ଜାତୀୟ

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ ୧୮ ବର୍ଷ ମଧ୍ୟରେ ସେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କରିଛନ୍ତି।…

ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କଲେ ବାଂଶୁରୀ

ନୂଆଦିଲ୍ଲୀ,୮।୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀ ସ୍ବରାଜ ଗୁରୁବାର ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପିତା ସ୍ବରାଜ କୌଶଲ ମଧ୍ୟ ଉପସ୍ଥିତ ଥିଲେ। ହାପୁରଠାରେ ଗଙ୍ଗା ନଦୀରେ ମା’ଙ୍କ ଅସ୍ଥି ବିସର୍ଜନ…

ତାପ୍ତି ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଖୁସି ମନାଇଲେ ଲୋକେ

ବେତୁଲ,୮।୮: ମଧ୍ୟପ୍ରଦେଶର ବେତୁଲରେ ବହିଯାଇଛି ତାପ୍ତି ନଦୀ। ଚଳିତ ବର୍ଷାରେ ଏହାର ଜଳସ୍ତର ବୃଦ୍ଧି ପାଇଥିବାରୁ ଏଠାକାର ଲୋକେ ଖୁସି ମନାଇଛନ୍ତି। ତେବେ ଦୀର୍ଘ ୩ ବର୍ଷପରେ ଏହି ନଜୀର ଜଳସ୍ତର ବୃଦ୍ଧି ପାଇବା ସହ ଏହା ନିକଟରେ ଥିବା ତାପ୍ତି…

ସଙ୍କଟାପନ୍ନ ଅବସ୍ଥାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର

ଭୋପାଳ,୮।୮: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବାବୁଲାଲ ଗୌରଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁବାର ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସି ନ…

ନୋଏଡ଼ାରେ ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ନୂଆଦିଲ୍ଲୀ, ୮।୮: ଉତ୍ତରପ୍ରଦେଶ ନୋଏଡ଼ାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଉଛି। କୌଣସି ସ୍ଥାନରେ ୪-୫ ଜଣ ଲୋକ ଏକାଠି ହେବାକୁ ବାରଣ…

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା ହୋଇଥିବା ଜଣାପଡିଛି। ବୁଧବାର ପ୍ରକାଶଙ୍କ ସ୍ତ୍ରୀ ଭାରତୀ ନିଜ ଘରେ ଫାଶି ଲଗାଇ ଦେଇଥିଲେ।…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏଭଳି କହିଛନ୍ତି। ଏହାର ବିଚାର କେବେ ହେବ ତାହାର ନିଷ୍ପତ୍ତି ପ୍ରଧାନ…

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ ସିକ୍ୟୁରିଟି(ବିସିଏଏସ୍‌) ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି।…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ୮୦ ଲକ୍ଷ ଲୋକଙ୍କୁ କରାଯାଇଛି ବନ୍ଦୀ: ଶାହ ଫୈସଲ୍‌

ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍‌। ଫୈସଲ୍‌ ପୂର୍ବରୁ ଆଇଏଏସ୍‌ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଜଣେ ରାଜନେତା ଅଛନ୍ତି। କେନ୍ଦ୍ର ସରକାର ଏଠାକାର…

ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ ମିଗ୍‌-୨୧ବାୟୁସେନା ବିମାନରେ ଥିବା ଅଭିନନ୍ଦନ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ଓ ପରେ…

ଡୋଭାଲଙ୍କ କଶ୍ମୀର ଭିଡ଼ିଓ: ଲୋକଙ୍କୁ ଅର୍ଥ ଲୋଭ ଦେଖାଇ କରାଯାଇଥିବା ଅଭିଯୋଗ କଲେ ଗୁଲାମ୍‌ନବୀ ଆଜାଦ୍‌

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶୁଟିଂ କରାଯାଇଥିବା ଭିଡ଼ିଓରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌ ଅଭିଯୋଗ କରିଛନ୍ତି। ଭିଡ଼ିଓରେ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ…

ଅଧା ଭାରତରେ ଜଳ ପ୍ରଳୟ: କର୍ନାଟକ-ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ, ୮।୮: ଅଧା ଭାରତରେ ଏବେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ନାଟକ ଓ ମହାରାଷ୍ଟ୍ରରେ ସ୍ଥିିତି ଅଧିକ ଗମ୍ଭୀର ରହିଛି। କେତେକ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?