ଜାତୀୟ

ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୨୭ା୫(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଥିସହିତ ତାଙ୍କୁ ସୋମବାର ଜେରା ପାଇଁ ହାଜର ହେବା ଲାଗି ସମନ କରାଯାଇଛି। ସେ...

କାନ୍ସରେ ‘ପାରାସାଇଟ୍‌’କୁ ସ୍ବର୍ଣ୍ଣ

କାନ୍ସ,୨୭ା୫(ପି.ଟି): ଦକ୍ଷିଣ କୋରୀୟ ନିର୍ଦ୍ଦେଶକ ବଙ୍ଗ୍‌ ଜୁନ୍‌ ହୋଙ୍କ ‘ପାରାସାଇଟ୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶନିବାର ସନ୍ଧ୍ୟାରେ ୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଉଦ୍‌ଯାପନୀ ଉତ୍ସବରେ ପାଲ୍‌ମେ ଡି’ଓର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ...

ଗୁଜୁରାଟ ଗସ୍ତରେ ମୋଦି: ରାସ୍ତା ପାଲଟିଲା ଜନସମୁଦ୍ର

ନୂଆଦିଲ୍ଲୀ,୨୬।୫: ଲୋକ ସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ପ୍ରଥମଥର ପାଇଁ ଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମଦାବାଦ୍‌ରେ ପହଞ୍ଚିବା ପରେ ମୋଦିଙ୍କ ଜୋରଦାର ସ୍ବାଗତ କରାଯାଇଥିଲା। ଏୟାରପୋର୍ଟରୁ ଭାଜପା ଅଫିସ୍‌ ଯିବା ପର୍ଯ୍ୟନ୍ତ...

ଭାଜପା ନେତାଙ୍କ ଘରେ କଂଗ୍ରେସ ବିଧାୟକ: କର୍ନାଟକ ରାଜନୀତିରେ ହଲ୍‌ଚଲ୍‌

ବେଙ୍ଗାଲୁରୁ, ୨୬।୫: ପୁଣି ଥରେ କର୍ନାଟକ ରାଜନୀତି ସରଗରମ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ କ୍ରିଷ୍ଣାଙ୍କୁ ରବିବାର ତାଙ୍କ ବାସଭବନରେ ଭେଟିବା ପରେ କର୍ନାଟକ ରାଜନୀତି ହଲ୍‌ଚଲ୍‌ ହୋଇଯାଇଛି।...

ରାଜୀବ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ, ୨୬।୫: ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ତଥା ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ। ତାଙ୍କ ଗିରଫଦାରୀ ଉପରେ ରହିତାଦେଶର ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ...

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ପାଇଁ ଉଭୟ ଫୋନରେ କଥା...

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଭବନରେ...

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ ପଡିଥିଲା। ଏହି ରାଗରେ ସେ ତିନି ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।...

ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ

ଲକ୍ଷ୍ନୌ, ୨୬।୫: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ରବିବାର ତାଙ୍କ ପରିବାରକୁ ଭେଟିଛନ୍ତିି ସ୍ମୃତି ଇରାନୀ। ସେ ସୁରେନ୍ଦ୍ରଙ୍କ ମୃତଦେହକୁ କାନ୍ଧେଇ...

ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ପୁଅ ମୋହ ଯୋଗୁ ଆଜି ଦଳର ଏଭଳି ଅବସ୍ଥା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ କରିଛି। ଦେଶବ୍ୟାପୀ କଂଗ୍ରେସର ପ୍ରମୁଖ ନେତାମାନେ ଏହି ବୈଠକରେ ଯୋଗ ଦେଇ ପରାଜୟର...

‘ଆପ୍‌’ରେ କଳି: କେଜ୍‌ରିଓ୍ବାଲଙ୍କୁ ହଟାଇବା ଦାବି ଜୋର ଧରିଲା

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀରୁ ଆମ ଆଦମୀ ପାର୍ଟି(ଆପ୍‌) ଗୋଟିଏ ବି ଆସନ ହାତେଇପାରିନାହିଁ। ଏହାକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି। ଦଳର କିଛି ନେତା ପରାଜୟ ପାଇଁ ସିଧାସଳଖ ଦଳ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜର୍ମାନୀ ସମାଜସେବୀଙ୍କ ଭିଜା ସମୟ ସୀମା ବଢ଼ାଇବା ମନା: ରିପୋର୍ଟ ତଲବ କଲେ ସୁଷମା

ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍‌ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ ମନା କରାଯାଇଥିଲା। ଏହାପରେ ଫ୍ରିଡେରିକ୍‌ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri