ଛାତ୍ରଙ୍କ ଧମକ: ହାଇଦ୍ରାବାଦ୍ ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦିଆ ନ ହେଲେ ଆତ୍ମହତ୍ୟା କରିବି
ହାଇଦ୍ରାବାଦ,୧।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ରବିବାର ତେଲେଙ୍ଗାନାର ଖମ୍ମମରେ ଜଣେ ଗ୍ରାଜୁଏଟ୍ ଛାତ୍ର…
ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’
ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ କଥାରେ ପଡି ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ…
ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର
କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର। ଏହାକୁ ସେଠାକାର ଆଞ୍ଚଳିକ ଭାଷାରେ କାଙ୍ଗରି ବା ଇଂରାଜୀରେ ଫାୟାର ପଟ୍ ବୋଲି କୁହାଯାଏ।…
ଦେଇଥିବା କଥା ରଖିବ ଭାଜପା: ରାଜନାଥ
ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ…
ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ହେଲେ ଉଦ୍ଧବ, ଫଡନବିସଙ୍କୁ ବିରୋଧି ଦଳ ନେତା ବୋଲି…
ଉତ୍ତରପ୍ରଦେଶରେ ହେବ ଗାଈ ସଫାରି: ରହିବେ ବୁଲା ଗାଈ
ଲକ୍ଷ୍ନୌ,୧।୧୨: ଉତ୍ତରପ୍ରଦେଶରେ ଗାଈ ସଫାରି କରାଯିବା। ଏନେଇ ରାଜ୍ୟ ଦୁଗ୍ଧ ବିକାଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ସିଂ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ଏଠାରେ ବୁଲା ଗାଈଗୋରୁଙ୍କୁ ରଖାଯିବ। ଏଥିପାଇଁ ଜମି ଚିହ୍ନଟ କରିବାକୁ ମନ୍ତ୍ରୀ ନିଜ ବିଭାଗର…
ମହାରାଷ୍ଟ୍ର ଭାଜପାରେ ଫାଟ ଆଶଙ୍କା: ପଙ୍କଜା ମୁଣ୍ଡେ ସୋସିଆଲ୍ ମିଡ଼ିଆରେ ଶକ୍ତି ପ୍ରଦର୍ଶନର ଦେଲେ ସଙ୍କେତ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ଭାଜପାରେ ଆଗାମୀ ଦିନରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥିବା ଚର୍ଚ୍ଚା ହେଉଛି। ଗୋପିନାଥ ମୁଣ୍ଡେଙ୍କ ଝିଅ…
ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩୨ ରାଷ୍ଟ୍ରୀୟ ରାଇଫଲସ୍, ସ୍ପେଶାଲ ଅପରେଶନ୍ ଗ୍ରୁପ୍ ଏବଂ ସିଆର୍ପିଏଫ୍ ୯୨ ବାଟାଲିୟନ୍ ଯବାନଙ୍କ…
ଅନ୍ଧବିଶ୍ୱାସ: ୮ ବର୍ଷରେ ଆସାମରେ ୧୦୭ ଜଣଙ୍କୁ କରାଯାଇଛି ହତ୍ୟା
ଗୁଆହାଟୀ,୧।୧୨: ଆସାମରେ ଗତ ୮ ବର୍ଷ ମଧ୍ୟରେ ୧୦୭ ଜଣଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହତ୍ୟା କରାଯାଇଛି। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟଓ୍ବାରୀ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟିକା ନନ୍ଦିତା ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ…
ପିଆଜ ଏବେ ଡାଳିମ୍ବ ହୋଇଯାଇଛି: ଲାଲୁ
ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ ନେଇ ବିରୋଧୀ ଶାସକ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଏବେ ବିହାରରେ ଖୁଚୁରା ପିଆଜ ଦାମ୍…
ବିରୋଧୀ ଦଳ ନେତା ହେଲେ ଫଡ଼ନବିସ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟ ସରକାର ଶାସନ ଭାର ହାତକୁ ନେଇଛି। ଏଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିସ ରବିବାର ବିରୋଧୀଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଫଡନବିସ ବିରୋଧୀ…
ଶହୀଦ ପରିବାରଙ୍କୁ ଶସ୍ତାରେ ଘର ଯୋଗାଇବେ ସରକାର
ନୂଆଦିଲ୍ଲୀ,୧।୧୨: ସୀମା ସୁରକ୍ଷା ବଳ(ବିଏସ୍ଏଫ)ର ୫୫ ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ସରକାର ଶହୀଦ ପରିବାରଙ୍କୁ ବଡ ଉପହାର ଦେଇଛନ୍ତି। ଡିସେମ୍ବର ୧ ସ୍ଥାପନା ଦିବସରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏମିତି ସୂଚନା…
Archives


