ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ
ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍ଟକ୍ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍ କିଣିବା ପରେ ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନିଜ ୨ ବର୍ଷ ଝିଅର ପାଦକୁ ଅଳତାରେ ବୁଡାଇ କାର୍ର ସାମ୍ନା…
ଲିପ୍ଷ୍ଟିକ୍ରୁ ବାହାରିବ ଗୁଳି: ରୋଡ୍ ସାଇଡ୍ ରୋମିଓ ପାଇବେ ପାନେ !
ବାରାଣସୀ,୯।୧: ଏବେ ରୋଡ୍ ସାଇଡ୍ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍ ଷ୍ଟିକ୍ ତିଆରି କରିଛନ୍ତି। ଏହାର ନାମ ସ୍ମାର୍ଟ ଆଣ୍ଟି ଟିଜିଂ ଲିପ୍ଷ୍ଟିକ୍ ଗନ୍ ରଖାଯାଇଛି। ସ୍ଥାନୀୟ ଅଶୋକା…
୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ
ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ତାଙ୍କ…
ଧରାପଡ଼ିଲେ ୩ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ,୯।୧: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ୍ ଟିମ୍ ୩ ଜଣ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ଥାନୀୟ ବଜିରାବାଦ୍ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୋଲିସ ଟିମ୍ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି…
ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଛପାକ’
ଭୋପାଳ,୯।୧: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ଫିଲ୍ମକୁ ମଧ୍ୟପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏବେ ଦୀପିକା ଏହାର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ବୁଧବାର…
ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍ ଦେଉଛି ଆଇଏସ୍ଆଇ: ଏକ କୋଟିରୁ ଅଧିକ ପାଣ୍ଠି ଯୋଗାଡ଼
ନୂଆଦିଲ୍ଲୀ,୯।୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ପାକିସ୍ତାନ ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍ ଦେଉଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସମ୍ପ୍ରତି ଏଠାରେ…
ସିଆଚେନ୍ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା
ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରୁ ମୁତୟନ ଥିବାରୁ…
ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ; ସିଏଏ ନୁହେଁ ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଦେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରିସ୍ଥଳେ ସିଏଏ ପାଇଁ…
ଦାଉଦ୍ ଇବ୍ରାହିମ୍ଙ୍କ ନିକଟତମ ସହଯୋଗୀ ଇଜାଜ୍ ଲକଡ଼ଓ୍ବାଲା ପୋଲିସ ହେପାଜତରେ
ପାଟନା, ୯।୧: ଦାଉଦ୍ ଇବ୍ରାହିମ୍ଙ୍କ ନିକଟତମ ସହଯୋଗୀ ଇଜାଜ୍ ଲକଡ଼ଓ୍ବାଲାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପୋଲିସ ଗିରଫ କରିଛି। ତାଙ୍କୁ ବିହାରର ପାଟନାଠାରୁ ଗିରଫ କରାଯିବା ପରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ…
ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ
ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଦେଶବିଦେଶର ଟିକିନିଖି ଖବର ମଧ୍ୟ ଏହା ମାଧ୍ୟମରେ ସମସ୍ତଙ୍କ ନିକଟରେ ଖୁବ୍ ସହଜରେ ପହଞ୍ଚତ୍ପାରୁଛି।…
କଂଗ୍ରେସକୁ ଝଟ୍କା ଦେଲେ ମମତା
କୋଲକାତା,୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟ୍କା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଜାନୁୟାରୀ ୧୩ରେ ଆୟୋଜିତ ବିରୋଧୀ ଦଳ ବୈଠକରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ…
ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ
ଥିରୁଭାନନ୍ତପୁରମ୍, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍ ନାମକ ଜଣେ ଯୁବତୀଙ୍କ ବିବାହ କୋଚିର ଏକ ହୋଟେଲରେ ଅନୁଷ୍ଠିତ ହେବାର ଥିଲା। ସେ ୮ ମାସ ପୂର୍ବରୁ…
Archives


