କ୍ୱାରସମ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍ (କୁଇକ୍ ରିଆକସନ୍ ସର୍ଫେସ୍-ଟୁ-ଏୟାର ମିଜାଇଲ୍)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ...
ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ
ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ...
ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା
ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ, ଆଇବି ମୁଖ୍ୟ ସାମନ୍ତ କୁମାର, ସ୍ବରାଷ୍ଟ୍ର...
ନିର୍ବାଚନ ହାରିଲେ କାନ୍ଦନ୍ତି କୁମାରସ୍ବାମୀ: ଭାଜପା ନେତା
ବେଙ୍ଗାଲୁରୁ,୪।୮: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍ଡି କୁମାରସ୍ବାମୀ ରବିବାର କହିଥିଲେ କି କର୍ନାଟକରେ ଖୁବ୍ଶୀଘ୍ର ନିର୍ବାଚନ ହେବ। କାରଣ ଏଠି ଭାଜପା ବେଶିଦିନ ଶାସନ କରିପାରିବ ନାହିଁ। ଏହାର ପ୍ରତିକ୍ରିୟା ଦେଇ ଭାଜପା ନେତା ଜଗଦିଶ...
ଚନ୍ଦ୍ରାୟନ-୨ ପଠାଇଲା ପୃଥିବୀର ଫଟୋ: ସୋସିଆଲ୍ ମିଡ଼ିଆରେ ଇସ୍ରୋ ପକ୍ଷରୁ କରାଗଲା ଶେୟାର
ଶ୍ରୀହରିକୋଟା,୪।୮: ଚନ୍ଦ୍ରାୟନ-୨ ମହାକାଶରୁ ପୃଥିବୀର ପ୍ରଥମ ଫଟୋ ପଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଛି। ଚନ୍ଦ୍ରାୟନ-୨ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ସେଠାରେ ଏହା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ବିଶଦ ତଥ୍ୟ...
ଇରାନରେ ଫସିଥିବା ଭାରତୀୟଙ୍କୁ ମୁକୁଳାଇବାକୁ କଥା ଦେଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୪।୮: ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକୁଳାଇବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଶନିବାର ସେ ଟୁଇଟ୍ କରି ଏହା ଜଣାଇଛନ୍ତି। ଷ୍ଟେନା ଇମ୍ପୋରୋ ନାମକ ଜାହାଜରେ ଚାଳକ ଦଳଙ୍କ ମଧ୍ୟରେ ଥିବା ୧୮ ଭାରତୀୟଙ୍କୁ ତୁରନ୍ତ...
ମହିଳାଙ୍କୁ ସ୍ବାବଲମ୍ବି କରିବାକୁ ସେନା ଖୋଲିଲା ଟେଲରିଂ ୟୁନିଟ୍
ପୁଞ୍ଚ,୪।୮: ଜମ୍ମୁ-କଶ୍ମୀରର ସୁରାନକୋଟେ ଅଞ୍ଚଳରେ ଥିବା ଫସାଲା ବାଦ ଗାଁରେ ଭାରତୀୟ ସେନା ଦ୍ୱାରା ଏକ ଟେଲରିଂ ୟୁନିଟ୍ ଖୋଲିଛି। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି। ତେବେ ମହିଳାମାନଙ୍କୁ ସ୍ବାବଲମ୍ବି କରାଇବା ଉଦ୍ଦେଶ୍ୟରେ...
ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ
ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ନିଜ ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କରିଛନ୍ତି। ଏନେଇ ତାଙ୍କ ପିତାଙ୍କ ପକ୍ଷରୁ...
କୈମୁର୍ ଅଭୟାରଣ୍ୟ
ବିହାରର କୈମୁର୍ ଜିଲାରେ ଥିବା କୈମୁର୍ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ…...
ତ୍ରୟମ୍ବକେଶ୍ୱର ମନ୍ଦିରରେ ପଶିଲା ବନ୍ୟାଜଳ
ନାସିକ,୪।୮: ମହାରାଷ୍ଟ୍ରରେ ଚଳିତ ବର୍ଷ ବନ୍ୟାରେ ସ୍ଥିତି ଗମ୍ଭିର ହୋଇଛି। ଏଠାକାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ମୁମ୍ବାଇ ସହର ଏବେବି ଜଳବନ୍ଦୀ ହୋଇ ରହିଛି। ଇତିମଧ୍ୟରେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖାଯାଇଛି। ଫଳରେ...
ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍ କଲେ ବେଞ୍ଜାମିନ୍ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ
ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ ଅଧିକ ସଶକ୍ତ ଏବଂ ଗଭୀର ହେବ ବୋଲି ସେ ଆଶା ପୋଷଣ କରିଛନ୍ତି।...
ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର
ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ସାକ୍ଷାତ୍ କରି ଯେଉଁ ଉପହାର ଦେଇଥିଲେ ତାହା ଏକ ପ୍ଲାଷ୍ଟିକ ଜରିରେ କଭର କରାଯାଇଥିଲା। ଏଥିପାଇଁ...
Archives


