ଏଣିକି ପୋଲିସକର୍ମୀ ନିଜସ୍ବ ଗାଡ଼ିରେ ପୋଲିସ ଷ୍ଟିକର ଲଗାଇଲେ ଯିବାକୁ ପଡ଼ିପାରେ ଜେଲ୍
ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନୁସାରେ, ଯଦି ପୋଲିସ କର୍ମଚାରୀଙ୍କ ନିଜସ୍ବ…
‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍ଅପ୍ ହେବ ନାହିଁ’
ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ ପାଲଟିଛି। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ନିହାତି ଆବଶ୍ୟକ ହୋଇପଡିଛି। ଏଭଳି ମହତ୍…
ଶୁଖିଲା ନଦୀରେ ତିଆରି ହେଉଥିଲା ପୋଲ: ଅଚାନକ ପାଣି ଆସିବାରୁ ଫଶିଗଲେ ଶ୍ରମିକ
ଭୋପାଳ,୧।୭: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁରହାନପୁରରେ ଥିବା ଏକ ଶୁଖିଲା ନଦୀ ଉପରେ ପୋଲ ତିଆରି କାମ ଚାଲୁଥିଲା। ଏହାରି ଭିତରେ ହଠାତ୍ ନଦୀରେ ପାଣି ଚାଲି ଆସିଥିଲା। ପାଣିର ଗତି ଏବେ ତୀବ୍ର ଥିଲା ଯେ…
ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ
ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ ସରକାର ମୋ ବିଚାରଧାରା ଶୁଶିବାକୁ ଆଗ୍ରହ ନାହିଁ। ଚାଇନାର ପ୍ରସିଦ୍ଧ ସିଂଘୁଆ ବିଶ୍ୱବିଦ୍ୟାଳୟରେ ଆଗାମୀ…
ଦିଲ୍ଲୀ ପୋଲିସ୍ର ୨ କନେଷ୍ଟବଳ: ରକ୍ତଦାନ କରିବା ତାଙ୍କର ନିଶା
ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ ଜାରି ରଖିଛନ୍ତି। ପେଶା ପୋଲିସ୍ ଗିରି ମାତ୍ର ଦୁହିଁଙ୍କର ନିଶା ହେଉଛି ରକ୍ତଦାନ। ସେ…
ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇଦେଲେ ଅଜ୍ଞାତ ଯୁବକ
ପୁଣେ, ୧।୭: ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇ ସଂଭାଜୀନଗର ରଖିଛନ୍ତି ତିନି ଯୁବକ। ଦୁହେଁ ହୋଡିଂରେ ଔରଙ୍ଗାବାଦ ଶବ୍ଦକୁ ହଟାଇ ସଭାଜୀନଗର ଲେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଯୁବକଙ୍କୁ ଖୋଜିବାକୁ ପୟାସ…
ପ୍ରିୟଙ୍କାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି
ନୂଆଦିଲ୍ଲୀ,୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ଅପରାଧରେ ଗିରଫ ହୋଇଥିବା ଭାଜପା କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାରେ ଦାୟର କରାଯାଇଥିବା ଅବମାନନା ମାମଲାରେ ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ…
୨୪ ବର୍ଷ ପରେ ସୋସିଆଲ ମିଡିଆରେ ଦେଖାହୋଇ ଠକିଦେଲେ ପିଲାଦିନର ବନ୍ଧୁ
ନୋଏଡା,୧।୭: ସୋସିଆଲ ନେଟଓ୍ବାର୍କିଂ ସାଇଟରେ ପିଲାଦିନର ସାଙ୍ଗକୁ ୨୪ ବର୍ଷ ପରେ ଦେଖାହୋଇ ଠକେଇର ଶୀକାର ହେଲେ ମହିଳା। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ନୋଏଡାରେ। ସେକ୍ଟର-୪୫ ଆମ୍ରପାଲୀ ସଫାୟର ସୋଶାଇଟିରେ ପୀଡିତ ମହିଳା ଓ ତାଙ୍କ ପରିବାର ରୁହଁନ୍ତି। ଅଭିଯୁକ୍ତ…
ପିଓକେ-ଗିଲ୍ଗିଟ୍କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା
ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ ଆବେଦନକାରୀ ପୂର୍ବ ‘ର’ ଅଧିକାରୀ ରାମ କୁମାର ଯାଦବଙ୍କୁ ୫୦ ହଜାର ଟଙ୍କା ଜରିମାନା…
ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ
ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ ଦଳର ଗୁରୁ…
ଆଧୁନିକ ଯୁଗର ଶ୍ରବଣ କୁମାର: ସ୍କୁଟରରେ ବସାଇ ମା’ଙ୍କୁ ବୁଲାଇବେ ୧୭ ତୀର୍ଥସ୍ଥଳ
ତିନସୁକିଆ,୧।୭: ଆସାମ ତିନସୁକିଆର ୪୦ବର୍ଷୀୟ ବ୍ୟକ୍ତି ଡି କ୍ରିଷ୍ଣ କୁମାର ନିଜ ସ୍କୁଟର ସାହାଯ୍ୟରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରିବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦ହଜାର ୩୮୦ କିଲୋମିଟର ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି କ୍ରିଷ୍ଣ କୁମାର। ଏହାସହ ସେ…
ଖାପ୍ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍
ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ ନାଁରେ ଜାତିକୁ ଦର୍ଶାଉଥିବା ଶଦ୍ଦକୁ ବ୍ୟବହାର କରିପାରିବେନି। ଭୂଷାଲା ଗାଁରେ ହୋଇଥିବା ଖାପ୍ ପଞ୍ଚାୟତ…
Archives


