ଖୁବ୍ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ଘରକୁ ଆଣି ପାରନ୍ତି ତେଜ ପ୍ରତାପ
ପାଟନା,୨।୫: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଜେତ ପ୍ରତାପ ଯାଦବ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଘରକୁ ଫେରାଇ ଆଣିବେ ବୋଲି ସୂଚନା ମିଳିଛି। ଏକଥା ଆଉ କେହି ନୁହେଁ ବରଂ ଐଶ୍ୱର୍ଯ୍ୟାଙ୍କ ପିତା ତଥା ତେଜ ପ୍ରତାପଙ୍କ ଶ୍ୱଶୁର…
ଫିଲ୍ମୀ ଷ୍ଟାଇଲ୍ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ
କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର ପରିଣାମ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦେଇଛି। ଏହି ଘଟଣା କର୍ନାଟକର ବେଙ୍ଗାଲୁରରୁ ପ୍ରାୟ ୫୦…
ଅନୁପ୍ରବେଶକାରୀଙ୍କୁ ରୋକିବ ରୋବ: ସୀମାରେ ହେବ ମୁତୟନ
ବେଙ୍ଗାଲୁର୍,୨।୫: ସୀମାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମୁତୟନ କରାଯିବ ରୋବ। ଏନେଇ ଭାରତୀୟ ବୈଜ୍ଞାନିକମାନେ ୨୦୧୮ ଡିସେମ୍ବରରୁ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷାମୂଳକ ଭାବେ ୨୦୧୯ ଡିସେମ୍ବରରେ ଏହାର ପ୍ରଯୋଗ କରାଯିବ। ଭାରତ ଇଲୋକ୍ଟ୍ରନିକ୍ସ ଲିମିଟେଡ୍ ପକ୍ଷରୁ ଏହାର ନିର୍ମାଣ କରାଯାଉଛି।…
ଗୁଜରାଟ ସୀମାରୁ ପାକିସ୍ତାନ ନାଗରିକ ଗିରଫ
କଚ୍ଛ,୨।୫: ଗୁଜରାଟର କଚ୍ଛରେ ଥିବା ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଗୁରୁବାର ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍ଏଫ୍ ଯବାନ ଗିରଫ କରିଛନ୍ତି। ୭୯ ବାଟାଲିୟନର ୧୧୨୩ ନମ୍ବର ପୋଷ୍ଟ ନିକଟରୁ ୩୫-୪୦ ବର୍ଷୀୟ ଉକ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିବା ପରେ ତାଙ୍କୁ…
ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !
ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାର ଣୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୁହାଯାଉଛି। ୟୁନାଇଟେଡ୍…
ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ
ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍ଡିଆର୍ ଏଫ୍) ର ଏକ ଦଳ ଶ୍ରୀକାକୁଲମର ଇଚ୍ଛାପୁରରେ ପହଞ୍ଚି ଯାଇଥିବା…
ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ମାସ୍କ୍ର ଚାହିଦା: ୨୦୨୩ ସୁଦ୍ଧା ବଜାର ଛୁଇଁବ ଶହେ ୧୮ କୋଟି
ନୂଆଦିଲ୍ଲୀ,୨।୫: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମଧ୍ୟରେ ମାସ୍କ୍ର ଚାହିଦା ମଧ୍ୟ ବୃଦ୍ଧି ପାଇ ଚାଲିଛି। ତେବେ ଆସନ୍ତା ୨୦୨୩ ସୁଦ୍ଧା ଦେଶର ମାସ୍କ୍ ବଜାର ଶହେ ୧୮ କୋଟି ଟଙ୍କା ଛୁଇଁବ…
ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍ ନମ୍ବର-୬;କଏଦୀ ନମ୍ବର ୧୭୫୦
ସୁରଟ,୨।୫: ସୁରଟ ସେସନ୍ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ରୁ ୨୦୦୫ ମଧ୍ୟରେ ବାରମ୍ବାର ବଳାତ୍କାର କରାଯାଇଥିବା ଅଭିଯୋଗ…
ଭାଜପା ଉପରେ ବର୍ଷିଲେ ବାଘେଲା
ଅହମ୍ମଦାବାଦ,୨।୫: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଭାଜପାର ଏକ ଷଡଯନ୍ତ୍ର। ଗୋଧ୍ରା ଦଙ୍ଗା ପରି ପୁଲଓ୍ବାମା ମଧ୍ୟ ଭାଜପାର ଏକ ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି।…
୪୩ ବର୍ଷ ପରେ ମେ ମାସରେ ବାତ୍ୟା: ୫ ରାଜ୍ୟର ୯୦ ଜିଲା ପ୍ରଭାବିତ ହେବା ଆଶଙ୍କା
ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା ଓଡ଼ିଶା, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର ୯୦ ଜିଲା…
ଭାଙ୍ଗିଲା ଚାରମିନାରର କିଛି ଅଂଶ
ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ସୂଚନାଯୋଗ୍ୟ, କିଛିଦିନ…
ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ପାଦ ଥାପିବ ଭାରତ
ନୂଆଦିଲ୍ଲୀ,୨।୫: ଆସନ୍ତା ସେପ୍ଟେମ୍ବର ୬ରେ ଭାରତ ଚନ୍ଦ୍ରରେ ପାଦ ଥାପିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରାୟାନ-୨ ଚଳିତ ବର୍ଷ ଜୁଲାଇ ୯ରୁ ଜୁଲାଇ ୧୬ ମଧ୍ୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏହା ସେପ୍ଟେମ୍ବର…
Archives


