ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୩୧ ପରେ ଏମାନଙ୍କୁ ମିଳିବନି ପେଟ୍ରୋଲ
ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ୩୧ପରେ ଆଉ ଏମାନଙ୍କୁ ମିଳିବନି ପେଟ୍ରୋଲ। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। 15 ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଏବଂ 10 ବର୍ଷରୁ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାର…
ଭାରତକୁ ଟ୍ରମ୍ପ ଦେଲେ ଜୋରଦାର ଝଟ୍କା, ଫଣ୍ଡିଂ ରୋକିଦେବାରୁ ବନ୍ଦ ହୋଇଗଲା…
ଓ୍ବାଶିଂଟନ୍,୧।୩: ଆମେରିକା ସରକାର USAID ପାଣ୍ଠି ବନ୍ଦ କରିବାର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି। ଗତ ମାସରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଭାରତର ପ୍ରଥମ ତିନୋଟି କ୍ଲିନିକ ବନ୍ଦ ହୋଇଯାଇଛି। ଏହି କ୍ଲିନିକ ଆମେରିକାର ଆନ୍ତର୍ଜାତୀୟ ବିକାଶ ସଂସ୍ଥା…
Chamoli Glacier Burst: ଚମୋଲି ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ, ୪୯ ଜଣଙ୍କର ଚାଲିଛି ଚିକିତ୍ସା, ୫ ଏବେବି ନିଖୋଜ
ଡେରାଡୁନ,୧।୩: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଦୁର୍ଘଟଣାରେ ୫୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ବାକି ସମସ୍ତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟ ୫ଜଣଙ୍କୁ ଖୋଜା ଚାଲିଛି। ଶୁକ୍ରବାର ଉତ୍ତରାଖଣ୍ଡର ମାନାରେ…
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ Laptop: ଜାଣନ୍ତୁ ଏଥିରେ କ’ଣ ଅଛି ଖାସ୍
ନୂଆଦିଲ୍ଲୀ,୧।୩: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ Laptop ବ୍ୟବହାର କରୁଥିବାର ଦେଖାଯାଉଛି। ଏହି Laptop ଭାରତରେ ଡିଜାଇନ କରାଯାଇଛି ଏବଂ ଏହାକୁ ସମ୍ପୂର୍ଣ୍ଣ ଭାରତରେ ର୍ନିମିତ କରାଯାଇଛି। ତେଣୁ ଏହା ଏକ…
ଆପ୍ ଅଫିସ୍ରେ ପଡ଼ିଲା ତାଲା: ୪ ମାସ ହେବ ଭଡ଼ା ନ ଦେବାରୁ…
ଭୋପାଳ,୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଏହି ପରାଜୟର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଥିବା ଆପ ପାର୍ଟି କାର୍ଯ୍ୟାଳୟରେ ତାଲା…
ପାସ୍ପୋର୍ଟର ନିୟମ ବଦଳାଇଲେ ସରକାର, ପରିଚୟ ପାଇଁ କେବଳ ଦରକାର ଏହି ଡକ୍ୟୁମେଣ୍ଟ
ନୂଆଦିଲ୍ଲୀ,୧।୩: ପାସ୍ପୋର୍ଟ ହେଉଛି ଏକ ଡକ୍ୟୁମେଣ୍ଟ ଯାହା ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଜାତୀୟତାକୁ ପ୍ରମାଣିତ କରେ। ବିଦେଶ ଯାତ୍ରା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହା ସାହାଯ୍ୟରେ, ଆପଣ ପର୍ଯ୍ୟଟନ ପାଇଁ, ପାଠପଢ଼ା ପାଇଁ, ବ୍ୟବସାୟ କରିବା ପାଇଁ…
ଛାଡପତ୍ର ପରେ ଶ୍ୱଶୁରଙ୍କୁ ଭରଣପୋଷଣ ଟଙ୍କା ମାଗିପାରିବେ କି ବୋହୂ, ନିୟମ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୧।୩: ଭାରତ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ଛାଡପତ୍ରର ସଂଖ୍ୟା ସବୁଠାରୁ କମ। ଯଦି ଆମେ ପରିସଂଖ୍ୟାନ ଆଧାରରେ କଥା ହେବା, ତେବେ ୧୦୦ ବିବାହ ମଧ୍ୟରୁ କେବଳ ଗୋଟିଏ ବିବାହ ଛାଡପତ୍ରରେ ଶେଷ ହୁଏ। କିନ୍ତୁ ଯଦି ଆମେ…
ଦିଲ୍ଲୀ ପୋଲିସର ଅଜବ ଅଫର: ୨ ଦିନ ବିନା ହେଲମେଟରେ ଗାଡି ଚଳାଇଲେ କଟିବନି ଚାଲାଣ
ନୂଆଦିଲ୍ଲୀ,୧।୩: ଦିଲ୍ଲୀ ପୋଲିସ ଭାରତର ସବୁଠାରୁ ସ୍ମାର୍ଟ ପୋଲିସ ବାହିନୀ ମଧ୍ୟରୁ ଗୋଟିଏ। ସୋସିଆଲ ମିଡିଆରେ ମଧ୍ୟ ସମାନ କଥା ଦେଖାଯାଉଛି। କେହି ପୋଲିସ ଷ୍ଟେଶନକୁ ଯାଇ ଦିଲ୍ଲୀ ପୋଲିସଠାରୁ ସାହାଯ୍ୟ ମାଗନ୍ତୁ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ, ପୋଲିସ ତୁରନ୍ତ…
Gold Rate: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ୧୬୦୦ଟଙ୍କା ଖସିଲା ସୁନାଦର
ନୂଆଦିଲ୍ଲୀ,୧।୩: ଶେୟାର ବଜାରରେ ବଡ଼ ହ୍ରାସ ସହିତ, ଏବେ ସୁନା ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ଗତ ତିନି ଦିନ ମଧ୍ୟରେ ସୁନା ପ୍ରତି ୧୦ ଗ୍ରାମ ପ୍ରାୟ ୧୬୦୦ ଟଙ୍କା ଶସ୍ତା ହୋଇଛି। ଘରୋଇ ବଜାରରେ ସୁନା…
Chamoli Glacier Burst:ବଦ୍ରିନାଥରେ ହିମସ୍ଖଳନ: ଏବେ ବି ଫସିଛନ୍ତି ୨୨ ଶ୍ରମିକ
ଡେରାଡୁନ୍,୧।୩: ଉତ୍ତରାଖଣ୍ଡର ବଦ୍ରିନାଥ ନିକଟ ଚମୋଲିରେ ପ୍ରବଳ ତୁଷାରପାତ ହୋଇଛି। ବଦ୍ରିନାଥର ସୀମାନ୍ତ ମାନା ଗାଁ ନିକଟରେ ଏକ ହିମସ୍ଖଳନ ଯୋଗୁ ଫସି ରହିଥିବା ୫୫ ଜଣ ବର୍ଡର ରୋଡ୍ସ ଅର୍ଗାନାଇଜେଶନ୍ (BRO)ର ୫୫ କର୍ମଚାରୀଙ୍କ ମଧ୍ୟରୁ ୩୩ ଜଣଙ୍କୁ ସୁରକ୍ଷିତ…
UPI କାରବାରରେ ପୁଣି ନୂଆ ରେକର୍ଡ କଲା ଭାରତ, କେବଳ ଜାନୁଆରୀରେ ଏତିକି କୋଟି କରାଯାଇଛି ଟ୍ରାଞ୍ଜାକ୍ସନ
ନୂଆଦିଲ୍ଲୀ,୧।୩: ୟୁପିଆଇ କାରବାର କ୍ଷେତ୍ରରେ ଭାରତ ନୂତନ ଶିଖର ଛୁଇଁଛି। ଜାନୁଆରୀରେ ପ୍ରଥମ ଥର ପାଇଁ ୟୁପିଆଇ କାରବାର ୧୬.୯୯ ବିଲିୟନରୁ ଅଧିକ ହୋଇଛି। ତେବେ ଏହାର ମୂଲ୍ୟ ମଧ୍ୟ ୨୩.୪୮ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ଏ…
ହୋଲି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା: ବଢିଲା ଗ୍ୟାସ ଦର
ନୂଆଦିଲ୍ଲୀ,୧।୩: ପାର୍ବଣ ଋତୁରେ ମୁଦ୍ରାସ୍ଫୀତିର ଏକ ଝଟକା ଲାଗିଛି। ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର…
Archives


