କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି
ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ ଲୋକ ସମ୍ପର୍କ, ଲୋକ ଶିକ୍ଷା, ଲୋକ ସଂଗ୍ରହ ତଥା ଲୋକ ସମର୍ପଣ ଦାୟୀ ବୋଲି…
ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ
ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍ ଟ୍ୟାଙ୍କର ଜଳି ଉଠିଥିଲା। ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଦମକଳ…
ପରପାରିରେ ଭେଟେରାନ୍ କୋରିଓଗ୍ରାଫର ଭିରୁ ଦେବଗନ
ମୁମ୍ବାଇ,୨୭।୫: ବଲିଉଡ୍ ଦୁନିଆର ଭେଟେରାନ୍ ଆକ୍ସନ୍ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା…
ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ
ଗ୍ୟାଙ୍ଗଟକ୍,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍କେଏମ୍)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପାଲିଜୋର ଷ୍ଟାଡିୟମରେ ପଦ ଓ…
ନୋବେଲ ପୁରସ୍କାର ପାଇଁ ୧୧ଥର ଆବେଦନ କରିଥିଲେ ନେହେରୁ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ପୁଣ୍ୟ ତିଥି ସୋମବାର ପାଳିତ ହୋଇଛି। ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପାଇଁ ନେହେରୁ ୧୧ଥର ଆବେଦନ କରିଥିଲେ। ତେବେ କୌଣସି ଥର ସେ ଏଥିରେ ସଫଳ ହୋଇ ନ ଥିଲେ। ଶେଷଥର…
ଦେଶର ବିଭାଜନ ପାଇଁ ନେହେରୁ ନୁହେଁ ଜିନ୍ନା ଓ ସାବରକର ଦାୟୀ
ରାୟପୁର,୨୭।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଭାରତ ବିଭାଜନ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ଦେଶର ବିଭାଜନ ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଦାୟୀ ନୁହଁନ୍ତି। ଏଥିପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ବିନାୟକ ଦାମୋଦର ସାବରକର…
ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ
ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ ପିଲାଙ୍କୁ ପଢ଼ାନ୍ତି। ତେବେ ମାସିକ ଫି ବାବଦରେ ସେ ପିଲାଙ୍କୁ ୧୮ଟି ଗଛ ସହରର…
ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ
ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ କରନ୍ତି କାଶୁରାମ ଓ ତାଙ୍କ ଭିଖାଲି। ଶୁକ୍ରବାର ପଡ଼ୋଶୀ ପରିବାରଙ୍କ ଏକ ବିବାହ କାର୍ଯ୍ୟକ୍ରମରେ…
୨୯ ଥର ନିର୍ବାଚନ ଲଢିଥିବା ଭାଜପାର ଯୁବ ଅଧ୍ୟକ୍ଷ ଗୋଟିଏ ଥର ବି ହାରିନାହାଁନ୍ତି
ନୂଆଦିଲ୍ଲୀ,୨୭।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ୫୦ ବର୍ଷ ବୟସରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳି ଥିବାରୁ ତାଙ୍କୁ ସବୁଠାରୁ ଯୁବ ଅଧ୍ୟକ୍ଷ ବୋଲି କୁହାଯାଏ। କେବଳ ସେତିକି ନୁହେଁ ସେ ଭାଜପାର ପରାମର୍ଶଦାତା ଭାବେ ମଧ୍ୟ ବେଶ୍ ପରିଚିତ। ୨୦୧୪ରୁ…
ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ
ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ ଯୁବକ। ଅସରଫ ଖାନ୍ ନାମକ ଏହି ୨୨ବର୍ଷୀୟ ଯୁବକ ନିଜ ରକ୍ତ ଦେଇ ଗର୍ଭବତୀ…
ଦ୍ୱିତୀୟ ଇନିଂସ୍ରେ ପ୍ରଥମେ ମାଲଦିଭିସ୍ ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ପ୍ରଥମେ ସେ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦିଭିସ୍ ଗସ୍ତ କରିବେ ବୋଲି ସୋମବାର ବିଶେଷ ସୂତ୍ରରୁ ଜଣାପଡିଛି। ଏକ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆସନ୍ତା…
ଖରାରେ ପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରୁଛନ୍ତି ନାସିର ଭାଇ
ଗ୍ବାଲିୟର,୨୭।୫: ଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏହା ସହିତ ଉତ୍କଟ ଜଳ ସମସ୍ୟା ମଣିଷ ସହିତ ଅନ୍ୟ ପ୍ରାଣୀଙ୍କୁ ଅସ୍ତବ୍ୟସ୍ତ କରୁଛି। ତେବେ ମଧ୍ୟପ୍ରଦେଶ ଗ୍ବାଲିୟରରେ ବାସ କରୁଥିବା ନାସିର ଭାଇ ବିଭିନ୍ନ ପ୍ରାଣୀଙ୍କ ପାଇଁ ସହରର ଭିନ୍ନ…
Archives


