ତିନିମାସକୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କା
ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ ଧାର୍ଯ୍ୟ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଧୌଲନା ଅଞ୍ଚଳର ବଝାଦେ କଲାଂ…
ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି
କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି ହିମାଚଳ ପ୍ରଦେଶର ଲୋହୌଲ ସ୍ପିତିରେ। ସେଠାରେ ମାତା ସୀତାଙ୍କୁ ରାବଣର ଝିଅ ବୋଲି ଲୋକମାନେ…
ସମଗ୍ର ଦେଶରେ ଖୋଲାଯିବ ୭୫ ମେଡିକାଲ କଲେଜ
ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଦେଶରେ ମୋଟ ୭୫ଟି ନୂତନ ମେଡିକାଲ କଲେଜ ଖୋଲାଯିବା ନେଇ କେନ୍ଦ୍ର ସରକାର ମଞ୍ଜୁରୀ…
ଗୁରୁବାର ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୮।୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଗସ୍ତରେ ଯିବେ। ଏହି ଅବସରରେ ସେ ସାଧାରଣ ଲୋକ, ସୁରକ୍ଷାକର୍ମୀ ଓ…
ଆଜମ ଖାନ୍ଙ୍କୁ ଝଟକା: ଅନ୍ତରୀଣ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ,୨୮।୮: ସମାଜବାଦୀ ପାର୍ଟି(ଏସ୍ପି)ର ଏମ୍ପି ଆଜମ ଖାନ୍ଙ୍କ ବଢ଼ୁଛି ଅଡ଼ୁଆ। ଜିଲା ଅଦାଲତ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଆଜମଙ୍କ ବିରୋଧରେ…
ଗୁରୁବାର ଯାଏ ବଢ଼ିଲା ଚିଦାମ୍ବରମ୍ଙ୍କ ଅନ୍ତରୀଣ ସୁରକ୍ଷା
ନୂଆଦିଲ୍ଲୀ,୨୮।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ଅନ୍ତରୀଣ ଜାମିନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବଢ଼ାଇ ଦେଇଛନ୍ତି। ଚିଦାମ୍ବରମ୍ଙ୍କୁ ଗୁରୁବାର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରି ଉପରେ ରୋକ ଲଗାଇଛନ୍ତି କୋର୍ଟ।…
ରାହୁଲଙ୍କୁ ଚୁମ୍ବନ ଦେଲେ ପୁରୁଷ ସଦସ୍ୟ: ଭିଡିଓ ଭାଇରାଲ
ଓ୍ବାୟନାଡ,୨୮।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡର ଏମ୍ପି ଥିବା ବେଳେ ବୁଧବାର ସେ ସେଠାକୁ ଗସ୍ତ କରିଛନ୍ତି। ରାହୁଲ ଚଳିତ ମାସରେ ନିଜର ନିର୍ବାଚନ ମଣ୍ଡଳୀକୁ ଦ୍ୱିତୀୟ ଥର ଯାଇଥିବା ଜଣାପଡ଼ିଛି। ଏହି ଅଞ୍ଚଳରେ ଲଗାତର ବର୍ଷା…
ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା
ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ଲକ୍ଷ୍ନୌ ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା। ଷ୍ଟେଶନରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଇ ରେଲଓ୍ବେ ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ଷ୍ଟେଶନ ଉପରେ ବିକ୍ରି ହେଉଥିବା କଦଳୀ ଖାଇ ତାର ଚୋପାକୁ ଲୋକମାନେ…
ଟାଇମ୍ ମାଗାଜିନ୍ ତାଲିକାରେ ସାମିଲ ହେଲା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’
ନୁଆଦିଲ୍ଲୀ,୨୮।୮: ସାଧାରଣତଃ ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ନିକଟରେ ଗୁଜରାଟରେ ତିଆରି ହୋଇଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଏହି କ୍ରମରେ ବିଶ୍ୱର ପ୍ରତିଷ୍ଠିତ ଟାଇମ୍ ମାଗାଜିନ୍ ପକ୍ଷରୁ ‘ବିଶ୍ୱର ପ୍ରମୁଖ…
ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା
ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏପରି କରାଯାଉଛି। ଏଠାକୁ ୫ରୁ ୧୬ ବର୍ଷ…
ପ୍ରଥମ ମହିଳା ଫ୍ଲାଇଟ୍ କମାଣ୍ଡର ହେଲେ ଶାଲିଜା ଧାମି
ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍ ୟୁନିଟ୍ର ପ୍ରଥମ ମହିଳା ଫ୍ଲାଇଟ୍ କମାଣ୍ଡର ଭାବେ ଓ୍ବିଙ୍ଗ୍ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର ବାସିନ୍ଦା। ସେ ହିନଡନ୍ ଏୟାରବେସ୍ର ଚେତକ ହେଲିକପ୍ଟର ୟୁନିଟ୍ର ଫ୍ଲାଇଟ୍ କମାଣ୍ଡର ଭାବେ କାର୍ଯ୍ୟ…
ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା
ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ। ନିକଟରେ ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଇଥିଲା ପାକିସ୍ତାନ। ଏନେଇ ତିବ୍ଦତୀୟ ଧର୍ମଗୁରୁ…
Archives


