ରାସ୍ତାରେ ଛେପ ପକାଇଲେ ଶହେ ଟଙ୍କା ଜରିମାନା: ୧୦ ହଜାର ଲୋକଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ
ଅହମ୍ମଦାବାଦ୍,୨୮।୪: ଗୁଜରାଟରେ ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ପାଇଁ କରାଯାଇଛି କଡ଼ା ଆଇନ। ସହରକୁ ପରିଷ୍କାର ରଖିବା ଲାଗି ଅହମ୍ମଦାବାଦ୍ ମହାନଗର ପାଳିକା ପକ୍ଷରୁ ଏଭଳି ଲୋକଙ୍କ ଉପରେ ଶହେ ଟଙ୍କା ଜରିମାନା ଦଣ୍ଡ ବିଧାନ କରାଯିବାର ଆଇନ ଜାରି କରାଯାଇଛି।…
ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ
ଲକ୍ଷ୍ନୌ,୨୮।୪: ଅଦର୍ ବ୍ୟାକ୍ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା ପାଇଁ ମୋଦି ନିଜକୁ ଓବିସିରେ ସାମିଲ କରିଥିବା କହିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଦ୍ୱିତୀୟ ବିବାହ କରୁଥିବା ଯୁବକଙ୍କୁ ବେଦୀରେ ଚପଲରେ ପିଟିଲେ ପ୍ରଥମ ସ୍ତ୍ରୀ
ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶ ଗାଜିଆବାଦ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ। ନୀତିନ ବର୍ମା ନାମକ ଜଣେ ଯୁବକ ସ୍ଥାନୀୟ ସିହାଣି ଗେଟ୍ ଥାନା ଅଞ୍ଚଳରେ ବିବାହ…
ଜେଟ୍ ଏୟାରଓ୍ବେଜ୍ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ମୋଦିଙ୍କୁ ଜବାବ ମାଗିଲା କଂଗ୍ରେସ
ନୂଆଦିଲ୍ଲୀ,୨୮।୪: କଂଗ୍ରେସର ବିରିଷ୍ଠ ନେତା ଆନନ୍ଦ ଶର୍ମା ଜେଟ୍ ଏୟାରଓ୍ବେଜର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ହେଉଛି ଏକ ଅପରାଧିକ ଷଡ଼ଯନ୍ତ୍ର ତେଣୁ ମୋଦି ଏହାର ଜବାବ ଦେବା ଉଚିତ୍। ଶର୍ମା ଟୁଇଟ୍…
ବୁଧବାର ନର୍ମଦାଞ୍ଚଳରେ ମୋଦିଙ୍କ ନିର୍ବାଚନୀ ସଭା: ଲାଗିବ ୩୮ ଏସି; ସ୍ପ୍ରେ ହେବ ଥଣ୍ଡା ପାଣି
ଭୋପାଳ,୨୮।୪: ମଧ୍ୟପ୍ରଦେଶ ନର୍ମଦାଞ୍ଚଳରେ ପଞ୍ଚମ ପର୍ଯ୍ୟାୟରେ ହେବ ଲୋକ ସଭା ନିର୍ବାଚନ। ମେ ୬ରେ ଏଠାରେ ମତଦାନ କରାଯିବ। ନିର୍ବାଚନୀ ପ୍ରଚାର ପାଇଁ ପ୍ରବଳ ଗରମ ସତ୍ତ୍ୱେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର(ମେ ୧) ଅପରାହ୍ନ ୪ଟାରେ ଏକ ସାଧାରଣ…
ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !
ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ। ଏସବୁ ୧୯୫ ଆସନ ମଧ୍ୟରୁ ୨୦୧୪ରେ ଭାଜପା ମେଣ୍ଟକୁ ୧୭୭ ଆସନ ମିଳିଥିଲା। ସଫଳତା…
ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍ସି
କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି ଟିଏମ୍ସି। ଟିଏମ୍ସି କହିଛି ଖଲି ହେଉଛନ୍ତି ଆମେରିକାର ନାଗରିକ। ତେଣୁ ଜଣେ ବିଦେଶୀ ହିସାବରେ…
ମାୟାବତୀ,ମମତା, ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର: ଶରଦ ପାଓ୍ବାର
ମୁମ୍ବାଇ,୨୮।୪: ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଏଥର ବହୁମତ ସାବ୍ୟସ୍ତ କରିବାରେ ଅସଫଳ ହେବେ ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନେତାଙ୍କର ଅଭାବ ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର…
୪୧ ଲୋକ ସଭା ଆସନ ପାଇଁ ବାରାଣସୀରୁ ଲଢ଼ିଲେ ନାହିଁ ପ୍ରିୟଙ୍କା
ନୂଆଦିଲ୍ଲୀ,୨୮।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ କରାଯାଉଥିଲା। ତେବେ ଶେଷ ମୂହୂର୍ତ୍ତରେ ଏନେଇ ମନା କରିଥିଲେ ପ୍ରିୟଙ୍କା। ସେ କାହିଁକ ମନା…
ଗର୍ଲଫ୍ରେଣ୍ଡ୍ଙ୍କୁ ବିବାହ କରିବା ପାଇଁ ନିଜକୁ ଅପହରଣ କରାଇଲେ ଯୁବକ
ଲକ୍ଷ୍ନୌ,୨୮।୪: ଗର୍ଲଫ୍ରେଣ୍ଡ୍ଙ୍କୁ ବିବାହ କରି ପାଇଁ ଉତ୍ତରପ୍ରଦେଶ ଝାଂସୀର ଜଣେ ଯୁବକ ନିଜକୁ ଅପହରଣ କରାଇଛନ୍ତି। ଘର ଲୋକେ ୩୧ ବର୍ଷ ବୟସ୍କ ସଫ୍ଟଓ୍ବେର ଇଞ୍ଜିନିୟର ରବି ସିଂଙ୍କ ବିବାହ ଠିକ୍ କରିଥିଲେ। ତେବେ ରବି ଦିଲ୍ଲୀରେ ଥିବା ଗର୍ଲ ଫ୍ରେଣ୍ଡ୍ଙ୍କୁ…
ଜନସନ୍ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ: ବିକ୍ରି ବନ୍ଦ ପାଇଁ ଏନ୍ସିପିସିଆର୍ ପକ୍ଷରୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୮।୪: ଜନସନ୍ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ରହିଥିବା କୁହାଯାଉଛି। ତେଣୁ ଏହାର ବିକ୍ରି ବନ୍ଦ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍ସିପିସିଆର୍)ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲରଙ୍କ ରିପୋର୍ଟ ଆଧାରରେ ଏନ୍ସିପିସିଆର୍ ପକ୍ଷରୁ…
ମିଳୁନି ଦରମା: ଜେଟ୍ ଏୟାରଓ୍ବେଜ୍ କର୍ମଚାରୀ କଲେ ଆତ୍ମହତ୍ୟା
ନୂଆଦିଲ୍ଲୀ,୨୮।୪: ଜେଟ୍ ଏୟାରଓ୍ବେଜ୍ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍ ଏୟାରଓ୍ବେଜ୍ର ଜଣେ ଟେକ୍ନିସିଆନ୍ ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଦୀର୍ଘଦିନ ଧରି…
Archives


