ଜାତୀୟ

ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ମିଳିଲା ଅନୁମତି: କଶ୍ମୀର ଛାତ୍ର ନିଜ ପରିବାରଙ୍କୁ ଭେଟିପାରିବେ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୮।୮: ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ଲୋଡିଥିଲେ। ସେହିପରି କଶ୍ମୀର ଅନନ୍ତନାଗର ଛାତ୍ର ତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆବେଦନ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଅକ୍ଟୋବରରେ ସମ୍ବିଧାନ ପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୮।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌କୋର୍ଟରେ ୧୪ଟି ଆବେଦନ ଦାଖଲ କରାଯାଇଥିଲା। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ଏନେଇ ଉତ୍ତର…

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ।…

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ କରିଥିଲେ ଯେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିଚାଲିଛି। ଏହାକୁ ଅସ୍ତ୍ର…

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧ ଦିନ ପରେ ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଅଗଷ୍ଟ ୩୦…

ବାରାଣସୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଲଶ୍କରର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ବାରାଣସୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ଲଶ୍କର ସଦସ୍ୟ ଉମର ମଦନି ବାରାଣସୀର ଏକ ଯାତ୍ରୀ ନିବାସରେ…

୨୦୨୨ରେ ଭାରତର ମାନବ ମିଶନ ‘ଗଙ୍ଗାୟାନ’: ୪ ମହାକାଶଚାରୀଙ୍କୁ ତାଲିମ ଦେବ ରୁଷିଆ

ନୂଆଦିଲ୍ଲୀ,୨୮।୮: ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହେବ ମାନବ ମିଶନ ‘ଗଙ୍ଗାୟାନ୍‌’। ଏହି ମିଶନ ପାଇଁ ୪ ମହାକାଶଚାରୀଙ୍କୁ ରୁଷିଆ ତାଲିମ୍‌ ଦେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମୟରେ ବୁଝାମଣା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର…

ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ: ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ିଗଲା

କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହୋଇଛି। ଏହାଯୋଗୁ ପ୍ଲାଟର୍ଫମ ୩ରେ ଆସୁଥିବା ଟ୍ରେନ୍‌ଟି ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ି ଯାଇଛି।…

ନାବାଳିକାଙ୍କୁ ଗଣବଳାତ୍କାର ପରେ: ଲଣ୍ଡାକରି ଗାଁରେ ବୁଲାଇଲେ

ଗୟା, ୨୮ା୮(ପି.ଟି.): ବିହାରର ଗୟା ଜିଲାରେ ଜଣେ ନାବାଳିକାଙ୍କୁ କେତେକ ଯୁବକ ଗାଡ଼ିରେ ଜୋରଜବରଦସ୍ତ ଉଠାଇନେଇ ଗଣବଳାତ୍କାର କରିବା ପରେ ପଞ୍ଚାୟତର ନିର୍ଦ୍ଦେଶ କ୍ରମେ ଉକ୍ତ ପୀଡ଼ିତାଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ୬…

ନାସା ଯିବେ ୩ ଭାରତୀୟ ଛାତ୍ରୀଛାତ୍ର

ଚେନ୍ନାଇ ୩ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ତାମିଲନାଡୁର ମଦୁରାଇସ୍ଥିତ ମହାତ୍ମା ମଣ୍ଟେସରି ମାଟ୍ରିକ ହାୟର ସେକେଣ୍ଡାରି ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଜେ. ଧନ୍ୟା ଥାସନେମ୍‌,…

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ଆମ ନିଦ ଫେରାଇଦିଅ

ଶ୍ରୀନଗର, ୨୮ା୮(ପି.ଟି.) :ପ୍ରବେଶପଥକୁ ତିନୋଟି କାଠଗଣ୍ଡି, କେତେ ଖଣ୍ଡ ଟିଣ ଓ ଭଙ୍ଗାଇଟା ସହ ଏଭଳି ଅନେକ ପ୍ରତିବନ୍ଧକରେ ଅବରୋଧ କରାଯାଇଛି, ଯାହାକି ପୋଲିସ ଗାଡ଼ିଗୁଡ଼ିକୁ ଅଟକାଇଦେବ। ଉପତ୍ୟକାରେ କଡ଼ା ସାମରିକ କର୍ଫ୍ୟୁ ଓ ଯୋଗାଯୋଗର ମାଧ୍ୟମ ଉପରେ କଟକଣା ହେଉଛି…

ଏଲ୍‌ଓସିରେ ପାକ୍‌ର ସୈନ୍ୟ ଠୁଳ

ନୂଆଦିଲ୍ଲୀ, ୨୮ା୮(ପି.ଟି.): ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଶତାଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବା ଲାଗି ପାକିସ୍ତାନ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ଭାରତୀୟ ସେନା ଏଥିପ୍ରତି ସତର୍କ ରହିଥିବାବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?