ଜାତୀୟ

ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍‌ର ପାର୍ଟସ୍‌

ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ ଛାଡିଥିବା ରାକେଶ ଏବେ ଫାଇଟର ଜେଟ୍‌ ଓ କ୍ଷେପଣାସ୍ତ୍ରର ବିଭିନ୍ନ ପାର୍ଟସ୍‌ ତିଆରି କରୁଥିବା…

‘ସିଂଘମ ରିଟର୍ଣ୍ଣସ୍‌’ ଲେଖି କେଜରିଓ୍ବାଲଙ୍କ ଫଟୋସହ ପୋଷ୍ଟର ଦେଖାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଦିଲ୍ଲୀବାସୀଙ୍କ ଖୁସି କହିଲେ ନ ସରେ। କେହି କେହି କେଜରିଓ୍ବାଲଙ୍କୁ ‘ସିଂଘମ’ ବୋଲି ସମ୍ବୋଧନ କରିଥିବା…

ମୋଦିଙ୍କ ଗସ୍ତରେ କଳା ପତାକା

ବାରାଣାସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବାରାଣାସୀ ଗସ୍ତରେ ଆସିଛନ୍ତି। ମୋଦିଙ୍କ ଗସ୍ତ ସମୟରେ ଜଣେ ସମାଜବାଦୀ ପାର୍ଟି(ଏସ୍‌ପି) କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଛନ୍ତି। ଜଗମବାଡ଼ି ମଠରୁ ବିଏଚ୍‌ୟୁ ହେଲିପ୍ୟାଡ୍‌ ଆଡକୁ ଯାଉଥିବା ସମୟରେ ଏସ୍‌ପି କର୍ମକର୍ତ୍ତା ଜଣକ ବ୍ୟାରିକେଡ୍‌…

ମହାରାଷ୍ଟ୍ରରେ କ୍ଷମତା ଲୋଭରେ ହୋଇଛି ମେଣ୍ଟ: ନଡ୍ଡା

ମୁମ୍ବାଇ,୧୬।୨: ମହାରାଷ୍ଟ୍ରରେ ଜନସାଧାରଣଙ୍କର ହିତ ପାଇଁ ନୁହେଁ ବରଂ କ୍ଷମତା ଲୋଭରେ ମେଣ୍ଟ ସରକାର ଗଠନ କରାଯାଇଛି। ଲୋକଙ୍କ କଲ୍ୟାଣ ଓ ବିକାଶକୁ ଦୃଷ୍ଟିରେ ରଖି ଏହି ମେଣ୍ଟ ସରକାର ଗଠନ କରାଯାଇ ନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା…

ପୁରୁଣା ଟିମ୍‌ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍‌

ନୂଆଦିଲ୍ଲୀ,୧୬।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍‌ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି। କେଜରିଓ୍ବାଲ ପୁରୁଣା ଟିମ୍‌ ସହିତ ନୂଆ ଇନିଂସ୍‌ ଆରମ୍ଭ କରିଛନ୍ତି। ପୁରୁଣା ଟିମ୍‌ର ସଦସ୍ୟଙ୍କ…

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତାର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଗସ୍ତ…

କେଜରିଓ୍ବାଲଙ୍କ କ୍ୟାବିନେଟରେ ନାହାନ୍ତି କେହି ମହିଳା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ କରିଥିବା ବେଳେ ମୋଟ ୭୦ ଆସନରୁ ଏଏପିକୁ ମିଳିଛି ୬୨। ରବିବାର ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ…

ଜାତି-ଧର୍ମ ନୁହେଁ ଶାନ୍ତି ପାଇଁ ପୋଲିସ କର୍ମଚାରୀ କରନ୍ତି କାମ: ଶାହା

ନୂଆଦିଲ୍ଲୀ, ୧୫।୨: ପୋଲିସ କର୍ମଚାରୀ ଜାତି ଧର୍ମ ନୁହେଁ ବରଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାମ କରନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। କର୍ତ୍ତବ୍ୟ ସମୟରେ ପୋଲିସ କର୍ମଚାରୀ ଜାତି ଧର୍ମକୁ ଦେଖି କୌଣସି ପଦକ୍ଷେପ କେବେ…

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିବା ବେଳେ ସେ…

ଜାମିଆ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟି ଥିଲେ ପୋଲିସ: ଜେସିସି ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ,୧୬।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ହୋଇଥିବା ବର୍ବରତାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀରେ ପଶି ପୋଲିସ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟିବାର ଦୃଶ୍ୟ ୪୫ ସେକେଣ୍ଡର ଏହି ଭିଡ଼ିଓରେ ରହିଛି। ଏହାକୁ…

ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ହଜାର ହଜାର ଜନତା ରୁଣ୍ଡ ହୋଇଥିବା ଦେଖାଯାଇଥିଲା। ଶପଥ ନେବା ପରେ…

କାମ ପଡ଼ିଲେ ଆସନ୍ତୁ ମୋ ପାଖକୁ, ଧର୍ମ-ପାର୍ଟିର ନାହିଁ ବାରଣ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଅରବିନ୍ଦ କେଜରିଓ୍ବାଲ ନିଜର ତୃତୀୟ ଇନିଂସ୍‌ ରବିବାର ଆରମ୍ଭ କରିଛନ୍ତି। ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ କହିଛନ୍ତି ଯେ, କାମ ପଡ଼ିଲେ ଆପଣମାନେ ମୋ ପାଖକୁ ଆସିପାରିବେ। ଏଥି ପାଇଁ ଧର୍ମ ଅବା ପାର୍ଟିର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?