Posted inଜାତୀୟ

ଗୁଜରାଟ ସୀମାରୁ ପାକିସ୍ତାନ ନାଗରିକ ଗିରଫ

କଚ୍ଛ,୨।୫: ଗୁଜରାଟର କଚ୍ଛରେ ଥିବା ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଗୁରୁବାର ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍‌ଏଫ୍‌ ଯବାନ ଗିରଫ କରିଛନ୍ତି। ୭୯ ବାଟାଲିୟନର ୧୧୨୩ ନମ୍ବର ପୋଷ୍ଟ ନିକଟରୁ ୩୫-୪୦ ବର୍ଷୀୟ ଉକ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରା ଉଚରା ଚାଲିଛି। ତାଙ୍କ ନିକଟରୁ ସେମିତି କୌଣସି ଅସ୍ତ୍ରଶସ୍ତ୍ର ଜବତ କରାଯାଇ ନ ଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ...

ଦିଲ୍ଲୀରେ ଚାଲିବ କାହାର ନିର୍ଦ୍ଦେଶ, ସେପ୍ଟେମ୍ବର ୨୭କୁ ଅପେକ୍ଷା…

ନୂଆଦିଲ୍ଲୀ, ୭।୯ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ବର୍ତ୍ତମାନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ବିଧାନସଭା ତଥା କାର୍ଯ୍ୟନିର୍ବାହୀ...

ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର...

ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ: ୨୫୦୦ ପୈଠ କରି ନିଅନ୍ତୁ ସିଲିଣ୍ଡର…

ନୋଏଡା,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍‌ ଅଭାବ ସ୍ଥିତିକୁ ଅଧିକ ଜଟିଳ କରିଛି। ନୋଏଡାରେ...

ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ...

କର୍ନାଟକରେ ଆତଙ୍କବାଦୀ ଆକ୍ରମଣ ସୂଚନା ମିଥ୍ୟା: ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୨୭।୪: ଭାରତର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ପ୍ରାୟ ୭ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଏକ ଫୋନ୍‌ କଲ୍‌ ପାଇବା ପରେ ସବୁଠି...

୧୫୦ରୁ ଊର୍ଦ୍ଧ୍ୱ ଆସନ ଲକ୍ଷ୍ୟରେ ଭାଜପା

ଅହମଦାବାଦ,୯।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ହୋଇଛି। ରାଜ୍ୟ ଭାଜପା...

ଉତ୍ତରପ୍ରଦେଶ ରାଜନୀତିରେ ଝଡ଼: ଯୋଗୀଙ୍କ ପ୍ରେମିକା ବୋଲି ଦାବି କଲେ ମହିଳା

ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ...

Advertisement
Archives

Model This Week