ଜାତୀୟ

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା ଜାମ୍‌ ହେବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣାର ପୁରା ଭିଡିଓ…

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା,୨୫।୬: ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହାଓ୍ବଡା ଜିଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନିଜ ପୁଅକୁ ଗୁଳି…

ମୋଦି ସରକାରଙ୍କ ବିଦେଶ ନୀତି: ୨ ବର୍ଷରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଗତ ୨ ବର୍ଷ ମଧ୍ୟରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା ଦିଆଯାଇଛି। ଏନେଇ ଲୋକ ସଭାରେ ଆଗତ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଏହି…

ଲୋକ ସଭା ଉପ ବାଚସ୍ପତି ପାଇଁ ଭାବନାଙ୍କ ନାମ ସୁପାରିଶ କରିପାରେ ଶିବସେନା

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଶିବସେନା ଭାବନା ଗଓ୍ବାଲିଙ୍କ ନାଁ ସୁପାରିଶ କରିପାରେ। ମହାରାଷ୍ଟ୍ରର ୟବତମାଳ-ଓ୍ବାଶିମ୍‌ର ଲୋକ ସଭା ଆସନରୁ ଭାବନା ୫ଥର ଏମ୍‌ପି ରହିସାରିଛନ୍ତି। ଓ୍ବାଶିମ ଲୋକ ସଭା ଆସନରୁ ୨ଥର ଓ ୟବତମାଳ-ଓ୍ବାଶିମ ଲୋକ…

ଚିନ୍ତାରେ ଚନ୍ଦ୍ରାବାବୁ

ଅମରାବତୀ,୨୫।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁଙ୍କ ଅଡୁଆ ବଢି ବଢି ଚାଲିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରଥମେ ଚନ୍ଦ୍ରାବାବୁଙ୍କ ଆଲିସାନ୍‌ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ…

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ସୂଚନା ଦେଇଛନ୍ତି। ଏହି ଯୋଜନାରେ ୫୦ ଲକ୍ଷରୁ ଅଧିକ ଲୋକ…

୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା

ଅହମ୍ମଦାବାଦ୍‌,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ ବାଧା ସୃଷ୍ଟି କରିଛି। ପଞ୍ଚାୟତରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା…

ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଲଗାଇ ସଂସଦରେ ଶପଥ ନେବା ପାଇଁ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ,୨୫।୬: ୧୭ତମ ଲୋକ ସଭାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ସଂସଦରେ ଶପଥ ନେବାକୁ ପହଞ୍ଚିଥିଲେ। ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ଦୁଇ ଜଣ ଷ୍ଟାର ବଙ୍ଗାଳୀରେ…

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏବେ ରାଜ୍ୟ ପୋଲିସ ରାସ୍ତାରେ ବିଭିନ୍ନ ଯାନବାହନକୁ ଅଟକାଇ ଗନ୍‌ପଏଣ୍ଟ୍‌ରେ…

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ ନେଇ କଲୋନେଲ୍‌ କେଦାର ଗାଏକ୍ୱାଡେ ଏବଂ ସୁନୀଲ ଭରଣେଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ…

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ ରହିଥିବା ଜଣାପଡ଼ିଛି। ହସ୍ପିଟାଲର କିଛି କର୍ମଚାରୀ ଏହି ଝିଟିପିଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ…

ନିଆରା ବିବାହ: ହେଲାନି କନ୍ୟାଦାନ ନା ବିଦାୟ

ପାଟନା,୨୫।୬: ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ନବ ବିବାହିତା ଯୋଡି ବେଦୀରେ ସାତଘେରା ବୁଲିବା ସହ ଉଭୟ ପରସ୍ପରଙ୍କୁ ସାତଟି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବିହାରର ରାଜଧାନୀ ପାଟନାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri