ଭିଡ଼ହିଂସା ବିରୋଧରେ ଆଇନ ଆଣିବେ ସରକାର
ନୂଆଦିଲ୍ଲୀ,୨୧ା୭(ଆଇଏଏନ୍ଏସ୍): ଦେଶରେ ଭିଡ଼ହିଂସା ବଢ଼ିଚାଲିଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏନେଇ ସରକାର ବିଲ୍ ଆଣିପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଭିଡ଼ହିଂସା ବିରୋଧରେ ଆଇନ ଆଣିବା ଲାଗି ସୁପ୍ରିମକୋର୍ଟ ବର୍ଷକ…
ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି
ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ହୃତ୍ଘାତ ହେବାରୁ ଶୀଲାଙ୍କୁ ସକାଳେ ଫର୍ଟିସ ଏସ୍କଟର୍ସ ହାର୍ଟ ଇନ୍ଷ୍ଟିଚ୍ୟୁଟରେ…
ଶିଲା ଦୀକ୍ଷିତଙ୍କ ବିୟୋଗ କଂଗ୍ରେସର ଏକ ଅପୂରଣୀୟ କ୍ଷତି
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ଦିଲ୍ଲୀର ଫୋର୍ଟିସ୍ ଏସକର୍ଟସ୍ ହାର୍ଟ ଇନଷ୍ଟୁଚ୍ୟୁଟରେ ପରଲୋକ ହୋଇଛି। ଦୀର୍ଘ ୧୫ ବର୍ଷକାଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା କଂଗ୍ରେସର ଏହି ନେତ୍ରୀଙ୍କ ବିୟୋଗ କଂଗ୍ରେସ ପାଇଁ ଅପୂରଣୀୟ…
ବନ୍ୟା ପରିସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଅନୁରୋଧ କଲେ ତେଜସ୍ବୀ
ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲାଣି। ଏପରି ସ୍ଥଳେ ଆର୍ଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାହୁଲ
ନୂଆଦିଲ୍ଲୀ,୨୦।୭: ଦୀର୍ଘ ୧୫ ବର୍ଷ କାଳ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି। ରାହୁଲ ଟୁଇଟ୍ କରି ଲେଖିଛନ୍ତି କଂଗ୍ରେସ ତା’ର ଗେଲ୍ଲା ଝିଅକୁ…
ଶିଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଦୀକ୍ଷିତଙ୍କର ଦିଲ୍ଲୀପ୍ରତି ଅବଦାନ ବହୁତ। ଶାସନ କ୍ଷମତାରେ ଥିବା ସମୟରେ…
ପରପାରିରେ ଶିଲା ଦୀକ୍ଷିତ
ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଶନିବାର ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି। ଅସ୍ବାଭାବିକ ହୃଦ୍ସ୍ପନ୍ଦନ ଯୋଗୁ ତାଙ୍କୁ ଦିଲ୍ଲୀସ୍ଥିତ ଫୋର୍ଟିସ୍…
ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି
ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଛି।…
ଜିଲା ନିର୍ବାଚନ ଅଧିକାରୀଙ୍କ ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋ
ହୋସିୟାରପୁର,୨୦।୭: ପଞ୍ଜାବ ହୋସିୟାରପୁର ଜିଲାର ନିର୍ବାଚନ ଅଧିକାରୀ ଲୋକଙ୍କ ସଚେତନତା ପାଇଁ ଲଗାଇଥିବା ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ନେଇ ଦାବି କରାଯାଇଛି କି ନିର୍ବାଚନ…
ମହାରାଷ୍ଟ୍ରରେ ଭୂକମ୍ପ: ଲୋକେ ଆତଙ୍କିତ
ମୁମ୍ବାଇ,୨୦।୭: ମହାରାଷ୍ଟ୍ର ପାଲଘରରେ ଶନିବାର ପୂର୍ବାହ୍ନ ୯ଟା ୧୭ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ…
ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ: ଉତ୍ତରପ୍ରଦେଶର ରାମ ନାଇକଙ୍କ ବଦଳରେ ଆନନ୍ଦୀବେନ ପଟେଲ
ନୂଆଦିଲ୍ଲୀ,୨୦।୭: କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ସବୁଠାରୁ ଆଗରେ ରହିଛନ୍ତି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ। ତାଙ୍କୁ ଏବେ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ଉତ୍ତରପ୍ରଦେଶରେ…
ବିଫଳତା ଲୁଚାଇବାକୁ ୧୪୪ ଧାରା ଜାରି କରିଛନ୍ତି ଯୋଗୀ ସରକାର: ମାୟାବତୀ
ଲକ୍ଷ୍ନୌ,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ଜମି ବିବାଦକୁ ନେଇ ମୃତ୍ୟୁ ହୋଇଥିବା ଆଦିବାସୀଙ୍କ ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାୟାବତୀ କହିଛନ୍ତି ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଯୋଗୀ…
Archives


