୧୦ ମୃତ୍ୟୁ, ଅନେକ ଆହତ

ପ୍ରୟାଗରାଜ,୨୯।୧:ବୁଧବାର ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭମେଳାର ସଙ୍ଗମ ସ୍ଥଳରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ ଜଣଙ୍କ ମୃତୁଦେହ ଏପର୍ଯ୍ୟନ୍ତ ମିଳିଥିବା ଅନୁମାନ କରାଯାଉଛି। ଅନେକ ଭକ୍ତ ଆହତ ହୋଇଛନ୍ତି। ମେଳା…

‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ

ନୂଆଦିଲ୍ଲୀ, ୨୮।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସମସ୍ତ ପକ୍ଷ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଯମୁନା ନଦୀର ପାଣିରେ…

ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍‌, ଟ୍ରମ୍ପ ଥରହର!

ନୂଆଦିଲ୍ଲୀ,୨୮।୧: ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ନୂତନତମ ଷ୍ଟେଲଥ ମିସାଇଲ ଫ୍ରିଗେଟ INS ତୁଷିଲ ଖୁବ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ଫେବୃଆରୀ ମଧ୍ୟଭାଗରେ INS ତୁଷିଲ ଦେଶର ପଶ୍ଚିମ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।…

ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି UPS, ଜାଣନ୍ତୁ ଏହାର ଲାଭ, କିଏ ହେବେ ଉପକୃତ…

ନୂଆଦିଲ୍ଲୀ,୨୮।୧: ୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ…

ନିର୍ବାଚନବେଳେ ବିଜେଡିକୁ ମିଳିଛି ଏତେ କୋଟି ନିର୍ବାଚନୀ ଚାନ୍ଦା, କଂଗ୍ରେସକୁ…

ଭୁବନେଶ୍ୱର,୨୮।୧: ଯଦିଓ ସୁପ୍ରିମକୋର୍ଟ ର୍ନିବାଚନୀ ବଣ୍ଡ ଉପରେ ନିଷେଧ ଲଗାଇଛନ୍ତି, ତଥାପି ରାଜନୈତିକ ଦଳଗୁଡ଼ିକୁ ର୍ନିବାଚନୀ ଦାନରେ ବିପୁଳ ବୃଦ୍ଧି ଘଟିଛି। ବର୍ତ୍ତମାନ ର୍ନିବାଚନ କମିଶନର ବାର୍ଷିକ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଭାଜପା ର୍ନିବାଚନୀ ଦାନରେ ଶୀର୍ଷରେ ଥିବା…

ଜଣାପଡ଼ିଲା ତାରିଖ, ଏହି ଦିନ ଆକାଉଣ୍ଟକୁ ଆସିବ PM Kisanର ୧୯ତମ କିସ୍ତି ଟଙ୍କା…

ନୂଆଦିଲ୍ଲୀ,୨୮।୧: ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା(PM Kisan) ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ୩ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି ଯୋଜନାର…

ଭାରତ ଫେରିବେ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା, ଏହି ତାରିଖରେ NIA ଟିମ ଯିବ ଆମେରିକା

ନୂଆଦିଲ୍ଲୀ,୨୮।୧: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (NIA)ର ଏକ ଦଳ ଖୁବ ଶୀଘ୍ର ଆମେରିକା ଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗୋଟିଏ ପଟେ, ଏନଆଇଏ ଆମେରିକା ଯାଉଥିବା ଅଧିକାରୀଙ୍କ ତାଲିକା…

ଇସ୍ତଫା ଦେଲେ ପେଟିଏମ୍‌ ପେମେଣ୍ଟ ସର୍ଭିସର ସିଇଓ ନକୁଳ ଜୈନ

ନୂଆଦିଲ୍ଲୀ,୨୮।୧: ପେଟିଏମ୍‌ ପେମେଣ୍ଟ ସର୍ଭିସେସ ଲିମିଟେଡର ସିଇଓ ନକୁଳ ଜୈନ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପାଇଁ ପଦ ଛାଡିଛନ୍ତି। ସୋମବାର ଏକ ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ କହିଛି,…

ନିର୍ବାଣ ମହୋତ୍ସବରେ ଅଘଟଣ: ମଞ୍ଚ ଭୁଶୁଡ଼ି ୭ ଭକ୍ତଙ୍କ ମୃତ୍ୟୁ, ୭୫ ଆହତ

ମିରଟ,୨୮।୧: ଉତ୍ତର ପ୍ରଦେଶର ବାଗପତ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଚାଲିଥିବା ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ମହୋତ୍ସବରେ ଷ୍ଟେଜ ଭୁଶୁଡ଼ି ୭ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଭକ୍ତ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ…

ମହାକୁମ୍ଭ ଯାଉଥିବା ଟ୍ରେନ ଉପରେ ପଥରମାଡ଼, ଭୟରେ ଯାତ୍ରୀ

ନୂଆଦିଲ୍ଲୀ,୨୮।୧: ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ମଧ୍ୟପ୍ରଦେଶର ହରପାଲପୁରରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଟ୍ରେନଟି ମହାକୁମ୍ଭ ପାଇଁ ଯାଉଥିଲା। ଏହି ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri