ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ
ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବଙ୍ଗାଳୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏପରି ପ୍ରୟାସ…
ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ
ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍ ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ମିଳନ ହୋଇପାରିବେ। ଏହି କଳ୍ପନାଜଳ୍ପନା ପରେ, ମହାରାଷ୍ଟ୍ରର ରାଜନୀତି…
ତିରୁପତି ମନ୍ଦିରରୁ ହଟିଲେ ୪ ଅଣହିନ୍ଦୁ କର୍ମଚାରୀ, ପଛରେ ରହିଛି ଏହି କାରଣ…
ଅମରାବତୀ,୧୯ା୭: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ (TTD) ମନ୍ଦିର ଅନ୍ୟ ଧର୍ମ ପାଳନ କରୁଥିବା ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହି କର୍ମଚାରୀମାନଙ୍କ ମଧ୍ୟରେ ଜଣେ ଡେପୁଟି ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଜଣେ ଷ୍ଟାଫ ନର୍ସ, ଜଣେ ଫାର୍ମାସିଷ୍ଟ ଏବଂ…
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: କୋର୍ଟ ନ ହେଲେ ଜାମିନ
ନୂଆଦିଲ୍ଲୀ,୧୯ା୭(ପି.ଟି.):ସ୍ବତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହେଲେ ଉପରୋକ୍ତ ଆଇନର ଅଭିଯୁକ୍ତମାନଙ୍କୁ ଜାମିନ ମଞ୍ଜୁର…
ଗୁଗଲ୍-ମେଟାକୁ ED ଛାଟ: ଏବେ ଏହି ୨ କମ୍ପାନୀକୁ ପଡ଼ିବ ମହଙ୍ଗା
ନୂଆଦିଲ୍ଲୀ,୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ…
୨ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ୍, ହଠାତ୍ ଚାକିରି ଛାଡ଼ିଦେଲେ ଏହି ଅଫିସର: ଦେଶରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୭: ଇଡି ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ସେହି ଇଡି ଅଧିକାରୀ ଯିଏ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲେ। କପିଲ ରାଜ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ। ସେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
୪ ବର୍ଷର ଝିଅକୁ ବଳାତ୍କାର କଲେ ସ୍କୁଲ ଭ୍ୟାନ୍ ଡ୍ରାଇଭର୍: ଅଭିଯୋଗ କରିବାରୁ ମିଳିଲା…
ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ସ୍କୁଲକୁ ନେଇ ଯାଉଥିବା ସମୟରେ ଜଣେ ଭ୍ୟାନ ଡ୍ରାଇଭରଙ୍କ ଦ୍ୱାରା ୪ ବର୍ଷର ଶିଶୁ କନ୍ୟା ସହିତ ବଳାତ୍କାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭ୍ୟାନ ଡ୍ରାଇଭର ଆରିଫକୁ…
ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: PoKରେ ଖୋଳିଖୋଲି ବୁଲୁଛନ୍ତି ମାସୁଦ ଆଝାର
ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍ଗିଟ-ବାଲଷ୍ଟାନ୍ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍ରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।…
ରାତିରେ ଶୋଇଥିଲେ ଭାଜପା ନେତା, ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ
ଭୋପାଳ, ୧୯ା୭:ମଧ୍ୟପ୍ରଦେଶର ମନ୍ଦସୌର ଜିଲାରେ ଶ୍ୟାମଲାଲ ଧାକଡ଼ (୪୫) ନାମକ ଜଣେ ଭାଜପା ନେତା ନିଜ ଘରେ ଶୋଇଥିବା ସମୟରେ ତାଙ୍କୁ ଜଣେ ଅଚିହ୍ନା ଆକ୍ରମଣକାରୀ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ରାତିରେ ତାଙ୍କର ହତ୍ୟା ହୋଇଥିବା ବେଳେ ଶ୍ୟାମଲାଲଙ୍କ…
ସ୍କିଲ ଇଣ୍ଡିଆ ମିଶନରେ ୬ କୋଟିରୁ ଅଧିକ ଯୁବକଙ୍କୁ ମିଳିବ ଟ୍ରେନିଂ, ଏଭଳି ଉଠାନ୍ତୁ ଏହି ଯୋଜନାର ଲାଭ
ନୂଆଦିଲ୍ଲୀ,୧୮ା୭: କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (MSDE)ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଦେଶରେ ୬ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ,…
ବଡ଼ ଧରଣର ଏନ୍କାଉଣ୍ଟର: ଟଳି ପଡିଲେ ୬ ହାର୍ଡକୋର ମାଓବାଦୀ
ରାୟପୁର,୧୮।୭: ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି…
‘ଲାଲ ଡାଏରୀ’ ଖୋଲିବ ଚାଙ୍ଗୁର ବାବାଙ୍କ ଯୌନ କେଳେଙ୍କାରୀ!
ଲକ୍ଷ୍ନୌ,୧୭।୮: ଧର୍ମାନ୍ତରୀକରଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ (ATS) ଦ୍ୱାରା କରାଯାଇଥିବା ଚଢାଉରେ ଏକ ଲାଲ ଡାଏରୀ ଉଦ୍ଧାର କରାଯାଇଛି, ଯେଉଁଥିରେ ଅନେକ ରାଜନେତା…
Archives


