ଜାତୀୟ

ଗୋଟିଏ ମିନିଟ୍‌ରେ ୬ହଜାର ୫ ଶହ ଗଛ ଲଗାଇ ଇତିହାସ ରଚିଲା ତ୍ରିପୁରା

ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍‌ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି ତ୍ରିପୁରା ଇତିହାସ ରଚିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତ୍ରିପୁରାବାସୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ…

ପରିହାସରେ ପରିଣତ ହେଲା ଭାଜପା କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବା ଖବର

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)କାର୍ଯ୍ୟାଳୟରେ ବୋମା ଥିବାର ଖବର ଶନିବାର ସକାଳେ ଜଣେ ବ୍ୟକ୍ତି ଫୋନ୍‌ କରି ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ କୌଣସି ବୋମାର ସନ୍ଧାନ ମିଳି…

ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ ବୋଲି ସେ ଉତ୍ତରପ୍ରଦେଶ ଯୁବ କଂଗ୍ରେସ ଉଦ୍ଦେଶ୍ୟରେ କହିଛନ୍ତି। ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କ…

ପାରିକରଙ୍କ ପୋଷ୍ୟ ଗ୍ରାମ ବୁଲିଲେ ସ୍ମୃତି, ସାଓ୍ବନ୍ତ

ପଣଜୀ,୨୨।୬: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକର ଆମେଥିର ଯେଉଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସେହି ଗ୍ରାମ ଗସ୍ତରେ ଶନିବାର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ। ଏଠାରେ ସେ ସାଧାରଣ…

ପଶ୍ଚିମବଙ୍ଗ ହିଂସା: ସ୍ଥିତି ପରଖିବାକୁ ପହଞ୍ଚିଲେ ଭାଜପାର ୩ ଜଣିଆ ଟିମ୍‌

କୋଲକାତା,୨୨।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ଏବେ ଏଠାକାର ସ୍ଥିତି ପରଖିବା ଲାଗି ଶନିବାର ଭାଜପାର ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳ ଉତ୍ତର ୨୪ ପ୍ରଗଣା ଜିଲାର ଭାତପରାଠାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସ୍‌.ଏସ୍‌. ଆଲୁଓ୍ବାଲିଆ,…

୧୪ବର୍ଷ ଜେଲ୍‌ଦଣ୍ଡ ଭୋଗୀ ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହେଲେ ଅଭିଯୁକ୍ତ

କୋଲକତା,୨୨।୬: କୁହାଯାଏ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୩ ଜଣ ଅଭିଯୁକ୍ତଙ୍କୁ କୋଲକତା ହାଇକୋର୍ଟ ମୁକ୍ତ କରିଛନ୍ତି। ସେମାନଙ୍କୁ ୨୦୦୫ରେ ଏକ ନିମ୍ନ…

ପିତାଙ୍କ ସହ ଦେଖା କରିବାକୁ ରାଞ୍ଚି ପହଞ୍ଚିଲେ ତେଜ ପ୍ରତାପ

ପାଟନା,୨୨।୬: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ରାଞ୍ଚି ପହଞ୍ଚିଛନ୍ତି ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ। ରାଜେନ୍ଦ୍ର ଆୟୁର୍ବେଦୀୟ ସଂସ୍ଥାନରେ ଲାଲୁଙ୍କର ଚିକିତ୍ସା ଚାଲିଥିବା ବେଳେ…

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ହସ୍ପିଟାଲ ପଛପଟେ ମାନବ କଙ୍କାଳ ମିଳିବା ଆଲୋଚନାର ବିଷୟ ପାଲଟିଛି। ତେବେ ଅପରିଚିତ ବ୍ୟକ୍ତିଙ୍କ…

ଲାହୁଲ-ସ୍ପୀତି ହେବ ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା

କେଲାଙ୍ଗ୍‌,୨୨।୬: ହିମାଚଳପ୍ରଦେଶର ଲାହୁଲ-ସ୍ପୀତିକୁ ଖୁବ୍‌ ଶୀଘ୍ର ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା ଭାବେ ଘୋଷଣା କରାଯିବ। ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକ ବୈଠକରେ ଏସଡିଏମ୍‌ ଅମର ନେଗି ଏନେଇ ସୂଚନା ଦେଇଛନ୍ତି।…

ବହୁ ପ୍ରତିକ୍ଷା ପରେ ବିହାର ପହଞ୍ଚିଲା ମୌସୁମୀ

ପାଟନା,୨୨।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବିହାରବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ଶୁକ୍ରବାର ସୁଦ୍ଧା ମୌସୁମୀ ବିହାର ଛୁଇଁଥିବା କୁହାଯାଉଛି। ଏହାର ପ୍ରଭାବରେ ଶୁକ୍ରବାର କିଛି ଅଂଶରେ ବର୍ଷା ହୋଇଥିବା ବେଳେ ଆଗାମୀ ୨ ଦିନରେ ସାରା ରାଜ୍ୟରେ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ଡାକ୍ତର

ସାଗର,୨୨।୬: ମଧ୍ୟପ୍ରଦେଶର ସାଗର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି। ଜଣେ ଜୀବିତ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବା ପ୍ରକାଶ। ପୋଲିସର…

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri