ଜାତୀୟ

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ ଇଦ୍‌ ପର୍ବ ପାଳିତ ହେଉଥିବା ବେଳେ ସୀମାରେ ମଧ୍ୟ ଭାଇଚାରାର ସମ୍ପର୍କ ଦେଖିବାକୁ...

ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ: ସର୍ବୋଚ୍ଚ ସ୍ଥାନରେ ନଳିନ୍‌

ନୂଆଦିଲ୍ଲୀ,୫।୬: ପ୍ରକାଶ ପାଇଛି ୨୦୧୯ ନିଟ୍‌(NEET) ପରୀକ୍ଷା ଫଳ। ଏଥିରେ ରାଜସ୍ଥାନର ନଳିନ୍‌ ଖଣ୍ଡେଲଓ୍ବାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟ ୭୨୦ରୁ ସେ ପାଇଛନ୍ତି ୭୦୧ ନମ୍ବର। ଦିଲ୍ଲୀର ଭାବିକ ବଂସାଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ...

ମାୟାବତୀଙ୍କୁ ମୁଁ ସମ୍ମାନ କରେ: ଅଖିଳେଶ

ଲକ୍ଷ୍ନୌ,୫।୬: ଏସ୍‌ପି-ବିଏସ୍‌ପି ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମାୟାବତୀ ଏକ ପ୍ରକାର ଅଖିଳେଶଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି କହିଲେ ଚଳେ। ମେଣ୍ଟ ନ ହେଲେ ବି ଅଖିଳେଶ ମାୟାବତୀଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। ବୁଧବାର   ଏକ ସାକ୍ଷାତ୍‌କାରରେ...

ପିତା ହେଲେ ୨୬ ସପ୍ତାହ ଛୁଟି ସହ ୭୦ ହଜାର ଟଙ୍କା ସହାୟତା ଦେବ ‘ଜୋମାଟୋ’

ନୂଆଦିଲ୍ଲୀ, ୫।୬: ମହିଳାଙ୍କ ଭଳି ପୁରୁଷ କର୍ମଚାରୀଙ୍କୁ ପିତୃକାଳୀନ ଛୁଟି ପ୍ରଦାନ କରିବ ଫୁଡ ଏଗ୍ରିଗେଟର କମ୍ପାନୀ ‘ଜୋମାଟୋ’। କମ୍ପାନୀର ଯେଉଁ କର୍ମଚାରୀ ପିତା ହେବେ ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।...

ଇଦ୍‌ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍‌ ଆଗରେ ଲାଗିଲା ଆଇଏସ ପତାକା

ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ ନିକଟରେ ସୁରକ୍ଷାକର୍ମୀଙ୍କୁ କିଛି ଲୋକ ଟେକା ପଥର ମାଡ କରି ଆତଙ୍କୀ ସଂଗଠନ...

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ମାୟାବତୀ

ମେରଠ,୫।୬: ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ଦୀର୍ଘ ବର୍ଷର ଶତ୍ରୁତାକୁ ଭୁଲି ଗତ ଲୋକ ସଭା ନିର୍ବାଚନରେ ଏକାଠି ହୋଇଥିଲେ। ଚଳିତବର୍ଷ ଜାନୁୟାରୀରେ ହିଁ ଦୁଇ ଦଳର ମୁଖ୍ୟ ଏକ ଖବରଦାତା ସମ୍ମିଳନୀରେ ଏକାଠି ହୋଇଥିବା ଘୋଷଣା କରିଥିଲେ। ସେତେବେଳେ ରାଜନୈତିକ...

ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର

ଅହମଦାବାଦ୍‌, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କୋଚିଂ ସେଣ୍ଟର ମାଲିକମାନେ...

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ...

୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯୁବକ: ରାଜି ନ ହେବାରୁ ଝିଅକୁ ଉଠାଇନେଲେ

ନୂଆଦିଲ୍ଲୀ,୫।୬: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ଯୁବକର ଅଜବ କାରନାମା ଦେଖିବାକୁ ମିଳିଛି। ଉକ୍ତ ମହିଳାଜଣଙ୍କ ରାଜି ନ ହେବାରୁ ତାଙ୍କ ୯ବର୍ଷର ଝିଅକୁ ଉଠାଇନେଇଛନ୍ତି ଯୁବକ। ସୂଚନାଯୋଗ୍ୟ, ଉକ୍ତ ମହିଳା...

ଯୋଗ ଦିବସ ପୂର୍ବରୁ ଆନିମେଟେଡ୍‌ ଭିଡିଓ ଟୁଇଟ୍‌ କଲେ ମୋଦି

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସ ପୂର୍ବରୁ ବୁଧବାର ଏକ ଆନିମେଟେଡ ଭିଡିଟ ଟୁଇଟ୍‌ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଆସନ୍ତା ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ଲୋକେ...

୪୭ ବର୍ଷରେ ପଦାର୍ପଣ କଲେ ଯୋଗୀ, ଶୁଭେଚ୍ଛା ଜଣାଇଲେ ମୋଦି

ଲକ୍ଷ୍ନୌ,୫।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରାୟ ସବୁ ବଡ ବଡ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମା,୫।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି। ମୃତକ ହେଲେ ନର୍ବାଲ କାକାପୋରାର ନିଜିନା ନାମକ ଜଣେ ବାଳିକା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri