ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ
ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। କିନ୍ତୁ ଆପଣ ଜାଣନ୍ତି କି ମତଦାନ…
ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ
ନୂଆଦିଲ୍ଲୀ,୫।୨: ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍ ହେବାର…
ମତଦାନବେଳେ ଇଭିଏମ୍ରୁ ଉଡିଯାଇପାରେ କି ଡାଟା: କ’ଣ ରହିଛି ବ୍ୟାକ୍ଅପ୍ ପ୍ଲାନ୍, ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି। ଦିଲ୍ଲୀ ନିର୍ବାଚନରେ ଭୋଟରମାନେ ଇଭିଏମ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଯେହେତୁ ଇଭିଏମ ଜରିଆରେ ମତଦାନ ହେବ, ତେଣୁ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ଅନେକ ଅଭିଯୋଗ…
ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡେ କଡ଼ା ସୁରକ୍ଷା
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର…
ଆଇଏଏସ୍ ଦେଲେ ବିବାହ ପ୍ରସ୍ତାବ, ୨ ମହିଳା ଅଧିକାରୀ କରିଦେଲେ ହଁ: ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୫।୨: ୟୁପିର ହରଦୋଇରେ ପୋଲିସ ଜଣେ ଠକକୁ ଗିରଫ କରିଛି। ସେ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜକୁ ଜଣେ ଆଇଏଏସ୍ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ମହିଳା ଅଧିକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କ ନାମ…
ଲୁଟ୍ ୩ କୋଟି ଟଙ୍କାରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଘର କିଣିଲେ ବୟଫ୍ରେଣ୍ଡ
ବେଙ୍ଗାଲୁରୁ, ୫।୨:କର୍ନାଟକର ବେଙ୍ଗାଲୁରୁ ପୋଲିସ ମଙ୍ଗଳବାର ପଞ୍ଚାକ୍ଷରୀ ସ୍ବାମୀ (୩୭) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି, ଯିଏକି ଲୋକଙ୍କୁ ଲୁଟିିଥିବା ଟଙ୍କାରେ ତାଙ୍କର ଅଭିନେତ୍ରୀ ଗର୍ଲଫ୍ରେଣ୍ଡଙ୍କ ପାଇଁ କୋଲାକାତାରେ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହି ଘରର ମୂଲ୍ୟ ୩…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ: ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟଦାନ ସନ୍ଧ୍ୟା ୫ଟାରେ ଶେଷ ହେବ କିନ୍ତୁ ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ନିର୍ବାଚନ କମିଶନ ନିର୍ବାଚନ ପାଇଁ…
ଭୋଜିକୁ ନେଇ ଉତ୍ତେଜନା: ଥାନାରେ ବିବାହ କରାଇଲା ପୋଲିସ
ସୁରଟ: ଗୁଜରାଟର ସୁରଟରେ ବିବାହ ଭୋଜିକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ପୋଲିସ ବୁଝାଶୁଝା କରି ଥାନାରେ ବିବାହ ସମ୍ପନ୍ନ କରାଇଛି। ସୁରଟର ବାର୍ଛାସ୍ଥିତ ଲକ୍ଷ୍ମୀ ନାରାୟଣ ହଲ୍ରେ ବିହାରର ବାସିନ୍ଦା ରାହୁଲ ପ୍ରମୋଦ…
ଆଜି ସଙ୍ଗମରେ ବୁଡ଼ ପକାଇବେ ମୋଦି
ନୂଆଦିଲ୍ଲୀ, ୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ…
ମହାକୁମ୍ଭ ଦଳାଚକଟା: ମୃତ୍ୟୁସଂଖ୍ୟାରେ ଦ୍ୱନ୍ଦ୍ୱ
ନୂଆଦିଲ୍ଲୀ,୫।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ୨ ଦିନ ହେଲା ହଟ୍ଟଗୋଳ ଜାରି ରହିଛି। ଲୋକ ସଭାରେ ମଙ୍ଗଳବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାରକଙ୍କୁ କଡ଼ା…
ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି: ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ, ୪।୨: ଭାରତ ଏବଂ ଆମେରିକା ଆଗାମୀ ସପ୍ତାହରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨-୧୪ ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା…
ଆତଙ୍କବାଦୀଙ୍କୁ ସୂଚନା ଦେବା ଅଭିଯୋଗରେ କଶ୍ମିର ଉପତ୍ୟକାରେ 500 ଅଟକ, ସୈନିକ ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ
ନୂଆଦିଲ୍ଲୀ, ୪।୨: ଦକ୍ଷିଣ କାଶ୍ମୀରରେ ସନ୍ଦିଗ୍ଧ ଆତଙ୍କବାଦୀ ଜଣେ ଅବସରପ୍ରାପ୍ତ ସୈନିକଙ୍କୁ ହତ୍ୟା କରିବା ଏବଂ ତାଙ୍କ ପତ୍ନୀ ଏବଂ ଝିଆରୀଙ୍କୁ ଆହତ କରିବାର ଗୋଟିଏ ଦିନ ପରେ, ଜମ୍ମୁ ଏବଂ କଶ୍ମିର ପୋଲିସ କଶ୍ମିର ଉପତ୍ୟକାରୁ 500 ରୁ ଅଧିକ…
Archives


