ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ରହିବ ମୌସୁମୀ
ନୂଆଦିଲ୍ଲୀ,୩୧।୫: ଗତ ଏପ୍ରିଲ ମାସରୁ ଦେଶର ଅଧିକାଂଶ ସହର ତତଲା କଡେଇରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ କିଛି ଭୁଲ୍ ହେବନି। କାରଣ କେତେକ ସହରର ତାପମାତ୍ରା ୪୮ ଡିଗ୍ରୀ ଛୁଇଁଥିବା ବେଳେ ଦେଶର ଅଧିକାଂଶ ସହରର...
ଯବାନଙ୍କ ବଦାନ୍ୟତା
ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍ପିଏଫ୍ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏହି ଯବାନମାନେ ୫ କିଲୋମିଟର ବାଟ ଏକ ଖଟରେ ବୋହି ନେଇ...
ବାଇକ୍ରେ ଭାରତରୁ ଲଣ୍ଡନ ଯାତ୍ରା କରିବେ ୩ ମହିଳା
ସୁରଟ,୩୧।୫: ଗୁଜରାଟ ସୁରଟର ବାଇକ୍ ରାଇଡର୍ସ ଗ୍ରୁପର ୩ ମହିଳା ‘ବାଇକିଂ କୁଇନ୍’ ଭାରତରୁ ଲଣ୍ଡନ ଯାତ୍ରା କରିବାକୁ ବାହାରିଛନ୍ତି। ଏହି ଯାତ୍ରା ସମୟରେ ଏମାନେ ୨୫ ଦେଶ ଓ ୩ ମହାଦେଶ ଏସିଆ, ୟୁରୋପ ଓ ଆଫ୍ରିକା ଅତିକ୍ରମ...
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାପରେ ଶୁକ୍ରବାର ମୋଦି ସରକାରଙ୍କ ପ୍ରାୟ ୫୭...
ମୋଦି ସରକାରରେ ନମ୍ବର ୨ରେ ରହିଲେ ଅମିତ ଶାହ
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି। ତେବେ ମୋଦିଙ୍କ ଅତି ନିକଟତର ତଥା ପୂର୍ବର ଭାଜପା...
କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଲାଗିଲା ‘ରାଫାଲ’ର ଏକ ନମୁନା
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ‘ରାଫାଲ’କୁ ଏକ ବଡ ମୁଦ୍ଦା ଭାବେ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା। ଏମିତିକି ଦଳ ସୁପ୍ରିମୋ ଏହାକୁ ନେଇ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଏହାସହ କଂଗ୍ରେସ...
ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ
ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ଓ ବଲିଉଡ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।...
ଇଟାଲୀରେ ଶହୀଦ ହୋଇଥିବା ଭାରତୀୟ ସେନା ୭୫ ବର୍ଷ ପରେ ଭାରତ ଫେରିବେ
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ପାଲୁରାମଙ୍କ ଅସ୍ଥି ୭୫ ବର୍ଷ ପରେ ଭାରତ ଫେରିବାର ସୌଭାଗ୍ୟ ଲାଭ କରିଛି। ପାଲୁରାମ ହିସାରର ବାସିନ୍ଦା ହୋଇଥିବା ବେଳେ ୭୫ ବର୍ଷ ହେବ ତାଙ୍କ ପରିବାର ଲୋକେ ପାଲୁରାମଙ୍କ ଅସ୍ଥି ପାଇବା...
ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ ବିଭାଗ ଦାୟିତ୍ୱ; ପ୍ରତାପଙ୍କୁ ମିଳିଲା ଏମ୍ଏସ୍ଏମ୍ଇ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ
ନୂଆଦିଲ୍ଲୀ,୩୧।୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡିଏ) ବିପୁଳ ବିଜୟ ସହ କେନ୍ଦ୍ରରେ ସରକାର ଗଢ଼ିଛି। ଗୁରୁବାର ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ କରିବା ପରେ ଶୁକ୍ରବାର ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ...
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ- ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ନୂଆଦିଲ୍ଲୀ, ୩୧।୫: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ...
କାମ ଆରମ୍ଭ କଲେ ମୋଦି
ନୂଆଦିଲ୍ଲୀ, ୩୧।୫: ଲଗାତର ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି। ଶୁକ୍ରବାର ହାଇଦ୍ରାବାଦ ହାଉସରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାରଙ୍କୁ ଭେଟିଛନ୍ତି।...
ମୋଦିଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀ ଶପଥ ନେବାକୁ ଆସିବା ମାତ୍ରେ ତାଳିରେ କମ୍ପିଲା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜଣେ ପରେ ଜଣେ ଶପଥ ନେଇଥିଲେ। ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପାଇଥିବା ଓଡ଼ିଶାର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଶପଥ ନେବାକୁ...
Archives


