ଜାତୀୟ

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ ମନରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ବିଷ ମଞ୍ଜି ବୁଣୁଛି। ରୋହିଙ୍ଗ୍ୟାଙ୍କୁ ସଂଗଠନରେ…

ଏବେ ୧ ଟଙ୍କାରେ ସାନିଟାରୀ ନ୍ୟାପକିନ୍‌: ୫ ହଜାର ୫ଶହ ଜନ ଔଷଧୀ କେନ୍ଦ୍ରରେ ମିଳିବ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି ଅନୁସାରେ ଏଣିକି ୧ ଟଙ୍କାରେ ଶସ୍ତା ସାନିଟାରୀ ନ୍ୟାପକିନ୍‌ ମିଳିବ। ଏହା ଦେଶର ୫…

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ୭୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିପାରିବ…

ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ

ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ଥିବାବେଳେ ତଳ ମହଲାରେ ମଦ ଦୋକାନ ରହିଛି। ଭିଡ଼ିଓଟି ଧାନବାଦର ଗୋବିନ୍ଦପୁର…

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦…

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଶଶି ଥରୁର୍‌, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଥିରୁଭାନନ୍ତପୁରମ୍‌, ୨୭।୮: କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ପଡିଯାଇଛନ୍ତି। କେରଳ ପ୍ରଦେଶ କଂଗ୍ରେସ କମିଟି ଏନେଇ ଥରୁରଙ୍କୁ ସ୍ପଷ୍ଟୀକରଣ ମାଗିଛି। ସେ ଜବାବ ଦେବା ପରେ ତାଙ୍କ ବିରୋଧରେ…

୨ ଅଟୋ ଉପରେ ଓଲଟିଲା ଟ୍ରକ: ୧୬ ମୃତ

ଶାହଜାହାନପୁର,୨୭।୮: ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ୨ଟି ଅଟୋ ଉପରେ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ,…

ଏୟାର ଇଣ୍ଡିଆରେ ଇନ୍ଧନ ସଙ୍କଟ: ଉଡ଼ାଣ ନ କରି ୪ ଘଣ୍ଟା ରନଓ୍ବେରେ ଅଟକି ରହିଲା ଡ୍ରିମ୍‌ଲାଇନର୍‌ ବିମାନ

କୋଚିି, ୨୭।୮: ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଏହାର ବିମାନରେ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବା ପାଇଁ ଇନ୍ଧନ ମଧ୍ୟ ନାହିଁ। ଏୟାର ଇଣ୍ଡିଆରେ ଜାରି ରହିଥିବା ଇନ୍ଧନ ସଙ୍କଟ ସମ୍ପର୍କରେ ଏବେ ଜଣାପଡ଼ିଛି। କୋଚି…

କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌ ସିଜ୍‌: ୧୫୦ କୋଟି ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌କୁ ଆୟକର ବିଭାଗ ପକ୍ଷରୁ ସିଜ୍‌ କରାଯାଇଛି। ଏହା ସହିତ କୁଳଦୀପ୍‌ଙ୍କ ୧୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ ଜବତ କରାଯାଇଛି। କୁଳଦୀପଙ୍କ ହ୍ବାଇଟ୍‌ ଷ୍ଟାର୍‌ ହୋଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୩୪ ପ୍ରତିଶତ ବ୍ରିଟିଶ୍‌…

ଇଡ଼ି ସତ୍ୟପାଠ ନେଇ ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ପାଲଟା ଜବାବ: ସମସ୍ତ ସମ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଜବାବ ଦିଆଯାଇଛି। ସମସ୍ତ ସମ୍ପତ୍ତି ବୈଧ ବୋଲି ଚିଦାମ୍ବରମ୍‌ଙ୍କ ପକ୍ଷରୁ କୁହାଯାଇଛି। ଇଡ଼ି ପକ୍ଷରୁ ଯେଉଁ…

କରୁଣାନିଧିଙ୍କ ସମ୍ମାନାର୍ଥେ ନିର୍ମାଣ ହେବ ମନ୍ଦିର

ଚେନ୍ନାଇ,୨୭।୮: ଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌ କରୁଣାନିଧିଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିର ନାମ ‘ଟେମ୍ପଲ୍‌ ଅଫ୍‌ ରାସ୍‌ନାଲିଟି’ ରଖାଯାଇଛି। ମନ୍ଦିର ନିର୍ମାଣ ପାଇଁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ…

ଜେଟଲୀଙ୍କ ଘରେ ପହଞ୍ଚିଲେ ମୋଦି: ପରିବାର ବର୍ଗଙ୍କୁ ଦେଲେ ସ୍ବାନ୍ତନା

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରି ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କୈଳାସ କଲୋନୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସ୍ତ୍ରୀ ସଙ୍ଗୀତା ଜେଟଲୀ, ଝିଅ ସୋନାଲୀ ଏବଂ ପୁଅ ରୋହନଙ୍କୁ ଭେଟିଛନ୍ତି। ସେ ଶୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri