ଜାତୀୟ

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ। ମଙ୍ଗଳବାର ଦିଲ୍ଲୀର ସିବିଆଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଯାଞ୍ଚ…

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ ମୋବାଇଲ ଉପଭୋକ୍ତା ଉଠାଇପାରିବେ ବୋଲି ସରକାର କହିଥିଲେ। ହେଲେ ଆରମ୍ଭ ହେବାର କିଛି ସମୟ…

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ ଏଠାକୁ ଆସେନାହିଁ, ଏହି ସ୍ଥାନ ମୋତେ ଆପେ ଆପେ ଟାଣି ନେଇ ଆସେ। ମୁଁ…

ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ହେବ ସର୍ଜିକାଲ୍‌ ଷ୍ଟ୍ରାଇକ୍‌: ସୂଚନା ଦେଲେ ମୋଦି

କୁରୁକ୍ଷେତ୍ର,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନକୁ ଯେଉଁ ନଦୀ ଜଳ ମିଳିବା କଥା ତାହା ଗତ ୭୦ ବର୍ଷ…

ହରିୟାଣାକୁ ନେଇ ଗର୍ବ କରେ: ମୋଦି

ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ ଗର୍ବ କରନ୍ତି। କାରଣ ନିକଟରେ ଭାରତ ଗସ୍ତ ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଲିଭିତ୍‌ରେ ଥିବା ସରକାରୀ ମାଧ୍ୟମିକ…

ଟ୍ରେନ୍‌ ଉପରେ ମହାକାଶରୁ ରଖାଯିବ କଡ଼ା ନଜର: ୬ ହଜାର ଇଞ୍ଜିନ୍‌ରେ ଲଗା ସରିଛି ‘ଗଗନ ପ୍ରଣାଳୀ’

ନୂଆଦିଲ୍ଲୀ,୧୫।୧୦: ଆଉ ଗୋଟିଏ ବର୍ଷ ପରେ ୨୦୨୦ ସୁଦ୍ଧା ଟ୍ରେନ୍‌ ଉପରେ ମହାକାଶରୁ କଡ଼ା ନଜର ରଖାଯିବ। ଏନେଇ ସାଟେଲାଇଟ୍‌ ସହିତ ଟ୍ରେନ୍‌ ଲୋକୋମୋଟିଭ୍‌ ଇଞ୍ଜିନ୍‌ ମଧ୍ୟରେ ସଂଯୋଗ ସ୍ଥାପିତ କରାଯିବ। ଦେଶରେ ଥିବା ୧୨ ହଜାର ଲୋକୋମୋଟିଭ୍‌ ଇଞ୍ଜିନ୍‌ ମଧ୍ୟରୁ…

ଗିରଫ ହେଲେ ଅବଦୁଲ୍ଲାଙ୍କ ଭଉଣୀ

ଜମ୍ମୁ,୧୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାକୁ ପ୍ରାୟ ୭୦ ଦିନ ପୂରି ଗଲାଣି। ଏହାପରେ ମଙ୍ଗଳବାର ଶ୍ରୀଗନରରେ ସିଲିଭ ସୋସାଇଟି ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଲାଲ ଚୌକ ନିକଟରେ କେତେଜଣ ମହିଳା ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ବିରୋଧ କରିଥିଲେ।…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦେଶବାସୀଙ୍କ ମତାମତ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଦିନ ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଏଥିପାଇଁ ନିଶୁଳ୍କ ନମ୍ବର ୧୮୦୦-୧୧-୭୮୦୦କୁ କଲ୍‌ କରି ଲୋକେ…

ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ କାଳି ମାଡ

ପାଟନା,୧୫।୧୦: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ମଙ୍ଗଳବାର କାଳି ମାଡ଼ କରାଯାଇଛି। ପାଟନାର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଶ୍ୱିନୀ ଚୌବେ ଡେଙ୍ଗୁ ରୋଗୀଙ୍କୁ ଭେଟିବା ସହ ଓ୍ବାର୍ଡ ନୀରିକ୍ଷଣ କରିବାକୁ…

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ ବନ୍ଦର ନିକଟରେ କେତେଗୁଡ଼ିଏ ପୋଖରୀ ରହିଛି। ପୋଖରୀକୁ ଖାଦ୍ୟ ଅନ୍ବେଷଣରେ ବହୁ ପକ୍ଷୀ ଆସିଥାନ୍ତି।…

କାର୍‌ ଛାତ ଭାଙ୍ଗି ପଶିଲା ବ୍ଲାଷ୍ଟିଂ ପଥର: ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ,୧୫।୧୦: କୁହାଯାଏ ମୃତ୍ୟୁ କେଉଁଠାରେ ଓ କିଭଳି ଆସିବ ତାହା କେହି ଭାବି ବି ନ ଥିବେ। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ। ରାସ୍ତାରେ ଯାଉଥିବା ବେଳେ ବ୍ଲାଷ୍ଟିଂର ଏକ ପଥର ଖଣ୍ଡ କାର୍‌ ଛାତକୁ ଭାଙ୍ଗି ବ୍ୟକ୍ତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri