ଜାତୀୟ

ସିଏଏ ହିଂସାରେ ନଷ୍ଟ ହୋଇଥିବା ସମ୍ପତ୍ତିର ଭରଣା ପାଇଁ ୬ଲକ୍ଷ ଟଙ୍କା ଦେଲେ ସାଧାରଣ ଜନତା

ମିରଟ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଯେଉଁଭଳି ହିଂସା ପ୍ରଦର୍ଶନ କରାଯାଇଥିଲା ସେଥିରେ ଉଭୟ ଧନ ଜୀବନ ହାନି ହୋଇଛି। ଯେଉଁ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା ତାହାର ପରିମାଣ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଉତ୍ତର ପ୍ରଦେଶ…

ଇନ୍ଦ୍ରମଣି ବୋରାଙ୍କ ପରଲୋକ

ଗୁଆହାଟୀ,୨୮।୧୨: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରମଣି ବୋରାଙ୍କର ପରଲୋକ ହୋଇଛି। ଗୁଆହାଟୀର ଉଜନ ବଜାରରେ ଥିବା ତାଙ୍କ ନିଜ ଘରେ ଶନିବାର ୮୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଯୋଗୁ ତାଙ୍କର…

ସିବିଏସ୍‌ଇ ବିଦ୍ୟାଳୟ ପରିସର ହେବ ‘କ୍ରୋଧ ମୁକ୍ତ ଅଞ୍ଚଳ’

ନୂଆଦିଲ୍ଲୀ,୨୮।୧୨: ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ପରିସର ‘କ୍ରୋଧ ମୁକ୍ତ ଅଞ୍ଚଳ’ରେ ପରିଣତ ହେବ। ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ,ଶିକ୍ଷକ ଏବଂ ଛାତ୍ରୀଛାତ୍ର କେହି ମଧ୍ୟ କ୍ରୋଧ ପ୍ରକାଶ କରିବେ ନାହିଁ। ଏହା ଦ୍ୱାରା…

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି ମୂର୍ତ୍ତ ଉନ୍ମୋଚନ କରାଯାଇଛି। ଏହି ସମୟରେ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସମେତ ବିହାର ଉପ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୨ ଗୁଣା ବୃଦ୍ଧି ପାଇଛି ଅସ୍ତ୍ରବିରତି ଉଲ୍ଲଂଘନ: ଚଳିତ ବର୍ଷ ୩୨ ଶହ ଥରରୁ ଅଧିକ

ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୦୦୩ ଚୁକ୍ତିର ଅବମାନନା କରି ୩୨ ଶହ ଥରରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ…

ବିହାରରେ କଂଗ୍ରେସ ନେତାଙ୍କୁ ହତ୍ୟା

ବୈଶାଳି,୨୮।୧୨: ଗୋଟିଏ ପଟେ କଂଗ୍ରେସ ଶନିବାର ତା’ର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିହାରର ବୈଶାଳିରେ ଜଣେ କଂଗ୍ରେସ ନେତାଙ୍କୁ ସକାଳୁ ସକାଳୁ ହତ୍ୟା କରାଯାଇଛି। ସିମାନେ ରୋଡରେ ସକାଳ ପ୍ରାୟ ୬ଟା ୩୦ରେ ରାକେଶ ଯାଦବ ଜିମ୍‌ରୁ…

ସିଏଏ ହିଂସା: ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲା ଟିଏମ୍‌ସି

ମାଙ୍ଗାଲୁରୁ,୨୮।୧୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିଲା। ଏଥିରେ ମାଙ୍ଗାଲୁରୁର ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ପରିବାରଙ୍କୁ ଏବେ ସହାୟତାର ହାତ ବଢାଇଛି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)। ଶନିବାର ଦିନେଶ ତ୍ରିଭେଦୀଙ୍କ ନେତୃତ୍ୱରେ…

ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ଯୋଗୀ ସରକାରଙ୍କ ନୂଆବର୍ଷ ଭେଟି: ବର୍ଷକୁ ମିଳିବ ୬ ହଜାର

ଲକ୍ଷ୍ନୌ, ୨୮।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ନୂଆବର୍ଷ ଭେଟି ଦେବାକୁ ଯୋଜନା କରିଛନ୍ତି। ବର୍ଷକୁ ଏଭଳି ମୁସଲମାନ୍‌ ମହିଳାଙ୍କୁ ୬ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଛାଡ଼ପତ୍ର ପାଇଥିବା ହିନ୍ଦୁ ମହିଳାଙ୍କୁ ମଧ୍ୟ…

ହେମନ୍ତଙ୍କ ସହ ମାତ୍ର ୨ ମନ୍ତ୍ରୀ ନେଇପାରନ୍ତି ଶପଥ

ରାଞ୍ଚି,୨୮।୧୨: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରବିବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏପର୍ଯ୍ୟନ୍ତ ତାଙ୍କ ସହ ଆଉ କିଏ ଶପଥ ନେବେ ତାହା ସ୍ଥିର ହୋଇପାରିନାହିଁ। କାରଣ ଅଳ୍ପ ପଦକୁ…

ମୋଦିଙ୍କଠାରୁ ପୁରସ୍କୃତ ହୋଇଥିବା ଫୁଟବଲ ଖେଳାଳି ଏବେ ଫୁଟ୍‌ପାଥରେ

ମୁମ୍ବାଇ,୨୮।୧୨: ମୁମ୍ବାଇର ୧୮ ବର୍ଷୀୟା ଫୁଟବଳ ଖେଳାଳି ମେରି ନାଇଡୁ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ମାତ୍ର ୨ ବର୍ଷ ଭିତରେ ସେ ଏବେ ଅଲୋଡା ହୋଇଯାଇଛନ୍ତି। ମେରି ଏବେ ତାଙ୍କ ପରିବାର ସହ ଫୁଟ୍‌ପାଥରେ ଦିନ କାଟୁଥିବା…

ମିଛ କହୁଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଯେଉଁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଛନ୍ତି ତାହା ବିମୁଦ୍ରୀକରଣଠାରୁ ମଧ୍ୟ ଭୟଙ୍କର। ଏଥିରେ କେହି ଧନୀ ଲୋକ ଲାଇନରେ…

କଂଗ୍ରେସକୁ ପୂରିଲା ୧୩୫ ବର୍ଷ: ଦେଶବ୍ୟାପି ‘ସମ୍ବିଧାନ ବଚାଓ, ଭାରତ ବଚାଓ’ ରାଲି

ନୂଆଦିଲ୍ଲୀ, ୨୮।୧୨: କଂଗ୍ରେସ ଶନିବାର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri