ଏଆଇ ଆକ୍ସନ ସମିଟ୍: ଫ୍ରାନ୍ସ ଗସ୍ତରେ ମୋଦି
ପ୍ୟାରିସ୍/ନୂଆଦିଲ୍ଲୀ୍,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ…
ପିଇବାକୁ ପାଣି ନାହିଁ, ସାଇକେଲ୍ ଟ୍ରାକ୍ ଦିବାସ୍ବପ୍ନ
ନୂଆଦିଲ୍ଲୀ,୧୧ା୨: ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍ ଭାବେ ସାଇକେଲ୍ ଟ୍ରାକ୍ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଏଏସ୍ ଓକା ଏବଂ…
ମହାକୁମ୍ଭରେ ଅସମ୍ଭାଳ ଭିଡ଼
ପ୍ରୟାଗରାଜ,୧୧ା୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅଭୂତପୂର୍ବ ଭିଡ଼ ହୋଇଛି। ଅସମ୍ଭାଳ ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍ ଜାମ୍ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର…
Viseo: ୨ ମିନିଟ ନାଚିବା ପରେ ହୃଦ୍ଘାତରେ ଯୁବତୀଙ୍କ ମୃତ୍ୟୁ
ବିଦିଶା, ୧୦।୨: ମଧ୍ୟପ୍ରଦେଶର ବିଦିଶାରେ ଜଣେ ୨୩ ବର୍ଷୀୟା ଯୁବତୀ ଷ୍ଟେଜ୍ରେ ଡ୍ୟାନ୍ସ କରିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଏହି ଅଘଟଣ ଘଟିଛି। ଯୁବତୀ ଜଣକ…
‘ଶୀଘ୍ର ଜନଗଣନା କରାଅ’: ସୋନିଆ
ନୂଆଦିଲ୍ଲୀ, ୧୦।୨: ଯେତେ ଶୀଘ୍ର ସମ୍ଭବ ଜନଗଣନା କରାଇବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୋମବାର କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ଦେଶରେ ଜନଗଣନା ହେବାରେ ବିଳମ୍ବ ଘଟୁଥିବାରୁ ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଉପଲବ୍ଧ ଲାଭରୁ…
ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର
ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି। ନୂଆଦିଲ୍ଲୀ ଆସନରୁ ଏଏପିର ଜାତୀୟ ସଂଯୋଜକ ଏବଂ ପୂର୍ବତନ…
NCTE ନେଲା ବଡ଼ ନିଷ୍ପତ୍ତି: ପୁଣି ଆରମ୍ଭ ହେବ ଏକ ବର୍ଷିଆ B.Ed, M.Ed ପାଠ୍ୟକ୍ରମ
ନୂଆଦିଲ୍ଲୀ,୧୦।୨: ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି। ଏହି ଅବଧି ଦୁଇ ବର୍ଷକୁ…
ପଦାକୁ ଆସିଲା ଭାଜପାର ଭିତିରି କଳି, ଅନିଲ ବିଜ୍ଙ୍କ ଉପରେ ଦଳ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୦।୨: ହରିୟାଣାରେ ଭାଜପା ଭିତରେ ଚାଲିଥିବା ଦ୍ୱନ୍ଦ୍ୱ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଦଳ କଠୋରତା ଦେଖାଇଛି ଏବଂ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅନିଲ ବିଜ୍ଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି।…
ଭାରତରେ ଘଟିବ ବଡ଼ ଘଟଣା: ପ୍ରଥମ ଥର ମୁହାଁମୁହିଁ ହେବେ ରୁଷିଆ-ଆମେରିକୀୟ ଯୁଦ୍ଧ ବିମାନ
ବେଙ୍ଗାଲୁରୁ,୧୦ା୨: ଏସିଆର ସବୁଠାରୁ ବଡ଼ ଏୟାର ଶୋ, ଏରୋ ଇଣ୍ଡିଆ, ସୋମବାର ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଘାଟିରେ ଆରମ୍ଭ ହୋଇଛି। ଏହି ଏୟାର ଶୋ’ର ୧୫ ତମ ସଂସ୍କରଣ ସ୍ୱତନ୍ତ୍ର ହେବ। କାରଣ ଏଥିରେ ଏକ ବିରଳ ଦୃଶ୍ୟ ଦେଖାଯାଇଛି। ଆମେରିକୀୟ…
ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…
ନୂଆଦିଲ୍ଲୀ,୧୦।୨: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଚମକାଇବ ଭାଜପା, ଓଡ଼ିଶା ଭଳି…
ନୂଆଦିଲ୍ଲୀ,୧୦।୨: ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀ ଜିତିଥିବା ଭାଜପା ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତ୍ତି ନେବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭାଜପାକୁ କେବଳ ଜଣେ ନୁହେଁ ବରଂ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରିବାକୁ ପଡିବ ଏବଂ ଦିଲ୍ଲୀ…
କେଜ୍ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ…
ନୂଆଦିଲ୍ଲୀ,୧୦।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚିଠି ଲେଖିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସେ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…
Archives


