ନାଗରିକତା ସଂଶୋଧନ ବିଲ୍: ମୋଦିଙ୍କୁ ସମର୍ଥନ କଲା ଶିବସେନା
ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା ଜଣାପଡ଼ିଛି। କିନ୍ତୁ କଂଗ୍ରେସ ସହ ମହାରାଷ୍ଟ୍ରରେ ସରକାର ଗଢ଼ିଥିବା ଶିବସେନା ଏହାକୁ ସମର୍ଥନ କରିଛି।…
ମୁମ୍ବାଇର ବର୍ସୋବା ବିଚ୍ ସଫା କଲେ ସ୍ବିଡେନ୍ ରାଜ ଦମ୍ପତି
ମୁମ୍ବାଇ,୪।୧୨: ସ୍ବିଡେନ୍ ରାଜ ଦମ୍ପତି କାର୍ଲ ଗୁସ୍ତାଫ ଏବଂ ସିଲବିୟା ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ସେମାନେ ବର୍ସୋବା ବିଚ୍ ଭ୍ରମଣ ସମୟରେ ସେଠାରେ ଏକ ସ୍ବଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ରାଣୀ ସିଲବିୟା ଏବଂ ରାଜା ଗୁସ୍ତାଫ ସେଠାରେ ବିଚ୍ ସଫା…
ଜାଗ୍ରତ ପ୍ରହରୀ ନୌସେନା
ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଉଛି। ଦେଶର ଉପକୂଳକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବାରେ ନୌସେନା ପ୍ରମୁଖ…
୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍ ରହିଥିବାର ସଙ୍କେତ
ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ ୪୦ ଫୁଟ ଉଚ୍ଚତାରୁ ଝୁଲି ରହି ଏଭଳି କରିଛନ୍ତି। ଏହା ସହିତ ସେ ହାତରେ…
ପଳାତକ ତାଲିକାରେ ୫୧ଜଣଙ୍କ ନାମ: ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ
ନୂଆଦିଲ୍ଲୀ,୪।୧୨: ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ପଳାଇଥିବା ପଳାତକ ତାଲିକାରେ ୫୧ ଜଣଙ୍କ ନାମ ରହିଛି। ସେମାନେ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରୀୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ…
ମିଳିଲାନି ଆମ୍ବୁଲାନ୍ସ: ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପରିବାର ସଦସ୍ୟ
ଚେନ୍ନାଇ,୪।୧୨: ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ସେ ସବୁ ଯୋଜନା ବାଟବଣା ହେଉଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁର ଇରୋଡରେ। ଜଣେ ପ୍ରସୂତିଙ୍କୁ ପରିବାର ଲୋକେ କାନ୍ଧରେ ବୋହି…
ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ: ୬ ଯବାନ ମୃତ
ରାୟପୁର, ୪।୧୨: ଛତିଶଗଡର ନାରାୟଣପୁର ଜିଲାରେ ଏକ ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଯାବନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାରାୟଣପୁର ଏସପି ମୋହିତ ଗର୍ଗ ଏହି…
କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା
ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି ଓ୍ବାଇଫାଇ ଯୋଜନାର ଘୋଷଣା କରିଛନ୍ତି। ଏଣିକି ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ୍ ସମେତ କେତେକ…
ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍ସି/ଏସ୍ଟି ସଂରକ୍ଷଣ: ବଢ଼ିଲା ୧୦ ବର୍ଷ
ନୂଆଦିଲ୍ଲୀ,୪।୧୨: ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍ସି/ଏସ୍ଟି ସଂରକ୍ଷଣକୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ୧୯୬୦ଠାରୁ ଏହି ପ୍ରସ୍ତାବକୁ ପ୍ରତି ୧୦ ବର୍ଷ ବଢ଼ାଯାଉଛି। ପୂର୍ବରୁ ୨୦୦୯ରେ ଏହାର…
ପିଆଜ କିଲୋ ୧୩୦ ଟଙ୍କା
ନୂଆଦିଲ୍ଲୀ, ୪।୧୨: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ବୁଧବାର ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଛି। ବେପାରୀଙ୍କ କହିବା ମୁତାବକ, ଆଗାମୀ…
ନାଗରିକତା ସଂଶୋଧନ ବିଲ୍: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି
ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏବେ ବିଲ୍କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ଭାଜପା ପାଖରେ…
ହାଇଦ୍ରାବାଦ୍ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ, ୮ ମାସ ପୂର୍ବରୁ କରିଥିଲେ ବିବାହ
ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି। ଏହି ୪…
Archives


