ସାରା ଦେଶ ହେଉ ମଦମୁକ୍ତ: ନୀତୀଶ
ପାଟନା,୧୭।୨: ବିହାର ପରେ ଏବେ ସାରା ଦେଶକୁ ମଦ ମୁକ୍ତ କରିବାକୁ ଚାହୁଁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗୋଟିଏ ପଟେ ମଦମୁକ୍ତକୁ ବିରୋଧୀ ଅସଫଳ କହିବା ସହ ଜନମତ ସଂଗ୍ରହ କରୁଥିବା ବେଳେ ଅନ୍ୟପଟେ ନୀତୀଶ କିନ୍ତୁ ଏହାକୁ ବିହାରର…
କରୋନାର ପ୍ରଭାବରେ ଅର୍ଥବ୍ୟବସ୍ଥା ଟଳମଳ: ଭାରତର ଅଭିବୃଦ୍ଧି ହାରକୁ କମାଇଲା ମୁଡିଜ୍
ନୂଆଦିଲ୍ଲୀ,୧୭।୨: ପୃଥିବୀର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାର ବେଶ୍ ପ୍ରଭାବିତ ହୋଇଛି। କରୋନା ଯୋଗୁ ଆମଦାନୀ ରପ୍ତାନୀ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଫଳରେ ବିଶ୍ୱ ଅର୍ଥବ୍ୟବସ୍ଥା ଟଳମଳ ହେବାରେ…
ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା
ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ରିକ୍ସା ଚାଳକ ଜଣକ କିଏ…
ଜାମିଆ ଆହତ ଛାତ୍ରଙ୍କୁ ଦିଆଯାଉ ୨କୋଟି ଟଙ୍କାର କ୍ଷତିପୂରଣ: କେନ୍ଦ୍ର, ଦିଲ୍ଲୀ ସରକାର, ପୋଲିସଙ୍କୁ ନୋଟିସ୍
ନୂଆଦିଲ୍ଲୀ,୧୭।୨: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଜଣେ ଆହତ ଛାତ୍ର କରିଥିବା ଆବେଦନର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଏହି ଶୁଣାଣିରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏଥିସହ ଆହତ ଛାତ୍ର…
ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା: ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ,୧୭।୨: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା ପାଇଁ ସୁପ୍ରିମ୍କୋର୍ଟ ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ ସାମୁହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ…
ବେକାରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ ସିଂ: ୪ ଗାଈ ପାଳିଲେ ରୋଜଗାର ହେବ ୨୦ ଲକ୍ଷ ଟଙ୍କା
ମିରଟ,୧୭।୨: ନିଜର ମନ୍ତବ୍ୟ ନେଇ ବାରମ୍ବାର ବିବାଦୀୟ ହେଉଥିବା ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଉତ୍ତରପ୍ରଦେଶ ସୁରଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବେକାରଙ୍କୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ବେକାର…
ଅଳକା ଲାମ୍ବା ହୋଇପାରନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ କଂଗ୍ରେସ ରାଜ୍ୟସ୍ତରର ସଂଗଠନରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିବା ସୂଚନା ମିଳିଛି। ଏହି କ୍ରମରେ କଂଗ୍ରେସ ଟିକେଟରୁ ଚଳିତ ଥର ଚାନ୍ଦିନ ଚୌକ ନିର୍ବାଚନ ମଣ୍ଡଳିରୁ ଲଢିଥିବା ଅଳକା…
କେଜରିଓ୍ବାଲଙ୍କୁ ପ୍ରଶଂସା: କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା-ଅଜୟ ମାକନ ମୁହାଁମୁହିଁ
ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା କେଜରିଓ୍ବାଲଙ୍କ ଶାସନ ସମୟରେ ରାଜ୍ୟର ରାଜସ୍ବ ଦୁଇଗୁଣା ହୋଇ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବାରୁ…
କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କେଜରିଓ୍ବାଲ ଲଗାତର ତୃତୀୟଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। କେଜରିଓ୍ବାଲଙ୍କ ଭଳି…
କରୋନାଭାଇରସ୍ କ୍ଷେତ୍ରରେ ଭାରତର ବଡ଼ ସଫଳତା: ସୁସ୍ଥ ହେଲେ କେରଳର ୩ ସଂକ୍ରମିତ
ଥିରୁଭାନନ୍ଥପୁରମ,୧୭।୨: ଚାଇନାରେ କରୋନାଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୭୭୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୦,୪୦୦ରେ ପହଞ୍ଚିଛି। ଦିନକୁ ଦିନ ଚାଇନା ସମେତ ସାରା ବିଶ୍ୱରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…
ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ
ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ ଜଣେ ଦଳିତ ସମ୍ପ୍ରଦାୟର ବର ଘୋଡା ଚଢି ବିବାହ ପାଇଁ ଯିବାକୁ ବାହାରିବାରୁ ଏହାକୁ…
ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ…

