Post Officeର ଏହି ଦମଦାର ସ୍କିମ୍ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ
ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା। ଏହି ପୋଷ୍ଟ ଅଫିସ ଯୋଜନାରେ ନିବେଶ ସମୟ ସୀମା ୩୧ ମାର୍ଚ୍ଚ, ୨୦୨୫…
ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍ ରିପୋର୍ଟରେ କ’ଣ କ’ଣ ଅଛି?
ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ଶନିବାର ସିବିଆଇ ନିଜର…
ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ
ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଦ୍ୱାରା ଆହୂତ ଡିଏମ୍କେ ନେତୃତ୍ୱାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଯୁକ୍ତ…
ଭାଜପା ନେତାଙ୍କୁ ମହଙ୍ଗା ପଡିଲା ବିଧାନସଭାରେ ବିରୋଧୀଦଳ ନେତାଙ୍କୁ ଅପଶବ୍ଦ କହିବା
ଗୁଆହାଟୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ଆସାମ ୟୁନିଟ ଶନିବାର (୨୨ ମାର୍ଚ୍ଚ, ୨୦୨୫) ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା ପାଇଁ ଏହାର ବିଧାୟକ ରୂପଜ୍ୟୋତି କୁର୍ମିଙ୍କୁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛି।…
ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ
ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି। ୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦଙ୍କ ନାଁ ଘୋଷଣା କରାଯାଇଛି। ଛତିଶଗଡ଼ର…
ପାକିସ୍ତାନକୁ ସିଧା ଶୁଣାଇଲା ଭାରତ, ଜାକିର ନାଏକଙ୍କ ଆତିଥ୍ୟକୁ ନେଇ ରାଗିଲା ଭାରତ
ନୂଆଦିଲ୍ଲୀ,୨୨।୩: ଭାରତର ପଳାତକ ଧର୍ମପ୍ରଚାରକ ଜାକିର ନାଏକ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଖୁବ୍ ସ୍ବାଗତ କରାଯାଇଥିଲା। ଏହି ସମୟରେ ଜାକିର ନାଏକ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କୁ ମଧ୍ୟ ଭେଟିଥିଲେ।…
ଝାଡ଼ଖଣ୍ଡରେ ନକ୍ସଲଙ୍କ IED ବ୍ଲାଷ୍ଟ, ଆହତ ସବ-ଇନ୍ସପେକ୍ଟର ସୁନୀଲ ମଣ୍ଡଳ ଶହୀଦ
ରାଞ୍ଚି,୨୨।୩: ଝାଡ଼ଖଣ୍ଡର ଚୈବାସାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ ୧୯୩ ବାଟାଲିୟନର ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ବିମାନ ଯୋଗେ ରାଞ୍ଚି ପଠାଇବା ପାଇଁ ପ୍ରସ୍ତୁତି କରାଯାଇଥିଲା।…
Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ
ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସହରର ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରକୃତରେ, ୧୭ ମାର୍ଚ୍ଚରେ ନାଗପୁର…
ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି ଯାଇ ପାକିସ୍ତାନ ଅଧିକୃତ କଶ୍ମୀରକୁ ଚାଲିଯାଇଥିଲେ। ଏବେ ପାକିସ୍ତାନ ଏହି ପ୍ରେମୀ ଯୁଗଳଙ୍କ ମୃତଦେହ…
ନାଗପୁର ହିଂସା କ୍ଷୟକ୍ଷତିର ମୂଲ୍ୟ ଦଙ୍ଗାକାରୀଙ୍କଠାରୁ ଆଦାୟ କରାଯିବ, ଫଡ଼ନାଭିସଙ୍କ ଆକ୍ସନ ପ୍ଲାନ ପ୍ରସ୍ତୁତ
ମୁମ୍ବାଇ,୨୨।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶନିବାର ନାଗପୁର ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ନାଗପୁର ହିଂସା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିବାକୁ ଗଲେ, ଫଡନଭିସ କହିଛନ୍ତି ଯେ ସୋସିଆଲ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…
ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାକୁ ଘୋଷଣା…
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍
ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି।…
Archives


