ଜାତୀୟ

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଦେଶବାସୀ। କିଛି ରାଜନୈତିକ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ମୋଟାମୋଟି ଭାବେ…

୮ ମାସ ୮ ତାରିଖ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ୮ ମାସ ୮ ତାରିଖ ଓ ସନ୍ଧ୍ୟା ୮ଟାରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯିବାକୁ ଥିବା ବେଳେ ଏହାକୁ ନେଇ କିଛି…

୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୮:ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଦୁଇ ଫାଳ ହୋଇଯାଇଛି। କିଛି ନେତା ଏହାକୁ ସମର୍ଥନ କରୁଥିଲାବେଳେ ଆଉ କିଛି ନେତା ଏହାକୁ ବିରୋଧ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା କରଣ ସିଂହ ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ…

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ବିବିଏମ୍‌ପି ସଦସ୍ୟ

ବେଙ୍ଗାଲୁରୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ ରିଲିଫ୍‌ ଶିବିରରେ ରହିଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାର…

ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ: ରାଜନାଥ ସିଂ

ନୂଆଦିଲ୍ଲୀ,୮।୮: ଭାରତ ପ୍ରତି ପାକିସ୍ତାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବଢ଼ିବାରେ ଲାଗିଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ। ଏଭଳି ପଡ଼ୋଶୀ ରାଷ୍ଟ୍ର…

ମହାରାଷ୍ଟ୍ରରେ ଡଙ୍ଗାବୁଡ଼ି ୯ ମୃତ,୧୬ ଉଦ୍ଧାର

ମୁମ୍ବାଇ,୮।୮: ମହାରାଷ୍ଟ୍ରର ପୁଣେରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ସାଙ୍ଗଲୀ ଜିଲା ପାଲୁସ ବ୍ଲକର ଭାମନାଲ ନିକଟରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଡଙ୍ଗାଟି ଓଲଟି ପଡ଼ିଛି। ଡଙ୍ଗା ଓଲଟିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଅଗଷ୍ଟ କ୍ରାନ୍ତିରୁ ଆରମ୍ଭ ହୋଇଥିଲା ଇଂରେଜଙ୍କ ଫେରିବାର ଓଲଟା ଗଣତି

ନୂଆଦିଲ୍ଲୀ,୮।୮: ଜାତିର ପିତା ମହାତ୍ମା ଗାନ୍ଧୀ ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇଠାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅଗଷ୍ଟ କ୍ରାନ୍ତି ନାମରେ ମଧ୍ୟ ପରିଚିତ। ମହାତ୍ମାଙ୍କ ଦ୍ୱାରା କରାଯାଇଥିବା ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା। ପରେ…

ବଢୁଛି କାବିନି ଡ୍ୟାମର ଜଳସ୍ତର

କୋଡାଗୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର କାବିନି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଡ୍ୟାମରୁ ପାଖାପାଖି ୪୦ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥିବା ଜଣାପଡିଛି। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା…

ଗୁଲାମ୍‌ନବୀ ଆଜାଦ୍‌ଙ୍କ କଶ୍ମୀର ଗସ୍ତ ବିଫଳ: ଶ୍ରୀନଗର ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ,୮।୮: କଂଗ୍ରେସ ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌ ଗୁରୁବାର କଶ୍ମୀର ଗସ୍ତରେ ଯାଇଛନ୍ତି। ତେବେ ଏହା ବିଫଳ ହୋଇଛି। ତାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖାଯାଇଛି। ତାଙ୍କ ସହିତ ଜମ୍ମୁ-କଶ୍ମୀର କଂଗ୍ରେସ ଅଧ୍ୟକ୍ଷ ଗୁଲାମ୍‌ ଅହମ୍ମଦ୍‌ ମୀର୍‌ଙ୍କୁ ମଧ୍ୟ ଅଟକ…

ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୁଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସାମ୍ବୋଧିତ କରିବେ। ଏଥିରେ ମୋଦି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ସରକାରଙ୍କ ପକ୍ଷ ରଖିବେ ବୋଲି ଅନୁମାନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ…

ମରୋଣତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?