ଜାତୀୟ

ଆଇପିସି ଏବଂ ସିଆର୍‌ପିସିରେ ଅଣାଯିବ ପରିବର୍ତ୍ତନ; ଗଠନ ହେବ ନ୍ୟାସନାଲ୍‌ ମୋଡୁସ୍‌ ଆପରେଣ୍ଡି ବ୍ୟୁରୋ: ଅମିତ ଶାହ

ନୂଆଦିଲ୍ଲୀ,୨୮।୮: ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଏବଂ ଆପରାଧୀକ ପ୍ରଣାଳୀ କୋଡ୍‌(ସିଆର୍‌ପିସି)ରେ କେତେକ ପରିବର୍ତ୍ତନ କରାଯିବ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଦିଲ୍ଲୀ ସ୍ଥିତି ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ର ୪୯ତମ…

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏବେ ଭାରତ କେବଳ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ଏହାର ପ୍ରତିପକ୍ଷ…

ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି: ଲାଗିବ ୨୦ ସିସିଟିଭି କ୍ୟାମେରା

ସିଦ୍ଧାର୍ଥନଗର,୨୮।୮: ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶ ଗୋରଖପୁରଠାରେ ନେପାଳ ସହିତ ଭାରତର ୬୮ କିଲୋମିଟର ସୀମା ରହିଛି। ତେବେ ଏଠାରେ ଉଭୟ ଦେଶ ମଧ୍ୟରେ ଗମନାଗମନ କରିବା ପାଇଁ କୌଣସି ବାରଣ ନାହିଁ। ଏହାର…

ବିଧାନସଭାରେ ପର୍ନ ଦେଖୁଥିବା ବିଧାୟକ ହେଲେ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୮।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି, ଗୋବିନ୍ଦ ମକଥାପ୍ପା କାରାଜୋଲ ଏବଂ ଅଶ୍ୱଥ…

ବଂଶୀ ସ୍ବର ଶୁଣି ଅଧିକ କ୍ଷୀର ଦିଏ ଗାଈ: ଭାଜପା ବିଧାୟକ

ଗୁଆହାଟୀ, ୨୮।୮: ବଂଶୀ ସ୍ବର ଶୁଣିଲେ ଗାଈ ଅଧିକ କ୍ଷୀର ଦେବ। ଏ କଥା ମୁଁ ନୁହେଁ, ଗୁଜରାଟର ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଗବେଷଣା କରି ପ୍ରମାଣିତ କରିଛନ୍ତି ବୋଲି ଭାଜପା ବିଧାୟକ ଦିଲୀପ କୁମାର ମତ ଦେଇଛନ୍ତି। ଯେମିତି ଭଗବାନ…

ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ମିଳିଲା ଅନୁମତି: କଶ୍ମୀର ଛାତ୍ର ନିଜ ପରିବାରଙ୍କୁ ଭେଟିପାରିବେ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୮।୮: ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ଲୋଡିଥିଲେ। ସେହିପରି କଶ୍ମୀର ଅନନ୍ତନାଗର ଛାତ୍ର ତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆବେଦନ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଅକ୍ଟୋବରରେ ସମ୍ବିଧାନ ପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୮।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌କୋର୍ଟରେ ୧୪ଟି ଆବେଦନ ଦାଖଲ କରାଯାଇଥିଲା। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୭ ଦିନ ମଧ୍ୟରେ ଏନେଇ ଉତ୍ତର…

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ।…

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ କରିଥିଲେ ଯେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିଚାଲିଛି। ଏହାକୁ ଅସ୍ତ୍ର…

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧ ଦିନ ପରେ ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଅଗଷ୍ଟ ୩୦…

ବାରାଣସୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଲଶ୍କରର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ବାରାଣସୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଅନୁସାରେ ଲଶ୍କର ସଦସ୍ୟ ଉମର ମଦନି ବାରାଣସୀର ଏକ ଯାତ୍ରୀ ନିବାସରେ…

୨୦୨୨ରେ ଭାରତର ମାନବ ମିଶନ ‘ଗଙ୍ଗାୟାନ’: ୪ ମହାକାଶଚାରୀଙ୍କୁ ତାଲିମ ଦେବ ରୁଷିଆ

ନୂଆଦିଲ୍ଲୀ,୨୮।୮: ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହେବ ମାନବ ମିଶନ ‘ଗଙ୍ଗାୟାନ୍‌’। ଏହି ମିଶନ ପାଇଁ ୪ ମହାକାଶଚାରୀଙ୍କୁ ରୁଷିଆ ତାଲିମ୍‌ ଦେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମୟରେ ବୁଝାମଣା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri