ବିଜୟ ଜ୍ୟୋତି ସହ ଦ୍ରାସ୍ରେ ଦୌଡିଲେ କାରଗିଲ୍ ହିରୋ
ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧରେ ପାକିସ୍ତାନୀ ସେନାର ମୋର୍ଟାର ଆକ୍ରମଣରେ ଡାହାଣ ଗୋଡ଼ ହରାଇଥିଲେ ମେଜର ଦେବେନ୍ଦ୍ର ପାଲ୍ ସିଂହ। କାରଗିଲ୍ ବିଜୟ ଦିବସ ଉପଲକ୍ଷେ ବିଜୟ ଜ୍ୟୋତି ଧରି ଦ୍ରାସ୍ ସେକ୍ଟରେ ଶେଷ ରାଉଣ୍ଡରେ ତାଙ୍କୁ ଦୌଡିବା ଦେଖାଯାଇଛି। ସେ କୃତ୍ରିମ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ମନ୍ଦିର ଗଲେ ୟେଦୁରପ୍ପା
ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ସମୟ ପାଖେଇ ଆସୁଥିବା ବେଳେ ଭାଜପା ନେତା ବିଏସ୍ ୟେଦୁରପ୍ପା କାଡୁ ମାଲେଶ୍ୱର ମନ୍ଦିର ଯାଇ ଈଶ୍ୱରଙ୍କ କରୁଣା ଭିକ୍ଷା କରିଛନ୍ତି। ତାଙ୍କ ସହ ଅନ୍ୟ ରାଜନେତା ତଥା କର୍ମୀମାନେ ମଧ୍ୟ ମନ୍ଦିରରେ…
ଶପଥ ଗ୍ରହଣ ପୂର୍ବରୁ ଭାଜପା କାର୍ଯ୍ୟାଳୟ ପହଞ୍ଚିଲେ ୟେଦୁରପ୍ପା
ବେଙ୍ଗାଲୁରୁ,୨୬।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ନେତା ବିଏସ୍ ୟେଦୁରପ୍ପା ଶୁକ୍ରବାର କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାପୂର୍ବରୁ ସେ ଭାଜପା କାର୍ଯ୍ୟାଳୟ…
ରକ୍ତ ଦାନ କରି ଗୋଟିଏ କୁକୁରକୁ ବଞ୍ଚାଇଲା ଆଉ ଏକ କୁକୁର
ନରସିଂହପୁର,୨୬।୭: ମଧ୍ୟ ପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣିଥିବେ। ହେଲେ ଏଠାରେ ଗୋଟିଏ କୁକୁର ରକ୍ତଦାନ କରି ଏବେ ଉଦାହରଣ ସୃଷ୍ଟି କରିଛି।…
ଥାଲାସେମିଆ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମାତାପିତା
ମୌନପୁରୀ,୨୬।୭: ଉତ୍ତର ପ୍ରଦେଶର ମୌନପୁରୀରେ ଏବେ ଅସହାୟ ମାତାପିତା ନିଜ ସନ୍ତାନଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ ନିକଟକୁ ପତ୍ର ଲେଖିଛନ୍ତି। ତାହା ପୁଣି ରକ୍ତରେ। ଶିଶୁମାନେ ଥାଲାସେମିଆରେ ପୀଡିତ ଥିବା ବେଳେ…
ଟିକ୍ ଟକ୍ ଭିଡିଓ ପାଇଁ ନଦୀକୁ ଡେଉଁଛନ୍ତି ଯୁବକ
ପାଟନା,୨୬।୭: ବିହାରର ଦରଭଙ୍ଗା ଜିଲାରେ ବନ୍ୟା ଜଳରେ ଉଛୁଳୁଥିବା ନଦୀକୁ ହେଇଁ ଯୁବକମାନେ ଟିକ୍ ଟକ୍ ଭିଡିଓ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବନ୍ୟା ପାଣିରେ ନଦୀ କୂଳ ଲଂଘୁଥିବା ବେଳେ ଏହାକୁ ଖାତିର ନ କରି ଖର ସ୍ରୋତକୁ…
ଅଟ୍ଟାଳିକାରେ ଲାଗିଲା ନିଆଁ: ୧୫-୨୦ ଜଣ ଲୋକ ଫଶିଥିବା ସନ୍ଦେହ
ଅହମଦାବାଦ୍, ୨୬।୭: ଗୁଜୁରାଟର ଅହମଦାବାଦରେ ଏକ ବିରାଟ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ସେଠାରେ ୧୫ରୁ ଜଣଙ୍କ ଲୋକ ଫଶିଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲିଭାଇବା ପାଇଁ ଦମକଳବାହିନୀର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ…
୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ
ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି।…
ଜୟାଙ୍କୁ ଟାର୍ଗେଟ କଲେ ଅମର
ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍ ଅଭିନେତ୍ରୀ ତଥା ଏମ୍ପି ଜୟା ବଚ୍ଚନକୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ସେ ଏକ ଭିଡିଓ…
ଆଜମ୍ ଖାନ୍ଙ୍କ ମନ୍ତବ୍ୟ ଦେଶ ପାଇଁ ଲଜ୍ଜାଜନକ
ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି। ଶୁକ୍ରବାର ଗୃହ ଆରମ୍ଭ ହେବା କ୍ଷଣି ମହିଳା ଏମ୍ମାନେ ଆଜମ୍ଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି,…
ମଣିଷ ଖିଆ ବାଘୁଣୀକୁ ପିଟି ପିଟି ମାରିଦେଲେ ଗାଁ ଲୋକେ
ପିଲିଭିଟ,୨୬।୭: ଉତ୍ତର ପ୍ରଦେଶର ପିଲିଭିଟର ମାଟାନିଆ ଗାଁରେ ଗୋଟିଏ ବାଘୁଣୀକୁ ଲୋକଙ୍କ ଆକ୍ରୋସର ଶିକାର ହେବାକୁ ପଡିଛି। ବାଘୁଣୀଟି ଗାଁରେ ପଶି ପାଖାପାଖି ୯ ଜଣ ଲୋକଙ୍କୁ ଆହତ କରିବା ପରେ ଗାଁ ଲୋକେ ତାକୁ ପିଟି ପିଟି ମାରି ଦେଇଥିବା…
କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ସେନାମୁଖ୍ୟ, ପୁଣି ଏମିତି କଲେ ଭୋଗିବ ପରିଣାମ
ନୂଆଦିଲ୍ଲୀ, ୨୬।୭:କାର୍ଗିଲ ବିଜୟ ଦିବସ ଉପଲକ୍ଷେ ସାରା ଦେଶ ବୀର ଶହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ସେନା ପ୍ରମୁଖ ବିପିନ ରାଓ୍ବତ୍ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଯଦି ପାକିସ୍ତାନ ଦ୍ୱିତୀୟଥର ଏପରି କରେ, ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ…
Archives


