ଜାତୀୟ

ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…

ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ ଉଠିଛି। ସବୁ ବିରୋଧୀ ଦଳ ପରି ବିଜେଡି ମଧ୍ୟ କେନ୍ଦ୍ର ବଜେଟକୁ ସମାଲୋଚନା…

ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ଏଣିକି ବିୟର ପ୍ରେମୀମାନଙ୍କୁ ସେମାନଙ୍କର ଆଶା ପୂରଣ କରିବା ପାଇଁ ଅଧିକ…

ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବଡ଼ ଖୁଲାସା କଲେ ଭାଗବନ୍ତ ମାନ: କେଜ୍‌ରିଓ୍ବାଲ୍‌ଙ୍କ ସହ…

ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିବା ପାଇଁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ଏବଂ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପଞ୍ଜାବର ସମସ୍ତ କ୍ୟାବିନେଟ ମନ୍ତ୍ରୀ…

କଂଗ୍ରେସ ସହ ମିଶି ନିର୍ବାଚନ ଲଢିବେ ମମତା? ଉଭୟ ଦଳକୁ ଉପଦେଶ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଏବେ ସମସ୍ତଙ୍କ ନଜର ବିହାର ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ପଶ୍ଚିମବଙ୍ଗ ନିର୍ବାଚନ ଏବଂ ଅରବିନ୍ଦ କେଜରିୱାଲଙ୍କୁ ନେଇ ଏକ ବୟାନ…

କିଏ ହେବେ ମଣିପୁରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଏସବୁ ନାମ…

ଇମ୍ଫାଲ,୧୧।୨: ମଣିପୁରରେ ଜାତିଗତ ହିଂସା ଘଟିବାର ପ୍ରାୟ ଦୁଇ ବର୍ଷ ପରେ, ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରବିବାର (୯ ଫେବୃଆରୀ, ୨୦୨୫) ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏବେ ପ୍ରଶ୍ନ ହେଉଛି…

ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ,୧୧।୨: ଭାରତ ଶକ୍ତି ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି। ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ…

ପ୍ରୟାଗରାଜରେ ପ୍ରବେଶ କରୁନି ଭାରୀ ଯାନ, ଦେଖାଦେଲାଣି ଖାଦ୍ୟ-ପାନୀୟ ସଙ୍କଟ

ପ୍ରୟାଗରାଜ,୧୧।୨: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସହର ଭିତରକୁ ଭାରୀ ଯାନବାହାନ ପ୍ରବେଶକୁ ନିଷେଧ କରିଛି, କିନ୍ତୁ ଏହା ଫଳରେ ସଙ୍ଗମ ସହରରେ ଖାଦ୍ୟପାନୀୟ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଇଛି। କୁହାଯାଉଛି ଯେ…

ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରିତ ଘିଅ ବ୍ୟବହାର ମାମଲା: ୪ଜଣଙ୍କୁ ଗିରଫ କଲା ସିବିଆଇ

ତିରୁପତି,୧୧।୨:ଆନ୍ଧ୍ରପ୍ରଦେଶ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ରେ ପ୍ରସ୍ତୁତ ଲଡୁରେ ବ୍ୟବହାର ହେଉଥିବା ଘିଅରେ ଅପମିଶ୍ରଣ କରାଯାଉଥିବା ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରୁର୍‌କିସ୍ଥିତ ଭୋଲେବାବା ଡାଏରୀ ଫାର୍ମର ପୂର୍ବତନ ନିର୍ଦ୍ଦେଶକ ପୋମିଲ ଜୈନ…

କେଜରିଓ୍ବାଲଙ୍କୁ ହରାଇଥିବା ନେତା ହେବେ ହିଲ୍ଲୀର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରଠାରୁ, ଭାଜପା ପକ୍ଷରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ବିଭିନ୍ନ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏହି ସମୟରେ, ପ୍ରବେଶ ବର୍ମାଙ୍କ ନାମ ଉପରେ ଭାଜପାରେ ସହମତି ହୋଇଥିବା ସୂତ୍ରକୁ ଉଦ୍ଧୃତ କରି ଏକ…

ଗଙ୍ଗା ମା’ଙ୍କ ଆଶୀର୍ବାଦ, ତ୍ରିବେଣୀ ଘାଟରେ ସନ୍ତାନ ପ୍ରସବ କଲେ ୧୧ ମହିଳା

ପ୍ରୟାଗରାଜ,୧୧।୨: ଏବେ ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ…

ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର

ନୂଆଦିଲ୍ଲୀ/ପ୍ୟାରିସ୍‌,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍‌’ରେ ସହ-ଅଧ୍ୟକ୍ଷତା କରିବେ ଏବଂ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ‘ଏକ୍ସ’ ରେ…

ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ୍‌ ପ୍ରଶାସନ ତାଙ୍କର ଏହି ସମ୍ଭାବ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri