ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ
ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ ଯୁବକ। ଅସରଫ ଖାନ୍ ନାମକ ଏହି ୨୨ବର୍ଷୀୟ ଯୁବକ ନିଜ ରକ୍ତ ଦେଇ ଗର୍ଭବତୀ…
ଦ୍ୱିତୀୟ ଇନିଂସ୍ରେ ପ୍ରଥମେ ମାଲଦିଭିସ୍ ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ପ୍ରଥମେ ସେ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦିଭିସ୍ ଗସ୍ତ କରିବେ ବୋଲି ସୋମବାର ବିଶେଷ ସୂତ୍ରରୁ ଜଣାପଡିଛି। ଏକ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆସନ୍ତା…
ଖରାରେ ପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରୁଛନ୍ତି ନାସିର ଭାଇ
ଗ୍ବାଲିୟର,୨୭।୫: ଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏହା ସହିତ ଉତ୍କଟ ଜଳ ସମସ୍ୟା ମଣିଷ ସହିତ ଅନ୍ୟ ପ୍ରାଣୀଙ୍କୁ ଅସ୍ତବ୍ୟସ୍ତ କରୁଛି। ତେବେ ମଧ୍ୟପ୍ରଦେଶ ଗ୍ବାଲିୟରରେ ବାସ କରୁଥିବା ନାସିର ଭାଇ ବିଭିନ୍ନ ପ୍ରାଣୀଙ୍କ ପାଇଁ ସହରର ଭିନ୍ନ…
ମିଗ୍-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ
ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍ ଧନଓ୍ବା ଏୟାରଫୋର୍ସ ଯବାନଙ୍କ ପାଇଁ ଏକ ମିଶାଲ ତିଆରି କରିଛନ୍ତି। ସେ ମିଗ୍-୨୧ ଯୁଦ୍ଧ ବିମାନକୁ…
ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ କଲେ ଯୁବକ
ହାଇଦ୍ରାବାଦ,୨୭।୫: ‘ସର୍ଭ ନିଡି’ ନାମକ ଏନ୍ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ‘ୟୁନିଭର୍ସାଲ ବୁକ୍ ଅଫ୍ ରେକର୍ଡ’ରେ ନିଜର ନାଁକୁ ସ୍ଥାନିତ କରିପାରିଛନ୍ତି। ରବିବାର…
ରମଜାନ୍ରେ ସେହରୀ ଏବଂ ଇଫତାର ସମୟ ଜଣାଇବା ପାଇଁ ରାୟସେନ୍ରେ ଫୁଟୁଛି ତୋପ
ଭୋପାଳ, ୨୭।୫: ମଧ୍ୟପ୍ରଦେଶ ରାୟସେନ ଦୁର୍ଗରେ ଏବେ ରମଜାନ୍ ମାସରେ ପ୍ରତିଦିନ ଭୋର୍ ଏବଂ ସନ୍ଧ୍ୟା ସମୟରେ ତୋପ ଫୁଟୁଛି। ସ୍ଥାନୀୟ ରାୟସେନ୍ ଦୁର୍ଗରେ ୨ ଶହ ବର୍ଷ ଧରି ଏହି ପରମ୍ପରା ଏପର୍ଯ୍ୟନ୍ତ ପାଳିତ ହେଉଛି। ମୁସଲମାନ୍ ସମ୍ପ୍ରଦାୟଙ୍କୁ ରୋଜା…
ସତ ହେଲା ବାଜପେୟୀଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଥିବା ଆଲୋଚନା ହେଉଛି। ପାଖାପାଖି ଦୁଇ ଦଶକ ପରେ ଏହା ସତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ୧୯୯୯ରେ ଯେତେବେଳେ ବାଜପେୟୀ ସରକାର ଖଣ୍ଡେ ଭୋଟରେ ହାରି…
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ
ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି କାଢି ଫୋପାଡି ଦେଇଛନ୍ତି କିଛି ଅଜ୍ଞାତ ଯୁବକ। ରବିବାର ବିଳମ୍ବିତ ରାତିରେ ମହମ୍ମଦ ବରକତ…
ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ଆଇଇଡି ନିଷ୍କ୍ରିୟ କଲା ସେନା
ରାଜୌରୀ,୨୭।୫: ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଇଡି ମିଳିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି। ପ୍ରଥମେ ସେନା ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ସତର୍କତାର…
ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ
ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋବିନ୍ଦପୁର ଇଲାକାରେ ଥିବା ଏକ ବନ୍ଦ ଘରୁ ଜୋରରେ…
‘ହର ହର ମହାଦେବ’ ଧ୍ୱନୀରେ ମୋଦିଙ୍କୁ ସ୍ବାଗତ କଲା ବାରଣାସୀ
ବାରଣାସୀ,୨୭।୫: ଲୋକ ସଭା ନିର୍ବାଚନରେ ଅଭୁତ ପୂର୍ବ ସଫଳତା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀ ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଭାଜପା ଅଧ୍ୟକ୍ଷ ଅମିତ ଶାହ, ଉତ୍ତର ପ୍ରଦେଶ…
ଲୋକ ସଭାର ସ୍ପେଶାଲ ୧୧ ଏମ୍ପି: ଓପନିଂ ବ୍ୟାଟିଂରେ ମାରିିଛନ୍ତି ଛକା; ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠ
ନୂଆଦିଲ୍ଲୀ, ୨୭।୫: ଚଳିତ ଲୋକ ସଭାରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟ ଲାଭ କରିଛନ୍ତି ୧୧ ଜଣ ଏମ୍ପି। ଓପନିଂ ବ୍ୟାଟିଂରେ ସେମାନେ ଛକାମାରି ସିଧା ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସନି ଦେଓଲ, ତେଜସ୍ବୀ ସୂର୍ଯ୍ୟା, ଗୌତମ…
Archives


