୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍
ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍ କହିଛି। ଏହାକୁ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗ୍ରହଣ କରିବେ। ପୂର୍ବରୁ ଏହା ସେପ୍ଟେମ୍ବର...
ଅଜବ ବାଳକ: ଶରୀରର କେତୋଟି ମୁଖ୍ୟ ଅଙ୍ଗ ରହିଛି ଓଲଟା
କାନପୁର,୧୦।୯: ଉତ୍ତରପ୍ରଦେଶ ବିଲହୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକର ଶରୀରର କେତୋଟି ମୁଖ୍ୟ ଅଙ୍ଗ ନିର୍ଦ୍ଧିଷ୍ଟ ସ୍ଥାନରେ ନ ଥାଇ ବିପରୀତ ସ୍ଥାନରେ ଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଡାକ୍ତର ଓ ପରିବାର ଲୋକେ...
ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ
ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...
ସେନାକୁ ୨୫ କୋଟି ଟଙ୍କାର ଜମି ଦାନ ଦେଲେ ଏହି ବ୍ୟକ୍ତି
ମୁମ୍ବାଇ,୧୦।୯:ଦକ୍ଷିଣ ମୁମ୍ବାଇର ଜଣେ ସମାଜସେବୀ ଭାରତୀୟ ସେନାକୁ ୨ ଏକର ଜମି ଦାନ ଦେଇଛନ୍ତି। ଏହି ଜମିର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ରାଧା କଳିନଦାସ ଦରୟାନିନୀ ଟ୍ରଷ୍ଟର ମୁଖ୍ୟ ଦରୟାନାନୀ ଲୋନାଓ୍ବାଲାା କାହ୍ନେଗାଓଁରେ...
ବରମୁଡ଼ା, ଶର୍ଟସ୍ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୪ ଗୁଣା ଜରିମାନା
ଲକ୍ଷ୍ନୌ,୧୦।୯: ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବରମୁଡ଼ା, ଶର୍ଟସ୍ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇବାକୁ ବାରଣ କରାଯାଉଛି। ଏପରି କରୁଥିବା ଚାଳକଙ୍କୁ ୪ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା...
ଭାଇଚାରାର ଅନନ୍ୟ ଉଦାହରଣ: ଗୋଟିଏ ପେଣ୍ଡାଲରେ ଗଣେଶ ପୂଜା, ମହରମ୍ ପାଳିତ
ବେଙ୍ଗାଲୁରୁ, ୧୦।୯: ଗୋଟିଏ ସପ୍ତାହରେ ହିନ୍ଦୁଙ୍କ ଗଣେଶ ପୂଜା ଏବଂ ମୁସଲମାନ ସମ୍ପଦାୟର ମହରମ୍ ପର୍ବ ବହୁ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କର୍ନାଟକର ହୁବଲୀ ଜିଲାରେ ଭାଇଚାରାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଗୋଟିଏ...
ପାଇପ୍ ଲାଇନରେ ତେଲ ଯିବ ନେପାଳ
ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍ ଉତ୍ପାଦନ ପାଇପ୍ ଲାଇନ୍ର ଉଦ୍ଘାଟନ କରିଛନ୍ତି। ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍ ଲାଇନ୍ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା...
ଫିରୋଜାବାଦ୍ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ
ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି ଭାଜପା କର୍ମୀ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫିରୋଜାବାଦ୍ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ...
୨୦ତମ ପ୍ରସବ ପାଇଁ ପ୍ରଥମ ଥର ହସ୍ପିଟାଲ ଗଲେ ଲଙ୍କାବାଇ
ମୁମ୍ବାଇ,୧୦।୯: ମହାରାଷ୍ଟ୍ରର ବିଡ ଜିଲାରେ ଜଣେ ମହିଳା ୨୦ଥର ମା’ ହେବାକୁ ଯାଉଛନ୍ତି। ୩୮ବର୍ଷୀୟ ଲଙ୍କାବାଇ ୭ମାସର ଗର୍ଭବତୀ ଥିବା ବେଳେ ପ୍ରଥମ ଥର ପାଇଁ ସେ ହସ୍ପିଟାଲରେ ପ୍ରସବ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ୧୯ଟି ପିଲାଙ୍କୁ...
ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ
ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ ୬ଷ୍ଠ ସ୍ଥାନରେ ରହିଛି। ଗଞ୍ଜେଇ ବ୍ୟବହାର ବୃଦ୍ଧି ପାଉଥିବା ପୃଥିବୀର ପ୍ରମୁଖ ସହର...
ବାବରୀ ମସଜିଦ୍ ଭଙ୍ଗା ମାମଲା: କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇ ନଜର
ନୂଆଦିଲ୍ଲୀ,୧୦।୯: କଲ୍ୟାଣ ସିଂ ରାଜ୍ୟପାଳ ପଦ ଛାଡ଼ିବା ପରେପରେ ଏବେ ତାଙ୍କ ଉପରେ ସଙ୍କଟ ଦେଖାଦେଇଛି। ବାବରୀ ମସଜିଦ୍ ଭଙ୍ଗା ମାମଲାରେ କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇର ନଜର ରହିଛି। କଲ୍ୟାଣ ସିଂଙ୍କୁ...
ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ
ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଧରାପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।...
Archives


