ଜାତୀୟ

ବରଫଚାଦର ତଳେ ଶିମ୍‌ଲା-ମନାଲୀ: ଜନଜୀବନ ଅସ୍ତବ୍ୟସ୍ତ

ମନାଲୀ,୧୦।୧: ହିମାଚଳ ପ୍ରଦେଶ ମନାଲୀରେ ମଙ୍ଗଳବାର ଓ ବୁଧବାର ହୋଇଥିବା ପ୍ରବଳ ବରଫାପାତ ଯୋଗୁ ଅନେକ ରାସ୍ତାଘାଟ ବରଫଚାଦର ତଳେ ଢାଙ୍କି ହୋଇଯାଇଛି। ଏଥିପାଇଁ ଏବେ ବି ସମସ୍ତ ରାସ୍ତାଘାଟ ବନ୍ଦ ରହିଥିବା ସୂଚନା ମିଳିଛି। ରାସ୍ତା ବନ୍ଦ ଥିବାରୁ ଲୋକଙ୍କୁ…

ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୧: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ଟିମ୍‌କୁ ବଡ଼ ସଫଳତା ମିଳିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ବର୍ଷୀୟ ଋଷିକେଶ ଦେଭଡିକର୍‌ଙ୍କୁ ପୋଲିସ ଝାଡଖଣ୍ଡ ଧାନବାଦ ଜିଲାର କତରାସ୍‌ରୁ ଗିରଫ କରିଛି। ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ…

ଜେଏନ୍‌ୟୁ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାଳନା

ନୂଆଦିଲ୍ଲୀ,୧୦ା୧: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଛି। ଅନେକଙ୍କୁ ଦିଲ୍ଲୀ ପୋଲିସ ଅଟକ…

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ…

ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନିଜ ୨ ବର୍ଷ ଝିଅର ପାଦକୁ ଅଳତାରେ ବୁଡାଇ କାର୍‌ର ସାମ୍ନା…

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି କରିଛନ୍ତି। ଏହାର ନାମ ସ୍ମାର୍ଟ ଆଣ୍ଟି ଟିଜିଂ ଲିପ୍‌ଷ୍ଟିକ୍‌ ଗନ୍‌ ରଖାଯାଇଛି। ସ୍ଥାନୀୟ ଅଶୋକା…

୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ତାଙ୍କ…

ଧରାପଡ଼ିଲେ ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ୩ ଜଣ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ଥାନୀୟ ବଜିରାବାଦ୍‌ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୋଲିସ ଟିମ୍‌ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି…

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଛପାକ’

ଭୋପାଳ,୯।୧: ବଲିଉଡ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ଫିଲ୍ମକୁ ମଧ୍ୟପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏବେ ଦୀପିକା ଏହାର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ବୁଧବାର…

ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି ଆଇଏସ୍‌ଆଇ: ଏକ କୋଟିରୁ ଅଧିକ ପାଣ୍ଠି ଯୋଗାଡ଼

ନୂଆଦିଲ୍ଲୀ,୯।୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ପାକିସ୍ତାନ ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସମ୍ପ୍ରତି ଏଠାରେ…

ସିଆଚେନ୍‌ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା

ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍‌ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରୁ ମୁତୟନ ଥିବାରୁ…

ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ; ସିଏଏ ନୁହେଁ ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଦେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରିସ୍ଥଳେ ସିଏଏ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri