ଏସ୍ଟିଏଫ୍ଙ୍କ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ
ରାୟପୁର,୬।୭: ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍୍)ଙ୍କ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଏସ୍ଟିଏଫ୍୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ...
୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା
ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍ ତେସରିଂ ତାଙ୍କର ନାମ କରଣ ଲାହାମୋ...
ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି
ବାରାଣସୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟତା ଅଭିଯାନ ପାଇଁ ଶନିବାର ବାରାଣସୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ବିମାନ ବନ୍ଦରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ...
ରାହୁଲଙ୍କ ଇସ୍ତଫା: ପାଟନାରେ ଲାଗିଲା କଂଗ୍ରେସକର୍ମୀଙ୍କ ମିଳିତ ଆତ୍ମଦାହ ପୋଷ୍ଟର
ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ ନେଲେ ୧୨ଜଣ କର୍ମୀ ଜୁଲାଇ ୧୧ରେ ମିଳିତ ଭାବେ ଆତ୍ମଦାହ କରିବେ ବୋଲି...
ବଜେଟର ପ୍ରଥମ ସାଇଡ୍ ଇଫେକ୍ଟ: ଲାଗୁ ହେଲା ବର୍ଦ୍ଧିତ ତୈଳ ଦର
ନୂଆଦିଲ୍ଲୀ,୬।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ସେ ପେଟ୍ରୋଲ ଓ ଡିଜେଲରେ ଏକ ଟଙ୍କା ସେସ୍ ଓ ଏକ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବଢାଇବାକୁ ଘୋଷଣା କରିଥିଲେ। ତେବେ ଏହି ଘୋଷଣାର ୨୪...
ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ
ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା...
ତେଜସ୍ବୀଙ୍କଠାରୁ ଅଲଗା ହୋଇନାହାଁନ୍ତି ତେଜପ୍ରତାପ
ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ପ୍ରଥମେ ବଡ ଭାଇ ତେଜ ପ୍ରତାପ କିଛିଦିନ...
ମାନହାନି ମାମଲାରେ ପୁଣି କୋର୍ଟରେ ହାଜର ହେବେ ରାହୁଲ
ପାଟନା,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦ୍ୱିତୀୟ ଥର ଲାଗି ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ କୋର୍ଟରେ ହାଜର ହେବେ। ଶନିବାର ସେ ପାଟନା କୋର୍ଟରେ ହାଜର ହେବେ। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର...
ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ
ନୂଆଦିଲ୍ଲୀ, ୬।୭: ବିଭିନ୍ନ ହାଇ ପ୍ରୋଫାଇଲ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚଳିତ ବଜେଟରେ ୭୮୧.୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ବର୍ଷ ଅପେକ୍ଷା ଏଥର ୨.୦୮ କୋଟି ଟଙ୍କା ଅଧିକ...
ବ୍ରିଫ୍କେସ୍ ବଦଳରେ ବହିଖାତା
ନୂଆଦିଲ୍ଲୀ,୬ା୭(ପି.ଟି.): ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ପରମ୍ପରା ଭଙ୍ଗକରି ବ୍ରିଫ୍କେସ୍ ବଦଳରେ ଗୃହକୁ ଏକ ଲାଲ୍ ରଙ୍ଗର ସିଲ୍କ ବ୍ୟାଗ୍ରେ ବଜେଟ ଦସ୍ତାବିଜ୍ ଆଣି ଆସିଥିଲେ। ଏହା ବହିଖାତା ପରମ୍ପରାକୁ ମନେପକାଇଦେଇଥିଲା। ଅତୀତରେ ସମସ୍ତ ଅର୍ଥମନ୍ତ୍ରୀ ବଜେଟ...
ପ୍ରତିଶ୍ରୁତିରେ କୃଷକ ନିରାଶ
ନୂଆଦିଲ୍ଲୀ,୬ା୭(ପି.ଟି.): ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯିବ। ଏହି ଅବଧି ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ କୃଷକଙ୍କୁ ନିରାଶ କରିଛି। ବିଳମ୍ବିତ ମୌସୁମୀକୁ ନେଇ...
‘ବଜେଟ ଗରିବଙ୍କୁ ସଶକ୍ତ କରିବ’
ନୂଆଦିଲ୍ଲୀ,୬ା୭(ପି.ଟି.): କେନ୍ଦ୍ର ବଜେଟ ନାଗରିକ ହିତୈଶୀ, ବିକାଶ ଅନୁକୂଳ ତଥା ଭବିଷ୍ୟତୋନ୍ମୁଖୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିବା ସହ ଏହା ଦେଶର ଗରିବଙ୍କୁ ସଶକ୍ତ କରିବ ଏବଂ ଯୁବପିଢ଼ିଙ୍କ ଲାଗି ଉନ୍ନତ ଭବିଷ୍ୟତ ଯୋଗାଇଦେବ ବୋଲି କହିଛନ୍ତି।...
Archives


