ଜାତୀୟ

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଶାନ୍ତି ପ୍ରକ୍ରିୟା ଅବିଳମ୍ବେ ଶେଷ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନାଗା…

ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ…

୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌ ପର୍ଯ୍ୟନ୍ତ ଉଦ୍‌ବୋଧନ ଦେଇଥିଲେ। ଆଉ ତାଙ୍କର ଟାର୍ଗେଟରେ ଥିଲା ବିରୋଧୀ କଂଗ୍ରେସ। ସେ କଂଗ୍ରେସ…

ଯେଉଁଠି ମଦ ପିଇଲେ ସମ୍ପୂର୍ଣ୍ଣ ଗାଁକୁ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା

ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ। ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏମିତି ଏକ ଆଦିବାସୀ ଅଞ୍ଚଳ ରହିଛି ଗୁଜରାଟ ବିନାଶକାଠ ଜିଲାର ଖାଟିସିତାରା ଗାଁ।…

ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ

ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ଷ୍ଟାର ପ୍ରଚାରକଙ୍କୁ। ବଲିଉଡ୍‌ ଡ୍ରିମ ଗର୍ଲ ତଥା ଭାଜପା ନେତ୍ରୀ ହେମାମାଳିନୀ ହରିୟାଣାର ପାନିପଥରେ…

ପାକିସ୍ତାନୀ ପଙ୍ଗପାଳ ଉଜାଡୁଛନ୍ତି ଭାରତ ଚାଷୀଙ୍କ ଫସଲ: ଘଉଡ଼ାଇବା ପାଇଁ ବଜା ଯାଉଛି ଡିଜେ

ନୂଆଦିଲ୍ଲୀ,୧୯।୧୦: ପାକିସ୍ତାନର ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଏବେ ପାକିସ୍ତାନୀ ପଙ୍ଗପାଳ ରାଜସ୍ଥାନ ଅଞ୍ଚଳର ଚାଷୀଙ୍କ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ପାକିସ୍ତାନ ପଟୁ ଉଡ଼ିଆସି ରାଜସ୍ଥାନ ଯୋଧପୁରର ଚାମୁ,ଫଲୌଦି, ଜାମ୍ଭା, ବାପ୍‌, ଶେରଗଡ଼ ଆଦି…

ମନ୍ତ୍ରୀଙ୍କ କାମ ଅର୍ଥ ବ୍ୟବସ୍ଥା ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ବର୍ଷିଛନ୍ତି। ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀଙ୍କ ସନ୍ଦର୍ଭକୁ ନେଇ ପିୟୁଷ ଯେଉଁ ଟିପ୍ପଣି ଦେଇଥିଲେ ତାକୁ ନେଇ ପ୍ରିୟଙ୍କା ପିୟୁଷଙ୍କୁ ଟାର୍ଗେଟ…

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ ହୋଇଛି। ସକାଳ ୭ଟା ୩୦ରେ ପାକିସ୍ତାନ ପୋଷ୍ଟରୁ ଏଭଳି କରାଯାଇଥିଲା। ଏହାର ଜବାବରେ ଭାରତୀୟ…

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ କାର୍ଯ୍ୟାଳୟ ପାଇଁ ଆସବାବପତ୍ର କିଣିଲେ ଶୁଭ ହୋଇଥାଏ। ଏହି ଅବସରରେ ଶାଗୁଆନ୍‌ ଓ ଶାଳ…

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀ ପକ୍ଷରୁ ୩୩ ହଜାର ବେବି ପାଉଡ଼ର ଡବା…

୨୦୩୦ ସୁଦ୍ଧା ନିର୍ମାଣ ହେବ ୨୧ ନୂଆ ନ୍ୟୁକ୍ଲିୟର ରିଆକ୍ଟର: ଶକ୍ତି ଉତ୍ପାଦନରେ ବଢ଼ିବ ଆତ୍ମନିର୍ଭରଶୀଳତା

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ୨୧ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରାଯିବ। ଇତିମଧ୍ୟରେ ୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଖୁବ୍‌ ଶୀଘ୍ର ୧୭ଟି ନୂଆ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଣବିକ ଶକ୍ତି…

ଉତ୍ତରାଖଣ୍ଡରେ ବର୍ଷକ ପାଇଁ ବନ୍ଦ ହେଲା ପାନ ମସଲା, ଗୁଟଖା

ଡେରାଡୁନ,୧୯।୧୦: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ପାନ ମସଲା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଫୁଡ ସେଫ୍ଟି କମିଶନର ନିତେଶ କୁମାର ଝା ଏ ନେଇ ଶୁକ୍ରବାର ସୂଚନା ଦେବା ସହ ଏହା କାର୍ଯ୍ୟକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri