ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର
ବିଶାଖାପଟ୍ଟନମ୍,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ୧୨ ଜଣ ଆହତ ହୋଇଥିବା କୁହାଯାଉଛି।…
ଯୌତୁକରେ ମିଳିଲାନି ସ୍କର୍ପିଓ: ଅଧା ବିବାହରୁ ବର ଫେରାର
ଜୟପୁର,୧୯।୫: ରାଜସ୍ଥାନ ବାରାଂ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବରଙ୍କୁ କନ୍ୟା ପକ୍ଷ ସ୍କର୍ପିଓ ଗାଡ଼ି ଦେବାକୁ ମନା କରିବାରୁ ଅଧା ବିବାହରୁ ସେ ବେଦୀରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ହରନାବଦାଶାହଜୀ ଥାନା ଅନ୍ତର୍ଗତ ଦିଗୋଦ ଜାଗିର…
ଅଲଓ୍ବର ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ ମିଳିବ ନିଯୁକ୍ତି
ଜୟପୁର,୧୯।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ପୋଲିସରେ ନିଯୁକ୍ତି ମିିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ସହିତ ସାକ୍ଷାତ୍ କରି ଯିବା ପରେ ଏକ କନେଷ୍ଟବଳ ଦଳ ତାଙ୍କୁ ଭେଟିଥିଲେ। ପୀଡିତାଙ୍କ ଶିକ୍ଷାଗତ…
ଭୋଟ ନ ଦେବାକୁ କହି ଭାଜପା କର୍ମକର୍ତ୍ତା ଦେଲେ ନୋଟ୍: ଆଙ୍ଗୁଠିରେ ଲଗାଇଲେ କାଳି
ଲକ୍ଷ୍ନୌ,୧୯ା୫: ଉତ୍ତରପ୍ରଦେଶ ଚନ୍ଦୋଲୀ ଲୋକ ସଭା ଆସନରେ ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସ୍ଥାନୀୟ ତାରାଜୀବନପୁର ଗାଁରେ ଭାଜପା କର୍ମକର୍ତ୍ତା ପ୍ରତି ଭୋଟରଙ୍କୁ ୫ ଶହ ଟଙ୍କା ଦେଇ ମତଦାନରୁ ବିରତ ରହିବାକୁ କହିବା ସହିତ ସେମାନଙ୍କ ହାତରେ କାଳି…
ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ମତଦାନ ଜାରି
ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ ଆସନ, ପଞ୍ଜାବର ୧୩,…
ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ରାହୁଲଙ୍କୁ ଦେବେଗୌଡ଼ାଙ୍କ ସମର୍ଥନ
ନୂଆଦିଲ୍ଲୀ,୧୯ା୫: ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ଙ୍କ ପରେ ଜେଡିଏସ୍ ସୁପ୍ରିମୋ ଦେବେଗୌଡା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ସମର୍ଥନ କରିଛନ୍ତି। ୮୭ତମ ଜନ୍ମଦିନରେ ସେ ଭେଙ୍କଟେଶ୍ୱର ମନ୍ଦିରରୁ ଫେରି ତିରୁମାଲାରେ ଖବରଦାତାଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ…
ବର୍ଷାରେ ଭିଜି ପାଦରେ ଚାଲି ଚାଲି ଯାଇ ଗୁମ୍ଫାରେ ଧ୍ୟାନ କଲେ ମୋଦି
ଡେରାଡୁନ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସାରି ଶନିବାର କେଦାରନାଥ ଦର୍ଶନରେ ବାହାରିଥିଲେ। ଏହି ଅବସରରେ ଡେରାଡୁନରେ ପ୍ରାୟ ୧.୫ କିଲୋମିଟର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ସେ ଧ୍ୟାନ କରିଛନ୍ତି। ଦେଶର ସୁଖ ସମୃଦ୍ଧି ପାଇଁ ସେଠାରେ…
ଆଚାର ସଂହିତା ଉଲ୍ଲଂଘନ ପାଇଁ ସନ୍ନିଙ୍କୁ ନୋଟିସ୍
ଗୁରୁଦାସପୁର,୧୮।୫: ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍ ଜାରି କରିଛନ୍ତି। ଫିଲ୍ମ ଅଭିନେତାରୁ ରାଜନେତା ହୋଇଥିବା ସନ୍ନିଙ୍କ ଉପରେ ଅଭିଯୋଗ ହେଉଛି ସେ ପ୍ରଚାର…
କେଜରିଓ୍ବାଲଙ୍କ ମୁସଲିମ୍ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା
ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା ପୂର୍ବରୁ କହୁଥିବା ବେଳେ ଏବେ କେଜରିଓ୍ବାଲ କହିଛନ୍ତି କି ଅଧିକାଂଶ ଭୋଟ କଂଗ୍ରେସକୁ ଯାଇଛି।…
ଧାରା ୩୭୦ ନେଇ ଭାଜପା ସହିତ ଜେଡିୟୁର ରହିଛି ମତଭେଦ
ପାଟନା,୧୮।୫: ୩୭୦ ଧାରା ନେଇ ଜେଡିୟୁର ଭାଜପା ସହିତ ମତଭେଦ ରହିଛି। ଏ ସମ୍ପର୍କରେ ଜେଡିୟୁ ପ୍ରବକ୍ତା ଅଜୟ ଆଲୋକ ସୂଚନା ଦେଇଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ଦ୍ୱାରା ଭୋଟର ବେଶ୍ ପ୍ରଭାବିତ ହେବେ। ଜେଡିୟୁର କୌଣସି ନିର୍ବାଚନୀ…
ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ
ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍)ପକ୍ଷରୁ ପ୍ରାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ଠାରୁ ଏଲ୍ ନିନୋ…
ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର
ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା କଲେ ଚାକର। ସୂଚନାଯୋଗ୍ୟ, ସେହି କଲୋନୀରେ ରହୁଥିବା ରାଜେନ୍ଦ୍ର ସିକ୍କା ଜଣେ କ୍ରସର ମାଲିକ।…
Archives


